Browsing Category

Top Stories

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ- ଫେସବୁକ୍ ଛାଡ, ନହେଲେ ଚାକିରି

ନୂଆଦିଲ୍ଲୀ,୧୬ ।୭: ମୋବାଇଲରୁ ଡାଟା ଚୋରୀ ହେଉଥିବା କାରଣରୁ ଭାରତୀୟ ସେନାକୁ ୮୯ଟି ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବହୁ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯେପରିରିକି ଫେସବୁକ୍, ଇନଷ୍ଟାଗ୍ରାମ, ପବଜି ଭଳି…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ

ରାଜସ୍ଥାନ, ୧୬ା୭: ରାଜସ୍ଥାନର ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଜି ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ସହ ୧୮ଜଣ ବିଦ୍ରୋହୀ ବିଧାୟକ ମଧ୍ୟ…

ଭିଜିଲାନ୍ସ ଜାଲରେ କନେଷ୍ଟବଳ

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ପୋଲିସ ସେବା ଭବନରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ସେଠାରେ ଜଣେ କନେଷ୍ଟବଳଙ୍କୁ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ । ପ୍ରୋଭିଡେଣ୍ଟ ଫଣ୍ଡ କରେଇଦେବା…

କରୋନା ରୋଗୀର ୧.୫ କୋଟିର ବିଲ୍ ଛାଡ, ଟିକେଟ୍ ଦେଇ କହିଲେ-‘ଭାରତ ପଳା’

କରୋନା ସଙ୍କଟ ସମୟରେ ମାନବିକତା ଦେଖାଇଲା ଦୁବାଇର ଏକ ମେଡିକାଲ । ଦୁବାଇର ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ତେଲେଙ୍ଗାନାର କରୋନା ରୋଗୀର ୧ କୋଟି ୫୨ ଲକ୍ଷ ଟଙ୍କାର ବିଲ ଛାଡ କରିବା ସହ ମାଗଣା ଟିକେଟ ଓ ୧୦ ହଜାର…

ବାର୍ ହତ୍ୟାକାଣ୍ଡରେ ୬ଜଣ ଗିରଫ

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବାଇପାସ ନିକଟସ୍ଥ ଏକ ବାରରେ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଜି ୬ଜଣଙ୍କୁ ଗିରଫ କରିଛି ପୋଲିସ । ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି…

ଭିସିରେ ହେବ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକ

ଭୁବନେଶ୍ୱର,୧୬ ।୭(ଓଡିଶା ଭାସ୍କର): କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିଡିଓ କନଫରେନ୍ସିଂରେ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହେବ । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଚାହିଁଲେ ଜିଲ୍ଲା ଓ ବ୍ଲକ…

କରୋନା ଭାଙ୍ଗିଲା ସମସ୍ତ ରେକର୍ଡ: ଗୋଟିଏ ଦିନରେ ୩୨ ହଜାର ପଜିଟିଭ୍, ୬୦୬ ଲୋକଙ୍କ ମୃତ୍ୟୁ

ଦେଶରେ କରୋନା ମାମଲା ଅଧିକ ତୀବ୍ର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମସ୍ତ ରେକର୍ଡ ଭାଙ୍ଗି ୩୨ ହଜାର ୬୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୬୦୬ ଜଣ ଲୋକଙ୍କର ପ୍ରାଣ ନେଇଛି କରୋନା…

ରାଜ୍ୟରେ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୬ ।୭(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨…

ବଡ ଖବର: ରାଜ୍ୟରେ ଆଜି ପୁଣି ୪୯୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୬ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୪୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟାଇନରୁ…

କରୋନା ଆକ୍ରାନ୍ତଙ୍କୁ ଦିଆଗଲା ପ୍ରଥମ ପ୍ଲାଜ୍‌ମା ଥେରାପି

ଭୁବନେଶ୍ୱର, ୧୬/୭(ଓଡ଼ିଶା ଭାସ୍କର): କରୋନା ଆକ୍ରାନ୍ତଙ୍କୁ ଆଜି  ପ୍ରଥମ ପ୍ଲାଜ୍‌ମା ଥେରାପି ଦିଆଯାଇଥିବା ନେଇ ସୂଚନା ମିଳିଛି। ଅଶ୍ବିନୀ କୋଭିଡ ହସ୍ପିଟାଲରେ ୪୮ ବର୍ଷୀୟ ରୋଗୀଙ୍କୁ  ଏହି ଥେରାପି ଦିଆଯାଇଛି। ଗତକାଲି…