fbpx
Browsing Category

Top Stories

କରୋନା ମୃତକଙ୍କ ଶବ ସତ୍କାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ।  ସେ କହିଛନ୍ତି କରୋନା ମୁକାବିଲା କରିବା ପାଇଁ ୩୦୦ଜଣ ଡାକ୍ତର ସ୍ୱେଚ୍ଛାକୃତ ଭାବେ…

ଲକ୍-ଡାଉନରେ ସିଗାରେଟ୍ ପାଇଁ ଅନ୍ୟ ଦେଶରେ ପହଞ୍ଚିଲା ବ୍ୟକ୍ତି, ହେଲିକପ୍ଟର ଯୋଗେ ଉଦ୍ଧାର

କରୋନା ଭାଇରସ ଯୋଗୁଁ ଅଧିକାଂଶ ଦେଶରେ ଲକ୍-ଡାଉନ୍ ଜାରି ରହିଛି । ସେଥିପାଇଁ ଲୋକମାନେ ଘରେ ବସି କାମ କରିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ସିଗାରେଟ୍ ଟାଣିବାର ଅଭ୍ୟାସ ଥିବା ଜଣେ ବ୍ୟକ୍ତି ଯାହା କଲେ , ତାହା ଜାଣି…

ଗତ ୨୪ଘଣ୍ଟାରେ କରୋନାରେ ୩୫୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୭ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ କ୍ୱରେଣ୍ଟାଇନରେ ଥିବା ଲୋକଙ୍କୁ ନୀରିକ୍ଷଣ…

କରୋନା ବିରୋଧରେ ଜିତିଲେ ୮୨ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ, ୭ା୪: କରୋନା ବିରୋଧରେ ଲଢ଼େଇ କରି ଜଣେ ୮୨ ବର୍ଷୀୟ ବୃଦ୍ଧା ଯୁଦ୍ଧ ଜିତିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି…

ସଙ୍ଗରୋଧରେ ଆଇବି ଅଧିକାରୀ

ଭୁବନେଶ୍ୱର, ୭ା୪ (ଓଡ଼ିଶା ଭାସ୍କର): ଭୁବନେଶ୍ୱରସ୍ଥିତ ଇଣ୍ଟଲିଜେନ୍ସ ବ୍ୟୁରୋ (ଆଇବି) କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି । ଭୁବନେଶ୍ୱରର ସ୍ପେଶାଲ୍ ସର୍କିଟ ହାଉସ୍ ନିକଟରେ…

ଲକ୍-ଡାଉନ୍ ବଢାଇବା ପାଇଁ ବିଚାର କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୭ ।୪: କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକ୍-ଡାଉନକୁ ବଢାଇପାରନ୍ତି କେନ୍ଦ୍ର ସରକାର । ଏଏନଆଇ ଅନୁସାରେ ଲକ୍-ଡାଉନ ଉପରେ ବିଚାର କରିବାକୁ ବହୁ ରାଜ୍ୟ କେନ୍ଦ୍ର ସରାକରଙ୍କୁ ଅନୁରୋଧ କରୁଛନ୍ତି ।…

ହ୍ୱାଟ୍ସଆପର ନୂଆ କଟକଣା, ଜଣକରୁ ଅଧିକଙ୍କୁ ଫରୱାର୍ଡ କରିହେବନି ମାସେଜ୍

ନୂଆଦିଲ୍ଲୀ, ୭ା୪: ହ୍ୱାଟ୍ସଆପ୍ ଓ ଅନ୍ୟ ସୋସିଆଲ୍ ମିଡ଼ିଆରେ କରୋନା ଭାଇରସ୍କୁ ନେଇ ପ୍ରଚାର କରାଯାଉଥିବା ଗୁଜବ ଉପରେ ଅଙ୍କୁଶ ଲଗାଇବାକୁ ମଙ୍ଗଳବାର ହ୍ୱାଟ୍ସଆପ୍ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ହ୍ୱାଟ୍ସଆପ୍ ମାସେଜ୍…