fbpx
Browsing Category

Top Stories

ସେୟାର ବଜାରରେ କରୋନା ଭାଇରସ ପ୍ରଭାବ!

ନୂଆଦିଲ୍ଲୀ, ୨୭ା୧:ଭାରତୀୟ ସେୟାର ବଜାରରେ କରୋନା ଭାଇରସ ଭୟର ପ୍ରଭାବ ପଡ଼ିଛି ବୋଲି ସୂଚନା ରହିଛି । ବିଏସଇ ସୂଚକାଙ୍କ ୪୫୮ ପଏଣ୍ଟ ଓ ନିଫଟି ୧୨୯ ପଏଣ୍ଟ ଖସିଥିବା ଜଣାପଡ଼ିଛି । ବିଏସଇ ସୂଚକାଙ୍କ ୪୧.୧୫୫ ପଏଣ୍ଟରେ…

ଆସନ୍ତାକାଲି ବସିବ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ନବୀନ ନିବାସରେ ଆସନ୍ତାକାଲି ବସିବାକୁ ଯାଉଛି ବିଜେଡି ସଂସଦୀୟ ଦଳ ବୈଠକ । ବଜେଟ୍ ଅଧିବେଶନରେ ବିଜେଡି ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା ହେବ । ଏଥିପାଇଁ ଦଳୀୟ…

ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା, ୧୧୦ ଲୋକଙ୍କୁ ନେଇ ଭରିଥିଲା ଉଡାଣ

ଆଫଗାନିସ୍ତାନ,୨୭ ।୧: ଆଫଗାନିସ୍ତାନ ଗଜନୀର ଡେହ ୟାକରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆଜି ଦ୍ୱିପହର ୧ଟା ୩୦ ମିନିଟରେ ହୋଇଥିଲା ଏହି ବିମାନ ଦୁର୍ଘଟଣା । ଯେଉଁ ସ୍ଥାନରେ ବିମାନ ଦୁର୍ଘଟଣା…

୪ମାସରେ ଦେଢ଼ କୋଟିର ଧଳା ଜହର ଜବତ: ପୋଲିସ କମିଶନର

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ବ୍ରାଉନସୁଗାର, ଗଞ୍ଜେଇ ଚୋରାଚାଲାଣ ହେଉଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର ।…

୧୨ରେ ଓଡିଶା ଆସୁଛନ୍ତି ଅମିତ ଅମିତ ଶାହା

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଆସନ୍ତା ଫେବ୍ରୁଆରି ୧୨ରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱରର ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପାଇଁ ଆସୁଛନ୍ତି ଅମିତ । ଏହା ସହ ସେ…

ଟ୍ରାଇ ରିପୋର୍ଟ ଅନୁସାରେ ଜିଓ ହୋଇଛି ଦେଶର ନମ୍ବର ୱାନ ଅପରେଟର

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): ରିଲାଏନ୍ସ ଜିଓର ଚାହିଦା ଦିନକୁ ଦିନ ବଜାରରେ ବଢ଼ିବାରେ ଲାଗିଛି । ଟ୍ରାଇ ରିପୋର୍ଟ ଅନୁସାରେ ଜିଓ ହୋଇଛି ଦେଶର ନମ୍ବର ୱାନ ଅପରେଟର । ଦେଶର ସର୍ବାଧିକ ମୋବାଇଲ ଉପଭୋକ୍ତାଙ୍କ ସହ…

ଅଗ୍ରାଧିକାର ମଧ୍ୟରେ ଖୁବଶୀଘ୍ର ହେବ ଆବେଦନର ଶୁଣାଣି : ସିଜେଆଇ

ନୂଆଦିଲ୍ଲୀ,୨୭ ।୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀମାନେ ଫାଶୀଦଣ୍ଡାଦେଶକୁ ଘୁଞ୍ଚାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ରାଜକ୍ଷମା ଆବେଦନ ଖାରଜ ହେବା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦୋଷୀ…

‘କରୋନା’ ଭାଇରସକୁ ନେଇ କଣ କହିଲେ ସ୍ୱାସ୍ଥ୍ୟ ସଚିବ ?

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଚୀନରେ ବ୍ୟାପୁଥିବା କରୋନା ଭାଇରସ୍ ପାଇଁ ସାରା ବିଶ୍ୱ ଚିନ୍ତିତ । କରୋନ ଭାଇରସରେ ମୁମ୍ବାଇର ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ପରେ ଓଡିଶା ସର୍ତକ ହୋଇଯାଇଛି । ଏନେଇ ଆୟୋଜିତ ଏକ…

ଦୁର୍ଘଟଣାରେ ୨ମୃତ, ଟାୟାର ଜାଳି ରାସ୍ତାରୋକ

କଟକ, ୨୭ା୧(ଓଡ଼ିଶା ଭାସ୍କର): କଟକ ଜଗତପୁର ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ପୀରବଜାର ନିକଟରେ ଦୁର୍ଘଟଣା ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଟ୍ରକ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ…

କରୋନା ଭାଇରସକୁ ନେଇ ରାଜ୍ୟ ସରକାରଙ୍କ ସତର୍କତା

ଭୁବନେଶ୍ୱର, ୨୭ା୧(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ବିଭାଗ ଏନେଇ ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ…