fbpx
Browsing Category

Top Stories

ଆସିଲା ୬ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୬ ନୂଆ କରୋନା ଆକ୍ରାନ୍ତ ତଥ୍ୟ ଦେଇଛନ୍ତି ସରକାର । ୬ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଯାଜପୁରର ଥିବା ବେଳେ ଜଣେ ସୁନ୍ଦରଗଡ଼ର ବିଶ୍ରାର ବୋଲି ଜଣାପଡ଼ିଛି ।…

ୟୁଟ୍ୟୁବରେ ଛାଇଗଲା ସଲମାନଙ୍କ ଯାଦୁ, ଦେଖନ୍ତୁ

ବଲିଉଡ୍ ହାରକା ସଲମାନ ଖାନ୍ ନିକଟରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଏହାରି ମାଧ୍ୟମରେ ସେ ଆଜି ନିଜର ପ୍ରଥମ ଗୀତକୁ ରିଲିଜ୍ କରିଛନ୍ତି, ଯାହାର ନାଁ ହେଉଛି ‘ପ୍ୟାର କରୋନା’ । କରୋନାକୁ ନେଇ ଲୋକଙ୍କ ମନରେ…

୭୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି: ବାଗଚୀ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟର କରୋନା ସମ୍ପର୍କିତ ତାଜା ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଲଢ଼ିବା ପାଇଁ ଏକ…

କେବଳ ମଣିଷଙ୍କଠାରେ ନୁହେଁ, ସମୁଦ୍ର ତଳେ ବି ବ୍ୟାପିଛୁ ଏକ ଭୟଙ୍କର ମହାମାରୀ

ପୃଥିବୀ ଉପରେ କରୋନା ଭାଇରସ୍ ଲୋକମାନଙ୍କୁ ହଇରାଣ କରୁଥିବା ବେଳେ ସମୁଦ୍ର ଭିତରେ ମଧ୍ୟ ଗୋଟିଏ ଭୟଙ୍କର ମହାମାରୀ ବ୍ୟାପିବାରେ ଲାଗିଛି । ସମୁଦ୍ର ଓ ତାର ଗତିବିଧି ଉପରେ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ ଏନେଇ…

ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ବିପଦ ଆଣିପାରେ ତାଲାବନ୍ଦ କଟକଣା ଉଲ୍ଲଙ୍ଘନ

ନୂଆଦିଲ୍ଲୀ, ୧୭ା୪: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କୃଷି କାର୍ଯ୍ୟ ଉପରେ କଟକଣା କୋହଳ କରାଯାଇଛି । ପିଏମ ଫସଲ…

ଯାଜପୁରରେ ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ବତ୍ତର୍ମାନ ଯାଜପୁରରେ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ଥିବା ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୩ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କୋଲକାତାରୁ ଆସିଛନ୍ତି…

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ଏଯାଏଁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି…

ଅନ୍ୟ ଯୁବତୀଙ୍କ ସହ ରୋମାନ୍ସରେ ପତି, ଅନ୍ ଦ ସ୍ପଷ୍ଟ ଧରି ଭିଡ଼ିଓ କଲେ ପତ୍ନୀ

ଜୟପୁର : ଜୟପୁର ଜଣେ ମହିଳା ନିଜ ଡାକ୍ତର ସ୍ୱାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ରୋମାନ୍ସ କରୁଥିବା ଦେଖିବା ପରେ ସ୍ଥିତି ଉଗ୍ର ରୂପ ଧାରଣ କରିଥିଲା । ପତ୍ନୀ ଏହି ଘଟଣାର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍ ମିଡ଼ିଆରେ…