Browsing Category

Top Stories

ସିଏମସି ଜାରି କଲା କଣ୍ଟ୍ରୋଲ୍ ରୁମ୍ ନମ୍ବର

କଟକ, ୧୮ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ମହାମାରୀ ପ୍ରଭାବ ଜାରି ରହିଥିବା ବେଳେ ରାଜ୍ୟ ସରକାର କଟକଣା ବୃଦ୍ଧି କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାର ପ୍ରଶାସନ ମଧ୍ୟ ସେଚତନ ହୋଇଛନ୍ତି ।…

ହାଇଦର୍ ଫେରାର୍ ହୋଇଥିବା କାର୍ ଜବତ କଲା କମିସନରେଟ୍ ପୋଲିସ୍

କଟକ, ୧୮ା୪ (ଓଡିଶା ଭାସ୍କର) : ହାଇଦର୍ ଫେରାର୍ ହୋଇଥିବା କାର୍ ଜବତ ହୋଇଛି । ହାଇଦର୍ ଏହି କାରକୁ ବ୍ୟବହାର କରି କଟକ ଏସସିବିରୁ ତେଲେଙ୍ଗାନା ଫେରାର୍ ହୋଇଯାଇଥିଲା । ହେଲେ ଆଜି ତେଲେଙ୍ଗାନାରୁ ଜବତ କରି କମିସନରେଟ୍…

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର: ଏଣିକି ପେଟ୍ରୋଲ ଭରିଲେ ମିଳିବ ୧୫୦ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ସେ ବିଷୟରେ

ନୂଆଦିଲ୍ଲୀ: ବାଇକ୍ ଚଳାଉଥିବା ଲୋକଙ୍କ ପାଇଁ ଖୁସି ଖବର । ଏଣିକି ପେଟ୍ରୋଲ ପକାଇଲେ ମିଳିବ ୧୫୦ ଟଙ୍କାର କ୍ୟାସବ୍ୟାକ୍ । ଫୋନ୍ ପେ୍ ନିଜର ଗ୍ରାହକମାନଙ୍କ ପାଇଁ ଏହି ଧମାକାଦାର ଅଫର ନେଇ ଆସିଛି । ଇଣ୍ଡିଆନ ଅଏଲ,…

ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ପିପିଇ କିଟ୍ ପିନ୍ଧି ନାଚିଲେ କରୋନା ଯୋଦ୍ଧା

ଗୁଜୁରାଟ, ୧୮ା୪ (ଓଡିଶା ଭାସ୍କର) : ସାରା ବିଶ୍ୱରେ କରୋନା ମହାମାରି ପୁଣି ଥରେ କାୟା ମେଲାଇବାରେ ଲାଗିଛି । ଏହା ଫଳରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ଅନେକଙ୍କର ମୃତ୍ୟୁ ହେଉଛି । ଦେଶରେ କୋଣ ଅନୁ କୋଣରୁ ଲୋକ…

ସାବଧାନ୍! ବର୍ଷା ଓ ବଜ୍ରପାତ ନେଇ କାଲି ସକାଳ ସୁଦ୍ଧା ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା?

ଭୁବନେଶ୍ୱର,୧୮ ।୪(ଓଡିଶା ଭାସ୍କର): କାଲି ସକାଳ ସୁଦ୍ଧା ୧୬ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ୟେଲୋ ୱାର୍ଣ୍ଣିଂ…

ନିୟମିତ ବ୍ୟବହାର କରୁଥିବା ସ୍ମାର୍ଟଫୋନ୍ ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ କିପରି

କରୋନା ମହାମାରୀ ସମୟରେ ଦେଶରେ ସ୍ମାର୍ଟଫୋନର ବ୍ୟବହାର ବହୁତ ମାତ୍ରାରେ ବଢ଼ିଯାଇଛି । ବିଭିନ୍ନ ରାଜ୍ୟରେ ଅନେକ ସମୟରେ ଲକଡାଉନ, କର୍ଫ୍ୟୁ ଆଦି ଲାଗୁ ହେବା ଦ୍ୱାରା ଲୋକମାନେ ଅଧିକାଂଶ ସମୟ ଘରେ ରହୁଛନ୍ତି । ଫଳରେ ଫୋନର…

“ମୁଁ ଇସ୍କୁଲରେ ପଢ଼ୁଛି…” ଭାଇରାଲ୍ ହେଉଛି ୬ ବର୍ଷର ପିଲା ଜଗଦୀଶଙ୍କ ଭିଡିଓ

ଭୁବନେଶ୍ୱର, ୧୮ା୪ (ଓଡିଶା ଭାସ୍କର) : କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ହ୍ୟୁମାନ୍ ସାଗର ଏବଂ ତାଙ୍କ ସହ ଗାଉଥିବା ଗୋଟିଏ ୬ ବର୍ଷର ପିଲାର ଭିଡିଓ । ଗୀତଟି ହେଉଛି, "ମୁଁ ଇସ୍କୁଲରେ ପଢ଼ୁଛି...ମୁଁ…

ଏହି ରାଜ୍ୟରେ ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୧୮ା୪: ହରିୟାଣାରେ ଲଗାତର ଦୁଇଦିନ ଧରି ସୁନା ରେଟ୍ ହ୍ରାସ ପାଇଛି । ଆଜି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମକୁ ୪୫,୩୮୦ ଟଙ୍କା ରହିଛି । ୧୪ ଏପ୍ରିଲରେ ସୁନାର ମୂଲ୍ୟ ୪୫,୪୨୦ ରହିଥିଲା । ସେହିପରି ଆଜି…

ମୁଖ୍ୟମନ୍ତ୍ରୀ ଡକାଇଲେ ବୈଠକ, ଏହି ଜିଲ୍ଲାଗୁଡିକରେ ଲାଗିପାରେ ଲକଡାଉନ୍‌!

ଜୟପୁର,୧୮ ।୪: ଧିରେ ଧିରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ରାଜସ୍ଥାନରେ ବଢୁଥିବା ମାମଲାକୁ ନେଇ ଚିନ୍ତାରେ ଅଛନ୍ତି ଅଶୋକ ଗେହଲଟ୍ ସରକାର । ଏନେଇ ଆଜି ମୁଖ୍ୟମନ୍ତ୍ରୀ ଭବନରେ ୧୨.୩୦ରୁ ଚାଲିଛି…

ବାଲ୍ୟ ବିବାହର ପେଣ୍ଠସ୍ଥଳୀ ପାଲଟିଛି ସୁକିନ୍ଦା, ବର୍ଷେ ଭିତରେ ୧୦୧ ବିବାହ

କଳିଙ୍ଗନଗର : ଦଶନ୍ଧି ପରେ ଦଶନ୍ଧି ବିତି ଚାଲିବା ସହ ଲୋକ ମାନେ ଆଧୁନିକ ଯୁଗରେ ଆସି ଉପନୀତ ହେଲେଣି । ହେଲେ ଆଜି ଯାଏ କିଛି ଏମିତି ଅଞ୍ଚଳ ରହିଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକମାନେ ବାଲ୍ୟ ବିବାହକୁ ବିଶ୍ୱାସ କରୁଛନ୍ତି…