Browsing Category

Top Stories

ପୁଣି ଆନ୍ଧ୍ରର ଦାଦାଗିରି: ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): କିଛିଦିନର ନିରବତା ପରେ ପୁଣି ଆନ୍ଧ୍ରର ଦାଦାଗିରି ଆରମ୍ଭ ହୋଇଛି । କୋଟିଆରେ ନିର୍ବାଚନ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ପରେ…

ଏକ ଲକ୍ଷ ଟପିଲା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା, ୪୭୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୫ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୭୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୦୧କୁ ବୃଦ୍ଧି…

ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ଆଜିଠାରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ଏହି ପରୀକ୍ଷା ତିନିଦିନ ଧରି ଚାଲିବ । ପ୍ରାୟ ୬…

ଏଟିଏମରୁ କଟାଫଟା ନୋଟ୍ ବାହାରୁଛି କି, ଜାଣନ୍ତୁ କ’ଣ କରିବେ

ନୂଆଦିଲ୍ଲୀ, ୫ା୪: ଅନେକ ଲୋକ ଏଟିଏମରୁ ଟଙ୍କା କାଢ଼ିବା ସମୟରେ ବେଳେବେଳେ ସେଥିରୁ କଟାଫଟା, ଖରାପ ନୋଟ୍ ବାହାରିଥାଏ । ଏହାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ଏଥିପାଇଁ ଆପଣଙ୍କୁ କିଛି ବିଶେଷ ଦିଗ…

ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଏସଆରସି

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର…

ବିଶ୍ୱରେ ମୃତ୍ୟୁସଂଖ୍ୟା ୨୮.୬୫ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୫ା୪ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୬୫ ହଜାର ୫୧୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

ଆଜିଠାରୁ ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ: ଜାଣନ୍ତୁ କେତୋଟି ଜିଲ୍ଲାରେ ହେବ ଲାଗୁ

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ରାଜ୍ୟକୁ ପୁଣି ଥରେ ଫେରିଛି ନାଇଟ୍ କର୍ଫ୍ୟ । ରାଜ୍ୟରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ତେଣୁ ଏହି ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ…

କୋଲଡ୍ରିଙ୍କ ଓ ମିନେରାଲ ୱାଟର ବଟଲ୍ ବ୍ୟବହାର କରୁଥିଲେ ସାବଧାନ! ହୋଇପାରେ ଏହିସବୁ ଅସୁବିଧା

ଗ୍ରୀଷ୍ମ ସିଜିନ ଆରମ୍ଭ ହୋଇଗଲାଣି । ବର୍ତ୍ତମାନ ପ୍ରତିଦିନ ତାତି ବଢ଼ିବାରେ ଲାଗିଛି । ଗରମରୁ ଟିକେ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ପାନୀୟକୁ ଆଦରି ନେଉଛନ୍ତି । ତେବେ ଏହି ସମୟରେ କୋଲଡ୍ରିଙ୍କ ଓ ମିନେରାଲ…

ଆଜିଠାରୁ ପ୍ୟାକେଟ୍ ଖାଦ୍ୟକୁ ଆଭଏଡ୍ କରନ୍ତୁ, ନଚେତ୍ ଅକାଳ ମୃତ୍ୟୁ….

ଖାଦ୍ୟକୁ ନେଇ ପ୍ରତ୍ୟେକ ମଣିଷର ଭିନ୍ନ ଭିନ୍ନ ରୁଚି ରହିଥାଏ । କିନ୍ତୁ ବେଳେବେଳେ ଏହି ରୁଚି ଆପଣଙ୍କର ଜୀବନହାନୀର କାରଣ ସାଜିଥାଏ । ଆମେ ଦୈନନ୍ଦିନ ସେବନ କରୁଥିବା ପ୍ୟାକେଟ୍ ଖାଦ୍ୟ ବା ପ୍ରୋସେସଡ୍ ଫୁଡ୍ ଆମ ଶରୀର…

ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ଆଣିଲେ ସମାଜସେବୀ ଶରତ

ମାଲକାନଗିରି - ୦୪/୦୪ମାଲକାନଗିରି ଜିଲ୍ଲାର କାଲିମେଳା ତହସିଲରେ ହୋଇଥିବା ଜମି ପଟ୍ଟା ଦୁର୍ନୀତିକୁ ପର୍ଦାଫାସ କରିବା ପରେ ସମାଜସେବୀ ଶରତ ଚନ୍ଦ୍ର ବୁରୁଦାଙ୍କୁ ହତ୍ୟା ଧମକ ମିଳିଛି ବୋଲି ଅଭିଯୋଗ କରିଛନ୍ତି।ଏ ନେଇ…