Browsing Category

Top Stories

ଜାଗର ପାଇଁ ଆସିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଆସନ୍ତା ୧୧ ତାରିଖରେ ପଡ଼ୁଛି ମହାଶିବରାତ୍ରୀ । ଏହି ଅବସରରେ ଜାଗର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣା ଜାରି କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)…

ଖାଦ୍ୟରେ ନିଶା ଦେଇ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ

ନୂଆଦିଲ୍ଲୀ, ୯ା୩: ରାଜସ୍ଥାନର ଧୌଲପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି । ବେହୋସ ଅବସ୍ଥାରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ…

ରୋଷେଇ ଘରେ ନବଦମ୍ପତ୍ତି: ପତିଦେବଙ୍କ ପାଇଁ ସ୍ପେଶାଲ ଡିସ୍ ପ୍ରସ୍ତୁତ କଲେ ଅର୍ଚ୍ଚିତା

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ବିବାହ ପରେ ପ୍ରଥମ ଥର ପାଇଁ ସାମନାକୁ ଆସିଛନ୍ତି ଦୁଇ ତାରକା ଦମ୍ପତ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ରାଜସ୍ଥାନରୁ ବିବାହ କରି ଫେରୁ ଫେରୁ ଅର୍ଚ୍ଚିତା ରୋଷେଇ ଘରେ ପାଦ ରଖିଛନ୍ତି ।…

ଆଇଆଇଟି-ଜେଇଇ ମେନ ରେଜଲ୍ଟ: ଓଡ଼ିଶା ଟପ୍ପର ହେଲେ ଗୌତମ

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ୯୯.୯ ସ୍କୋର କରି ଗୌତମ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଥିବା ଏହି ରେଜଲ୍ଟ…

ଦେଶରେ ୨୪ ଘଣ୍ଟାରେ ୭୭ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୯ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୯୩୦କୁ ବୃଦ୍ଧି…

ଆଜି ଦାୟିତ୍ୱ ନେବେ ନୂଆ ପୋଲିସ କମିଶନର

ଭୁବନେଶ୍ୱର, ୯ା୩ (ଓଡିଶା ଭାସ୍କର): ଦ୍ୱୈତ ନଗରୀର ନୂଆ ପୋଲିସ କମିଶନର ଆଜି ଦାୟିତ୍ୱ ନେବେ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ସିପି ଭାବେ ନିଯୁକ୍ତି ଦିଆଯାଇଛି । ସୌମେନ୍ଦ୍ର…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼, ୯ା୩ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା…

କୋଲକାତାରେ ଭୟାବହ ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୯ା୩: କୋଲକାତାର ନୂଆ କୋଇଲାଘାଟ ରେଳ କାର୍ଯ୍ୟାୟରେ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଅଗ୍ନିଶମ କର୍ମଚାରୀ ଓ ୨ ଆରପିଏଫ ଯବାନ ରହିଛନ୍ତି । ଜଣେ ପୋଲିସ ଏଏସଆଇ ଓ ଅନ୍ୟ ୨ ଜଣ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୧୧ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୯ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୧୧ ହଜାର ୫୫୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୭୭ ଲକ୍ଷ…