Browsing Category

Top Stories

ରାଜ୍ୟରେ ଉପର ତଳ ହେଉଛି କରୋନା, ଆଜି ୨୬୦୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ…

ବିବାହ ମଣ୍ଡପରେ ଗୋଲଗପ୍ପା ମୁକୁଟ ପିନ୍ଧି ସଭିଙ୍କ ହୃଦୟ ଜିଣିଲା କନ୍ୟା, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାର ଦେଖାଯାଉଛି । ଜଣେ କନ୍ୟା ବିବାହ ମଣ୍ଡପରେ ବସି ଗୋଲଗପ୍ପାରେ ନିର୍ମିତ ମୁକୁଟ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏହି ଭିଡିଓଟି…

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ୍ ପାଇଁ ନେତାମାନେ ପହଞ୍ଚିଲେ ଦିଲ୍ଲୀରେ, ଓଡ଼ିଶାରୁ ଦୁଇ ସାଂସଦଙ୍କ ନାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ । ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିବାର ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ…

ଓଡ଼ିଶାରେ ମୃତ୍ୟୁର ତାଣ୍ଡବ ରଚିଲା କରୋନା, ଆଜି ୫୯ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର):  ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଥିବା ବେଳେ ଆଜି ସୀମା ଟପିଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ…

ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସକାଳ ୭.୩୦ ମିନିଟ ସମୟରେ ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ସହ ତାଙ୍କର…

ଶକ୍ତି କମି ଯାଉଥିଲେ ଇମ୍ୟୁନିଟି ବୁଷ୍ଟ ପାଇଁ ଖାଆନ୍ତୁ ବାଜରା ରାବ୍

ଓଡ଼ିଶା ଭାସ୍କର: କରୋନା ସମୟରେ ଇମ୍ୟୁନିଟି ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । ଏପରି ସମୟରେ ସୁସ୍ୱାଦୁ ସହିତ ସ୍ୱାସ୍ଥ୍ୟକର ଖାଇବା ନିହାତି ଆବଶ୍ୟକ । ଏପରି ଏକ ଖାଦ୍ୟ ହେଉଛି ବାଜରା ରାବ୍ । ଏହି…

ନୂତନ ମନ୍ତ୍ରାଳୟ ନେଇ ମୋଦୀ ସରକାରଙ୍କ ଘୋଷଣା; ପଢନ୍ତୁ ପୁରା ଖବର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ଆଲୋଚନା ଜାରି ରହିଥିବା ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ମୋଦୀ ସରକାର ମିନିଷ୍ଟ୍ରୀ ଅଫ୍ କୋ ଅପରେସନ୍ ନାମକ ଏକ ନୂତନ…

ଏକାଠି ହେବେ ମୋଦୀ-ବିଡେନ; ଜାଣନ୍ତୁ କେବେ ଓ କେଉଁଠି

ନୂଆଦିଲ୍ଳୀ: ଆମେରିକୀୟ ରାଷ୍ଟ୍ରପତି ଜୋ ବିଡେନ୍ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଭେଟିବାକୁ ଯାଉଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ବିଡେନ୍ ଢ଼ଓ ମୋଦୀଙ୍କ…

ଷ୍ଟାନ୍ ସ୍ୱାମୀ ମୃତ୍ୟୁ ମାମଲା: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବିରୋଧୀ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହେପାଜତରେ ସମାଜସେବୀ ତଥା ଫାଦର ଷ୍ଟାନ ସ୍ୱାମୀଙ୍କ ଦେହାନ୍ତ ପରେ ଅଡୁଆରେ ପଡିଛନ୍ତି ସରକାର । ଫାଦର ଷ୍ଟାନଙ୍କ ମୃତ୍ୟୁ ପାଇଁ ଦାୟୀ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ…

SP ପାହ୍ୟାକୁ ଉନ୍ନୀତ ହେଲେ ୫ ASP; ଜାଣନ୍ତୁ କେତେ ବଢିବ ଦରମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମଙ୍ଗଳବାର ୫ ଜଣ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ଏସପି ପାହ୍ୟାକୁ ଉନ୍ନୀତ କରାଯାଇଛି । ୫ ଅଧିକାରୀ ରବିନାରାୟଣ ବେହେରା, ଦୁର୍ଗା ପ୍ରସାଦ ତ୍ରିପାଠୀ, ଜ୍ଞାନ ରଞ୍ଜନ ମହାନ୍ତି, ଚିନ୍ନାପା…