
Browsing Category
Top Stories
ଦେଶରେ କମୁଛି ସଂକ୍ରମଣ, କିନ୍ତୁ ବଢୁଛି ମୃତ୍ୟୁ ସଂଖ୍ୟା: ଜାଣନ୍ତୁ ପ୍ରକୃତ କାରଣ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ, ସକ୍ରଂମଣର ମାମଲା ହ୍ରାସ ପାଇଲେ ବି ମୃତ୍ୟୁ ସଂଖ୍ୟା କିଛି ଦିନ ପର୍ଯ୍ୟନ୍ତ ଅଧିକ ରହିପାରିବ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୩୧ ହଜାର ପାର
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୩୧ ହଜାର ୧୨୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୫୫ ଲକ୍ଷ ୪୦…
ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ ଜିଲ୍ଲାପାଳଙ୍କୁ କ’ଣ ନିର୍ଦ୍ଦେଶ ଦେଲେ SRC ?
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୪ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ଲଘୁଚାପ। ତେବେ ବାତ୍ୟା ଉତ୍ତର…
ଓଡ଼ିଶାରେ ଅସହ୍ୟ ତାତି: ୪୦ ଡିଗ୍ରୀ ଉପରେ ୧୦ ସହର
ଭୁବନେଶ୍ବର(ଓଡ଼ିଶା ଭାସ୍କର) : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ରାଜ୍ୟବାସୀ…
କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଲାଗିବ ଟିକା: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ଟିକାକରଣ ଏବେ ୩ ମାସ ପରେ ହେବ । କରୋନା ଟିକାକରଣ ମାମଲାରେ ବିଶେଷଜ୍ଞ ଟିମ କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦିଆଯାଇଛି , ଯାହାକୁ…
ବଡ ଖବର: ମେ’ ୨୦ରୁ ୨୭ ଯାଏଁ ହାଇକୋର୍ଟ ସଟଡାଉନ୍
କଟକ(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ମେ’ ୨୦ରୁ ୨୭ ତାରିଖ ଯାଏଁ ହାଇକୋର୍ଟ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଓ କିଛି ଷ୍ଟାଫ୍ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ।…
ଭୁବନେଶ୍ୱରରୁ ଆଜି ୯୨୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୯୨୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
ଡ୍ରାଇଭ ଇନ୍ ଓ ଘରେ ଯାଇ ଟିକାକରଣକୁ ମନା କଲେ ସରକାର
ଭୁବନେଶ୍ୱର(ଓଡିଶା ଭାସ୍କର): ଡ୍ରାଇଭ ଇନ୍ ଓ ଘରେ ପହଞ୍ଚି ଟିକାକରଣକୁ ଆଜି ମନା କରିଛନ୍ତି ସରକାର । ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ…
କରୋନା କାଳରେ ଜନସେବାରେ ବ୍ରତୀ ୨ ବଲିଉଡ୍ ଅଭିନେତ୍ରୀ
ମୁମ୍ବାଇ: କରୋନା ମହାମାରୀ କାଳରେ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବେସରକାରୀ ସଂସ୍ଥା ଆଗେଇ ଆସୁଛନ୍ତି । ବ୍ୟକ୍ତିଗତ ଭାବେ ଅନେକେ ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି । ଏଭଳି ସନ୍ଧିକ୍ଷଣରେ ଦେଶର…
ଖୁସି ଖବର : ଓଡ଼ିଶାରେ ଆଜି ୧୦,୦୩୬ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୦୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…