Browsing Category
Top Stories
ବାଲେଶ୍ୱରର ବିଭିନ୍ନ ବେଳାଭୂମିର ସ୍ଥିତି ସମୀକ୍ଷା କଲେ ୫ଟି ସଚିବ
ବାଲେଶ୍ୱର, ୧୦ା୨(ଓଡ଼ିଶା ଭାସ୍କର): ବାଲେଶ୍ୱରର ପର୍ଯ୍ୟଟନ ସ୍ଥଳୀ ତାଳସୀର ଓ ଉଦୟପୁର ବେଳାଭୂମିର ସ୍ଥିତି ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ।ତାଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୂର୍ତ୍ତ…
ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ବିଜାପୁର,୧୦ ।୨: ଛତିଶଗଡ ବିଜାପୁର ଜିଲ୍ଲାର ଇରାପାଲ୍ଲୀରେ କୋବ୍ରା ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ହୋଇଛି । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହୋଇଛି । କିନ୍ତୁ ମାଓବାଦୀଙ୍କ ଗୁଳିରେ ୨ ଯବାନ…
JVM(P) to formally merge with BJP on February 17
Jharkhand, 10/2: JVM(P) expelled its MLA, Pradip Yadav, from the party's primary membership days after he met Congress leaders Sonia Gandhi and Rahul Gandhi in New Delhi. The…
ଶପଥ ନେଲେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ
କଟକ, ୭ା୨(ଓଡ଼ିଶା ଭାସ୍କର): ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ । ତାଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୁ ପଣ୍ଡା । ସଞ୍ଜୀବ ପାଣିଗ୍ରାହୀଙ୍କ ଶପଥ ପରେ…
ଗଞ୍ଜାମ ବସ୍ ପୋଡି ଘଟଣାରେ ୪ ଇଞ୍ଜିନିୟର ନିଲମ୍ବିତ
ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ଗଞ୍ଜାମ ବସରେ ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ୪ ଇଞ୍ଜିନିୟର । ଦାୟିତ୍ୱରେ ଅବହେଳା ପାଇଁ ୪ ଜଣ ଇଞ୍ଜିନିୟରଙ୍କୁ ନିଲମ୍ବିତ କରିଛନ୍ତି ସରକାର ।…
BJP will form government in Delhi: Kapil Mishra
New Delhi, 10/2: Despite all the exit poll showing the clean majority for Aam Aadmi Party, BJP leader Kapil Mishra is confident that, Bharatiya Janata Party will form government in…
୩ ଶିକ୍ଷକଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ
ଭବାନୀପାଟଣା,୧୦ ।୨(ଓଡିଶା ଭାସ୍କର): କଳାହାଣ୍ଡିର ଭବାନୀଭାଟଣାକୁ ଆଜି ଅଚାନକ୍ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଠିକ୍ ସମୟରେ ସ୍କୁଲ ଆସିନଥିବାରୁ ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍…
ସାହିନବାଗକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ, ୧୦ା୨(ଓଡ଼ିଶା ଭାସ୍କର): ଦିଲ୍ଲୀ ସ୍ଥିତ ସାହିନବାଗକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ୍ ଲଗାଇବାକୁ ମନାକରିଛନ୍ତି ସୁପ୍ରିମକୋର୍ଟ । ସର୍ବସାଧାରଣ ସ୍ଥାନରେ…
Joaquin Phoenix wins Oscar for Joker , Parasite best movie
LA, 10/2: Veteran actor Joaquin Phoenix wins Oscar award for his enigmatic acting in the movie Joker. Similarly, the Parasite movie is adjudged as the best movie for the year 2019.…
ଏସସି ଓ ଏସଟି ସଂଶୋଧନ ଆଇନ ସୁପ୍ରିମକୋର୍ଟରେ କାଏମ
ନୂଆଦିଲ୍ଲୀ, ୧୦ା୨: ଏସସି ଓ ଏସଟି ସଂଶୋଧନ ଆଇନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସଂଶୋଧନ ଆଇନର ବୈଧତାକୁ ନେଇ ହୋଇଥିବା ଆବେଦନ ଖାରଜ ହୋଇଥିବା ସୂଚନା…