Browsing Category
Top Stories
ସମ୍ବଲପୁରରୁ ପୁଣି ଚମକିଲେ ସାତ୍ତ୍ୱିକ, ଏସଆର-୭ ରକେଟକୁ ମିଳିଲା ନାସାର ସ୍ୱୀକୃତି
ସମ୍ବଲପୁର(ଓଡ଼ିଶା ଭାସ୍କର): ଓଡ଼ିଶା ପାଇଁ ଗର୍ବର ବିଷୟ ପାଲିଟିଛି ସମ୍ବଲରପୁର ସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ । +୨ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ସାତ୍ତ୍ୱିକ ପରାସର ବେହେରାଙ୍କ ଯୋଗୁଁ ସ୍କୁଲ ଚର୍ଚ୍ଚାର ବିଷୟ…
ଦାଖଲ ହେଲା କୋଭାକ୍ସିନର ଫେଜ୍-୩ ଟ୍ରାଏଲ ରିପୋର୍ଟ; ବିଶେଷଜ୍ଞ ଟିମ୍ କରିବେ ଅଧ୍ୟୟନ
ନୂଆଦିଲ୍ଲୀ: କୋଭାକ୍ସିନର ଟ୍ରାଏଲ ରୋପୋର୍ଟ ଏପର୍ଯ୍ୟନ୍ତ କୌଣସି ସମୀକ୍ଷା ପତ୍ରିକାରେ ପ୍ରକାଶ ପାଇ ନାହିଁ । କମିଟି ଏହାର ଭଲ ଭାବରେ ସମୀକ୍ଷା କରିବା ପରେ କରୋନା ବିରୋଧରେ କେତେ ସଫଳ ରହିବା ତାହାର ରେଜଲ୍ଟ ସାର୍ବଜନୀନ…
୨୦୨୨ ୟୁପି ନିର୍ବାଚନ ପାଇଁ ଶକ୍ତି ସଂଗ୍ରହ କରୁଛି ବିଜେପି, ଯଦି ଜରୁରୀ ପଡ଼େ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୟନୀୟ ପ୍ରଦର୍ଶନ ପରେ ଏବେ ବିଜେପିର ଫୋକସରେ ରହିଛି ଉତ୍ତରପ୍ରଦେଶ । ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏବେଠାରୁ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛି…
ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଉ; ଦାବି କଲେ ବିଜେପି ସାଂସଦ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସାଂସଦ ତଥା ତୃଣମୂଳ କଂଗ୍ରେସର ନେତ୍ରୀ ନୁସରତ ଜାହାଁଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିଛି । ତାଙ୍କର ବ୍ୟକ୍ତି ଜୀବନ କିଛି ହଇଚଇ ସୃଷ୍ଟି କରୁଥିବା ଚର୍ଚ୍ଚା ଥମିବାର ନାଁ ଧରୁନି ।…
IAS ଅଧିକାରୀ ସ୍ତରରେ ଅଦଳବଦଳ
ନୂଆଦିଲ୍ଲୀ: ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଗୁଜରାଟ ସରକାର ୭୭ ଜଣ ଆଇଏଏସ ଅଧିକାରୀଙ୍କୁ ଅଦଳବଦଳ କରିଛନ୍ତି । ଏହି ଅଧିକାରୀଙ୍କ ମଧ୍ୟରେ ମୁଖ୍ୟ ସଚିବ,…
କଣ ରାଜନୀତିକୁ ଏଣ୍ଟ୍ରିି କରିବେ ଅନୁପମ୍ ଖେର୍? ଜାଣନ୍ତୁ କଣ କହିଲେ ଅଭିନେତା
ମୁମ୍ବାଇ: ବର୍ତ୍ତମାନ ଅନେକ ବଲିଉଡ୍ ଅଭିନେତା ଅଭିନୟ ଛାଡି ରାଜନୀତି ହେବାକୁ ପସନ୍ଦ କରୁଛନ୍ତି । ବିଭିନ୍ନ ଦଳ ପକ୍ଷରୁ ଷ୍ଟାର୍ ପ୍ରଚାରକ ହୋଇ ନିର୍ବାଚନ ଲଢ଼ିବାକୁ ଅଫର୍ ଦିଆଯାଉଛି । ହେଲେ କିଛି ଏମିତି ବି ରହିଛନ୍ତି…
ଦେଶରେ କମୁଛି କରୋନାର ପ୍ରଭାବ: ଆଜି ୧୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଭାରତ ଟିକାକରଣରେ ସୃଷ୍ଟି କଲା ରେକର୍ଡ: ଦିନକରେ ଦିଆଗଲା ୮୬ ଲକ୍ଷ ଡୋଜ୍; ମୋଦି ପ୍ରଶଂସା କରି କହିଲେ ‘ୱେଲ ଡନ୍ ଇଣ୍ଡିଆ’
ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ । ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଠାରୁ ଟିକାକରଣ ଅଭିଯାନକୁ ଆହୁରି ବ୍ୟାପକ କରାଯାଇଛି । କୁହାଯାଉଛି ଯେ ସୋମବାର ୮୬ଲକ୍ଷରୁ ଅଧିକ ଡୋଜ୍…
କରୋନା ରୋଗୀଙ୍କ ପାଇଁ ଜନସାଧାରଣଙ୍କ ସହାୟତା ଟଙ୍କା ରୋଜଗାରର ଏକ ମାଧ୍ୟମ ନୁହେଁ ତ? ଜାଣନ୍ତୁ ଏହା ପଛର ସତ୍ୟତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ଆଜି ସମଗ୍ର ବିଶ୍ୱକୁ ଥରହର କରିଦେଇଛି । ଭାଇରସ୍ ସଂକ୍ରମଣରେ ବହୁ ଲୋକ ମୃତ୍ୟୁବରଣ କରିବା ସହ ଅନେକଙ୍କ ପରିବାର ଲୋପ ପାଇଯାଇଛି । ବହୁ ଲୋକ ନିଜର ଜୀବିକା ହରାଇ…
ରାଜ୍ୟରେ କମିବାରେ ଲାଗିଛି କରୋନା: ଆଜି ଚିହ୍ନଟ ହେଲେ ୨୯୫୭ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…