fbpx
Browsing Category

Top Stories

କରୋନା ପ୍ରଭାବ: କେନ୍ଦ୍ରାପଡାରେ ଯାତ୍ରା ବନ୍ଦ

କେନ୍ଦ୍ରାପଡା,୧୫ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ପ୍ରଭାବରେ କେନ୍ଦ୍ରାପଡାରେ…

ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ୨ ମୃତ ଓ ଜଣେ ଆହତ

କନ୍ଧମାଳ, ୧୫ା୩(ଓଡ଼ିଶା ଭାସ୍କର): କନ୍ଧମାଳ ତୁମୁଡ଼ିବନ୍ଧ ବ୍ଳକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ରାସ୍ତାରେ ସଡ଼କ ଦୁର୍ଘଟଣା ହୋଇଛି । ସେଠାରେ ଏକ ବାଇକକୁ ଆମ୍ବୁଲାନ୍ସ ଧକ୍କା ଦେଇଥିବା…

ହାତର ୪ ଆଙ୍ଗୁଳି କାଟିଦେଲେ ରୋଗୀ

ବ୍ରହ୍ମପୁର, ୧୫ା୩(ଓଡ଼ିଶା ଭାସ୍କର): ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ରୋଗୀ ନିଜ ବାମ ହାତର ୪ଟି ଆଙ୍ଗୁଳିକୁ କାଟି ଦେଇଛନ୍ତି । କିନ୍ତୁ ସେ ଏପରି କାହିଁକି କରିଛନ୍ତି ଏପର୍ଯ୍ୟନ୍ତ…

ସ୍ପେନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୫ ।୩: ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାରି ମଧ୍ୟରେ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ…

କରୋନା ଭାଇରସଠାରୁ ଦୂରରେ ରହିବାକୁ ଏହି ୧୦ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୧୩୭ ଟି ଦେଶରେ ୫,୭୬୪ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ଏପର୍ୟ୍ୟନ୍ତ ୧୦୫ ଜଣ କରୋନା ଜୀବାଣୁରେ ପୀଡିତ ଅଛନ୍ତି ।…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି

ନୂଆଦିଲ୍ଲୀ,୧୫ ।୩: ଭାରତରେ କରୋନା ଭାଇରସ୍ ବହୁ ତୀବ୍ରରେ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୦୮ ଜଣ କରୋନା ଭୂତାଣୁରେ ପୀଡିତ ଅଛନ୍ତି । ସେଥିମଧ୍ୟରୁ ୧୧ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ଦୁଇ ଜଣଙ୍କର…

ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି, ପୂଜା କରିବା ବେଳେ ସେବାୟତମାନେ ପିନ୍ଧିବେ ମାସ୍କ୍

ପୁରୀ, ୧୫ା୩(ଓଡ଼ିଶା ଭାସ୍କର): ପୁରୀରେ ଛତିଶା ନିଯୋଗ ବୈଠକରେ କରୋନା ସତର୍କତାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ପୁରୀ ଆସୁଥିବା ଭକ୍ତଙ୍କ ଉପରେ ଏଣିକି ନଜର ରଖାଯିବ । ଦର୍ଶନାର୍ଥୀଙ୍କ ପାଇଁ ଅରୁଣସ୍ତମ୍ଭ ଓ…

କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ ନିଷ୍ପତ୍ତି

ଗଞ୍ଜାମ, ୧୫ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେହି ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ନାଚ ଉପରେ କଟକଣା ଜାରି ହୋଇଛି । ତାରାତାରିଣୀ ଯାତ୍ରାକୁ ନେଇ…

ଏନକାଉଣ୍ଟରରେ ୪ଆତଙ୍କବାଦୀ ନିହତ

ଜାମ୍ମୁକାଶ୍ମୀର, ୧୫ା୩: ଜାମ୍ମୁକାଶ୍ମୀର ସ୍ଥିତ ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଳା । ଯାହାଫଳରେ ଏନକାଉଣ୍ଟରେ ଚାରି ଆତଙ୍କବାଦୀ ଟଳିଥିବା ସୂଚନା ମିଳିଛି । ଲସ୍କର ଓ ହିଜିବୁଲର…

ଅଚାନକ୍ ନାଚିବାରେ ଲାଗିଲେ ନାଗ-ନାଗୁଣୀ, ଭାଇରାଲ ଭିଡିଓ

କାହାଣୀରେ ସାପ ନୃତ୍ୟ କରନ୍ତି ବୋଲି ତ ସମସ୍ତେ ଶୁଣିଥିବେ । କିନ୍ତୁ ବହୁତ କମ ଲୋକ ସାପମାନଙ୍କ ନୃତ୍ୟ ଦେଖିଥିବେ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରେମୀ ଯୁଗଳ ସାପ…