Browsing Category

Top Stories

ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ଦାବିକୁ ଖାରଜ କଲେ ସୁପ୍ରିମ କୋର୍ଟ

ମୁମ୍ବାଇ ୦୫ । ୦୫ (ଓଡ଼ିଶା ଭାସ୍କର) : ମହାରାଷ୍ଟ୍ରରେ ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ମରାଠାମାନଙ୍କ ପାଇଁ ୧୬ ପ୍ରତିଶତ ସଂରଣକ୍ଷ ବ୍ୟବସ୍ଥା ଲାଗି…

ଅକ୍ସିଜେନ ଯୋଗାଣରେ ବିଫଳ ହୋଇଥିବା ଅଧିକାରୀଙ୍କୁ ଜେଲରେ ରଖନ୍ତୁ, କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ଅମ୍ଳଜାନ ସଙ୍କଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟରେ କ୍ରମାଗତ ଭାବରେ ଶୁଣାଣି ହେଉଥିଲା…

ଲକଡାଉନ୍ ପୂର୍ବରୁ ବଢ଼ିଲା ମଦ ବେପାର: ୮୦ କୋଟିର ମଦ ଦୁଇଦିନରେ ଶେଷ

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଲାଗୁ କରିଥିଲେ । ତେବେ ଲକଡାଉନ ପୂର୍ବରୁ ରାଜ୍ୟବାସୀ ବିଭିନ୍ନ ସାମଗ୍ରୀ…

ଦୁଇକ ପଣିକିଆ ପାଇଁ ଭାଙ୍ଗିଲା ବାହାଘର, ମୁର୍ଖସହ ବିବାହ କରିବାକୁ ମନା କଲା କନ୍ୟା

ଉତ୍ତରପ୍ରଦେଶ ୦୫ । ୦୫ (ଓଡ଼ିଶା ଭାସ୍କର) : ଲୋକେ ଏବେ ନିଜ ପିଲାଙ୍କର ବିବାହ ପାଇଁ ଉତ୍ତମ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପୁଅ ଓ ଝିଅ ଖୋଜୁଛନ୍ତି । ହେଲେ ଜଣେ ମହିଳାଙ୍କ ସ୍ୱାମୀ ଦୁଇକ ପଣିକିଆ କହିନପାରିବରୁ ମହିଳା…

ମମତାଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୫ା୫: ଆଜି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟପାଳ…

ଆସନ୍ତା ୧୦ରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, ଲକଡାଉନ୍ ନେଇ ହୋଇପାରେ ନିଷ୍ପତ୍ତି

ବେଙ୍ଗାଲୁରୁ, ୫ା୫: ରାଜ୍ୟରେ ସାପ୍ତାହିକ କର୍ଫ୍ୟୁ ବଳବତ୍ତର ରହିଥିଲେ ହେଁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କର୍ଣ୍ଣାଟକ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ କରିପାରନ୍ତି । ତେବେ ଆସନ୍ତା ୧୨…

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଚିନ୍ତାରେ ବିସିସିଆଇ, ୟୁଏଇରେ ହୋଇପାରେ ମ୍ୟାଚ !

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନା ମହାମାରୀ ଯୋଗୁ ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଛି । ଆଇପିଏଲ ଖେଳାଳିମାନେ ସଂକ୍ରମିତ ହେବା ପରେ…

ଲକଡାଉନ ବଢ଼ାଇଲା ମହିଳାଙ୍କ ମଦ ନିଶା: ବୋତଲ ପିଛା ୩୦ ଟଙ୍କା ନେଇ ଦଲାଲ୍ ହେଉଛନ୍ତି ମାଲାମାଲ୍

ଭୁବନେଶ୍ୱର, ୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଭୟାଭୟ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ । ଏହି ୧୪ ଦିନିଆ ଲକଡାଉନ ଆରମ୍ଭ ପୂର୍ବରୁ…