Browsing Category
Top Stories
ଖଇରପୁଟକୁ ରାସ୍ତା, ଦେଖନ୍ତୁ ଭିଡ଼ିଓ
https://www.youtube.com/watch?v=Dbv7eTeQOtc
ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ।
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର) ବାଇ-ଲ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।ଏହି ଟ୍ୱିଟ୍ ରେ ସେ କହିଛନ୍ତି ଯେ ଓଡିଶାର ସଂସ୍କୃତି, ଭାବନାକୁ ଗୁରୁତ୍ୱ ଦିଅନ୍ତି ମୋଦୀ ସରକାର ।…
ଚାକିରିଆ ଓ ଜନପ୍ରତିନିଧି ଦେବେ ବାର୍ଷିକ ଆୟ ବିବରଣୀ ।
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର) : ଚାକିରିଆ ଓ ଜନପ୍ରତିନିଧି ମାନେ ନିଜର ବାର୍ଷିକ ଆୟ ବିବରଣୀ ଦେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସମସ୍ତେ ଜାଣିବା ଭଳି…
ବିବାହ ପୂର୍ବରୁ କନ୍ୟାର ମା’ ସହ ଫେରାର ହୋଇଗଲେ ବରର ପିତା
ପ୍ରେମ ଅନ୍ଧ ବୋଲି କୁହାଯାଏ, କିନ୍ତୁ କେତେ ଅନ୍ଧ ତାହା କହିବା କଷ୍ଟ । ପ୍ରେମ କେବଳ ଯେ ଯୌବନରେ ମିଳିବ, ତାହା ଜରୁରୀ ନୁହେଁ । ତାହା ଆପଣଙ୍କୁ ବାର୍ଦ୍ଧକ୍ୟରେ ମଧ୍ୟ ହୋଇପାରେ । ଏପରି ଏକ ଘଟଣା ଗୁଜୁରାଟର ସୁରତ…
ଜବରଦଖଲ ଉଚ୍ଛେଦ ,ଦେଖନ୍ତୁ ଭିଡ଼ିଓ
https://www.youtube.com/watch?v=Yg-jL-bfv0U&feature=youtu.be
ଯେବେ କାଶ୍ମୀରରେ କଳାବରଫ ପଡିବ ତେବେ ମୁଁ ବିଜେପିରେ ଯୋଗ ଦେବି
ନୂଆଦିଲ୍ଲୀ, ୧୨ା୨ (ଓଡିଶା ଭାସ୍କର) :ରାଜ୍ୟସଭା ସଂସଦରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ସରିବା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ । ଏହାପରେ…
କଟାମୁଣ୍ଡ ମାମଲା : ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର) ଭୁବନେଶ୍ୱର ଅନ୍ଧାରୁଆରେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ଘଟଣା ରେ ୨ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ଭୁବନେଶ୍ବର ଜିଲ୍ଲା…
ରାତାରାତି ୪ ଭିକାରି ହେଲେ ଲକ୍ଷପତି, ଜାଣନ୍ତୁ କିପରି?
କାହା ଭାଗ୍ୟରେ କେତେବେଳେ ଧନପ୍ରାପ୍ତିର ଯୋଗ ରହିଛି, ତାହା କେହି କହିପାରିବେ ନାହିଁ । ସେହିପରି ଫ୍ରାନ୍ସର ଲଟେରି ସଂଚାଳକ ଏଫ୍ଡିଜେ କହିଛନ୍ତି, ଭିକରେ ମିଳିଥିବା ଲଟେରି ଟିକେଟ ୪ ଭିକାରିଙ୍କୁ ରାତାରାତି ଲକ୍ଷପତି…
ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା
ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଚାଷୀ ମାନଙ୍କୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯାଇଛି ।ଡିବିଟି ମାଧ୍ୟମରେ କାଳିଆ ସହାୟତା ପ୍ରଦାନ କଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର…