Browsing Category

Top Stories

ସାମାନ୍ୟ କମିଛି ତାତି ! ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହର

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବାରୁ ତାତିର ପ୍ରଭାବ ସାମାନ୍ୟ କମିଛି । ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ୪୧ ଡିଗ୍ରି ତାପମାତ୍ରା ସହ ଟିଟଲାଗଡ଼ ରାଜ୍ୟର…

‘ଟ୍ରିପଲ ମ୍ୟୁଟାଣ୍ଟ‘ ଭୂତାଣୁ କ’ଣ? ଯାହାକୁ ନେଇ ସତର୍କ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର):ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଣ୍ଟ କରୋନା ଭୂତାଣୁ । ପୂର୍ବରୁ ମହାରାଷ୍ଟ୍ରରେ ବ୍ୟାପିଥିବା ଡବଲ୍ ମ୍ୟୁଟାଣ୍ଟଠାରୁ ଏହା ଅଧିକ ସଂକ୍ରାମକ । ଏହା…

ପଶ୍ଚିମବଙ୍ଗରେ ମାଡିଚାଲିଛି ଟ୍ରିପଲ ମ୍ୟୁଟାଣ୍ଟ, ଫେରନ୍ତାଙ୍କ ପାଇଁ ୧୪ ଦିନ କ୍ୱାରେଣ୍ଟାଇନ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୨୨ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆଜି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ…

ଚିନ୍ତା ବଢ଼ାଉଛି କରୋନା: ଭୁବନେଶ୍ୱରରୁ ଆଜି ପୁଣି ୫୯୦ ପଜିଟିଭ ଚିହ୍ନଟ,୧୩୯ ସୁସ୍ଥ

ଭୁବନେଶ୍ୱର,୨୨।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ୫୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ…

ପତଞ୍ଜଳି ଯୋଗପୀଠରେ ପଶିଲା କରୋନା: ୮୩ ପଜିଟିଭ୍‌, ବାବା ରାମଦେବଙ୍କର ହୋଇପାରେ ଟେଷ୍ଟ

ହରିଦ୍ୱାର,୨୨ ।୪: ଉତ୍ତରାଖଣ୍ଡରେ କରୋନାର ଦ୍ୱିତୀୟ ଲହରୀ ବଢି ବଢି ଚାଲିଛି । ଏବେ କରୋନା ପତଞ୍ଜଳି ଯୋଗପୀଠରେ ବି ପ୍ରବେଶ କରିଛି । ହରିଦ୍ୱାର ସ୍ଥିତ ପତଞ୍ଜଳିରେ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ…

କୋଭିଡ ହସ୍ପିଟାଲର ହେଲ୍ପଲାଇନ ନମ୍ବର ଜାରି କଲା ବିଏମସି

ଭୁବନେଶ୍ୱର,୨୨/୦୪: ରାଜଧାନୀ ଭୁବନେଶ୍ୱରରେ ଥିବା ୩ଟି ଜୋନର ୬୭ ୱାର୍ଡ ପାଇଁ ୩୯ ଟି ରାପିଡ ରେସ୍ପନ୍ସ ଟିମ ଗଠନ କରାଯାଇଛି । ଏହି ଟିମ ଘରକୁ ଘର ଯାଇ  କୋଭିଡ -୧୯ର ସଂକ୍ରମଣ ଯାଞ୍ଚ କରୁଛନ୍ତି । ତେବେ ଆଜି ବିଏମସି…

ଅକ୍ସିଜେନ ପାଇଁ ଆଗକୁ ଆସିଲା ଦେଶର କର୍ପୋରେଟ ଜଗତ , ଟାଟା ରିଲାଏନ୍ସ ପରେ ଏବେ ଏହି କଂପାନୀ କଲା ଅକ୍ସିଜେନ ନିର୍ମାଣରେ ସହଯୋଗ

ନୂଆ ଦିଲ୍ଲୀ,୨୨/୦୪: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଅନେକ ରାଜ୍ୟରେ ମେଡିକାଲରେ ଅକ୍ସିଜେନର ଅଭାବ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଦେଶର କର୍ପୋରେଟ ଜଗତ ଅକ୍ସିଜେନର ଅଭାବ…

କେନ୍ଦୁପତ୍ର ବ୍ୟବସାୟୀଙ୍କ ବିରୋଧରେ ତେଜିଲେ ଲାଲ ବାହିନୀ

ମାଲକାନଗିରି , 22/4: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତ ମୁଖ୍ୟ ରାସ୍ତାର ପାର୍ଶ୍ଵରେ ଲାଗିଛି ଲାଲ୍ ରଙ୍ଗର ମାଓ ବ୍ୟାନର । ବ୍ୟାନର ରେ ଘୋରୋଇ କେନ୍ଦୁପତ୍ର ବ୍ୟବସାୟୀଙ୍କୁ…