fbpx
Browsing Category

Top Stories

ପୁଣିଥରେ ନିବେଦନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ , ରାତି ୯ଟାରେ ୯ମିନିଟ ପାଇଁ ଲାଇଟ୍ ବନ୍ଦ

ନୂଆଦିଲ୍ଲୀ, ୫ା୪: ଗତ କିଛି ଦିନ ତଳେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଦନ କରିିଥିଲେ । ସେ ଆଜି ରାତି ୯ଟାରେ ୯ମିନିଟ ପାଇଁ ଘରର ଲାଇଟ ବନ୍ଦ ରଖିବାକୁ ନିବେଦନ କରିଥିଲେ । ସେହି ୯ମିନିଟ…

ଚୁଇଙ୍ଗମ୍ ବିକ୍ରି ଉପରେ ୩ ମାସର ରୋକ୍, ଜାଣନ୍ତୁ କାରଣ

ଶିମଲା,୫ ।୪:ଛେପ ପକାଇବା କାରଣରୁ କରୋନା ଭାଇରସ୍ ବ୍ୟାପୁଥିବାର ଆଶଙ୍କା ଥିବାରୁ ହିମାଚଳ ପ୍ରଦେଶରେ ସରକାର ୩ ମାସ ପର୍ଯ୍ୟନ୍ତ ଚୁଇଙ୍ଗମ ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ଖାଦ୍ୟ ସୁରକ୍ଷା ଆୟୁକ୍ତ ଓ ଅତିରିକ୍ତ ମୁଖ୍ୟ…

କିଭଳି କରିବେ କରୋନା ମୁକାବିଲା? ଶୁଣନ୍ତୁ ଆପୋଲୋ ହସ୍ପିଟାଲ ର ଆସିଷ୍ଟାଣ୍ଟ ମେଡିକାଲ ସୁପରଟେଣ୍ଡେଣ୍ଟ ଜ୍ୟୋତି ପ୍ରକାଶ ପରିଜାଙ୍କୁ

କରୋନା ନେଇ ସାରା ବିଶ୍ୱ ଭୟଭିତ ଅବସ୍ଥାରେ ରହିଛି । ଦିନକୁ ଦିନ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ କରୋନା…

ଏହା ହେଉଛି ଦିବ୍ୟା ଭାରତୀଙ୍କ ରାଜ୍, ରହସ୍ୟମୟ ଭାବେ ହୋଇଥିଲା ମୃତ୍ୟୁ

୧୯ ବର୍ଷ ବୟସରଙ୍କ ବଲିଉଡରେ ପାଦ ଦେଇ ବେଶ୍ ନାମ କମାଇଥିବା ଅଭିନେତ୍ରୀ ଦିବ୍ୟା ଭାରତୀଙ୍କ ମୃତ୍ୟୁକୁ ୨୫ ବର୍ଷ ପୂରଣ ହୋଇଛି । ୯୦ ଦଶକରେ ସେ ନିଜ ଅଭିନୟରେ ସମସ୍ତଙ୍କୁ ପାଗଳ କରିଦେଇଥିଲେ । କିନ୍ତୁ କିଏ ଜାଣିଥିଲା ଯେ…

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି, ଖାଆନ୍ତୁ ଏହି ଖାଦ୍ୟ

ବତ୍ତର୍ମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଆବଶ୍ୟକ । କରୋନା ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ରହିଛି । ତେଣୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିଲେ…

ମୋଦିଙ୍କ ଦୀପ ଜଳାଇବାକୁ ନେଇ ଏପରି କହିଲେ ଦିଦି

ନୂଆଦିଲ୍ଲୀ, ୫ା୪: ଘରର ଲାଇଟ ବନ୍ଦ କରି ଦୀପ, ମହମବତୀ ତଥା ମୋବାଇଲ ଲାଇଟ ଜଳାଇବାକୁ ନେଇ ଅନେକ ମୋଦିଙ୍କୁ  ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ସୁଅରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ…

ଭାରତରେ ୭୫ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୫ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ଏହାସହ…

ବିଶ୍ୱରେ ପ୍ରଥମ କରୋନା ଭାଇରସ୍ ସଂକ୍ରମିତ ରୋଗୀ ଏବେ ସୁସ୍ଥ

ଏକଥା ସମସ୍ତେ ଜାଣନ୍ତି ଯେ ମାହାମାରୀ କରୋନା ପ୍ରଥମେ ଚୀନର ଉହାନ ସହରରୁ ହିଁ ଉତ୍ପନ୍ନ ହୋଇଥିଲା ।ଏବଂ ଗବେଷକଙ୍କ ଅନୁଯାୟୀ ଏହା ଉହାନର ମାଛମାର୍କେଟରୁ ହିଁ ସଂକ୍ରମିତ ହୋଇଥିଲା । ଉହାନର ମାଛ ମାର୍କେଟରେ ରେ ବ୍ୟବସାୟ…

ଆଜି କିପରି ବିତିବ ଆପଣଙ୍କ ଦିନ (ରବିବାର, ଏପ୍ରିଲ ୦୫/୨୦୨୦)

ମେଷ - ଶୁଭଚନ୍ଦ୍ର ଚଳନ ହେତୁ ମାନସିକ ପ୍ରଫୁଲତା, ଶତୃଦମନ, ମାଙ୍ଗଳିକ କାର୍ଯ୍ୟରେ ସଫଳତା । କର୍ମ କ୍ଷେତ୍ରରେ ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହିତ…