CHARIDHAM
Browsing Category

Top Stories

କରୋନା କାଳରେ ଜନସେବାରେ ବ୍ରତୀ ୨ ବଲିଉଡ୍ ଅଭିନେତ୍ରୀ

ମୁମ୍ବାଇ: କରୋନା ମହାମାରୀ କାଳରେ ଲୋକଙ୍କ ସହାୟତା ପାଇଁ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବେସରକାରୀ ସଂସ୍ଥା ଆଗେଇ ଆସୁଛନ୍ତି । ବ୍ୟକ୍ତିଗତ ଭାବେ ଅନେକେ ମଧ୍ୟ ସହଯୋଗର ହାତ ବଢ଼ାଉଛନ୍ତି । ଏଭଳି ସନ୍ଧିକ୍ଷଣରେ ଦେଶର…

ଖୁସି ଖବର : ଓଡ଼ିଶାରେ ଆଜି ୧୦,୦୩୬ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୦୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ସିଙ୍ଗାପୁର ଷ୍ଟ୍ରେନ୍ କୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ଥମିବାର ନାଁ ନେଉନି ରାଜନୀତିକ ବିବାଦ । ରାଜନେତାଙ୍କ କଥା କଟାକଟି ଲାଗି ରହିଛି । କୌଣସି ନା କୌଣସି ଘଟଣାକୁ ନେଇ ପରସ୍ପର ବାକ୍ ଯୁଦ୍ଧ ଲାଗିରହୁଥିବା ଦେଖିବାକୁ ମିଳୁଛି । ଠିକ୍…

ଜମ୍ମୁ-କଶ୍ମୀରରେ ଭୂ-କମ୍ପ, ଲୋକେ ଘରୁ ଦୌଡ଼ିଲେ

ଶ୍ରୀନଗର: ମହାମାରୀ କରୋନାରେ ଦେଶ କଲବଲ ହେଉଥିବାବେଳେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ସମସ୍ୟାକୁ ବହୁଗୁଣ କରିପକାଉଛି । କେଉଁଠି ଝଡ଼ବାତ୍ୟା ତ ଆଉ କେଉଁଠି ହିମସ୍ଖଳନ ଓ ଭୂ-କମ୍ପ । ଏଭଳି ଗୋଟିଏ ପରେ ଗୋଟିଏ…

ମୋଦୀ ପରଖିଲେ ‘ତାଉକ୍ତେ’ ପରର ପରିସ୍ଥିତି

ଭାବନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଜରାଟ ଏବଂ ଡିୟୁ ଗସ୍ତ କରିଛନ୍ତି । ଆରବ ସାଗରରୁ ସୃଷ୍ଟି ହୋଇଥିବା ବାତ୍ୟା ‘ତାଉକ୍ତେ’ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମେତ ବାତ୍ୟା ପରର ପରିସ୍ଥିତି ସମୀକ୍ଷା…

ପତି କିଏ ଅସ୍ପଷ୍ଟ! ୫୦ ବର୍ଷ ବୟସରେ ମାଆ ହେଲେ ବ୍ରିଟିଶ ମଡେଲ

ୱାଶିଂଟନ, ୧୯ା୫: ମହିଳାଙ୍କର ସ୍ୱାମୀ କିଏ ତାହା ଅସ୍ପଷ୍ଟ । ତଥାପି ୫୦ ବର୍ଷ ବୟସରେ ମହିଳା ଜଣକ ମାତୃତ୍ୱର ଅଧିକାରୀଣୀ ହୋଇଛନ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ସତ । ବ୍ରିଟିଶ ମଡେଲ ନାଓମି କ୍ୟାମ୍ପବେଲ୍ ନିଜର…

ଓଡ଼ିଶାରୁ ଟଳିନି ବାତ୍ୟା ଭୟ, ଘନଉଛି ଏକ ଝଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀରେ ଲୋକେ କଲବଲ ହେଉଥିବାବେଳେ ପୁଣି ଏକ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ସୃଷ୍ଟି ହୋଇଛି । ଆରବ ସାଗରରୁ ବାତ୍ୟା ତଉକ୍ତେ ଭୀଷଣ ରୂପ ନେଇ ଗୁଜରାଟ ଓ ମହାରାଷ୍ଟ୍ରର ସ୍ଥିତି…

ପୁରୀ ପୋଲିସର ବର୍ବରତା, ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ(ଓଡ଼ିଶା ଭାସ୍କର): ଲୋକଙ୍କୁ ସୁରକ୍ଷା ଦେବାକୁ ପୋଲିସ୍ ଅଛି! କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଖାକି ପୋଷାକରେ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରୁଛି ପୋଲିସ୍ । ଏଭଳି ବାରମ୍ବାର ଘଟୁଛି । ଯେତେ…

ଜୁନ୍ ପ୍ରଥମ ସପ୍ତାହରେ କମିବ କୋଭିଡ୍ ସଂକ୍ରମଣ, ଆଗାମୀ ୧୦ ଦିନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ତେବେ ରାଜ୍ୟର ବର୍ତ୍ତମାନର କୋଭିଡ୍ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର । ସେ କହିଛନ୍ତି…

ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା, ଚିଠି ଲେଖିଲେ ଏସିଏସ୍

ଭୁବନେଶ୍ୱର, ୧୯ା୫ (ଓଡିଶା ଭାସ୍କର): ଏଣିକି ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ କରୋନା ଟିକା । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦ୍ଦେଶ…