Browsing Category
Top Stories
୪୮ ଘଣ୍ଟାରେ ଚାଷୀଙ୍କୁ ମିଳୁଛି ଟଙ୍କା
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ଧାନ କ୍ରୟ ପ୍ରକ୍ରିୟାକୁ ସ୍ୱଂୟଚାଳିତ କରିବାରେ ଦେଶରେ ପ୍ରଥମ ହୋଇଛି ଓଡିଶା । ଏନେଇ ଟ୍ୱିଟ କରି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏଏସପି…
ଏହି ସହରରେ ଲାଗିଲା ୩୬ ଘଣ୍ଟିଆ କର୍ଫ୍ୟୁ, ଜାଣନ୍ତୁ କେଉଁଠି?
ମୁମ୍ବାଇ,୧୯ । ୨: ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ନିଦ ହଜାଇଛି କରୋନା ଭାଇରସ୍ । ରାଜ୍ୟରେ ଲଗାତାର…
ଏଣିକି ଅନଲାଇନରେ EWS ଆଡମିଶନ
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ଏଣିକି ଅନଲାଇନ ଜରିଆରେ EWS ପିଲାମାନେ ସ୍କୁଲରେ ଆଡମିଶନ କରିପାରିବେ । ଆର୍ଥିକ ଅନଗ୍ରସର ବର୍ଗ ପିଲାମାନେ ଅନଲାଇନରେ ଆଡମିଶନ କରିବେ । ନିର୍ଦ୍ଦିଷ୍ଟ ପୋର୍ଟାଲରେ ଆବେଦନ ସହ…
Earthquake hits Uttarakhand’s Pithoragarh
Uttarakhand, 19/2: A minor Earthquake measuring 4.0 on the Ritcher scale has hit the Pithoragarh district of Uttarakhand.
The earthquake occurred at 4.38 pm in the bordering…
କାଲି ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବିଧାନସଭାରେ ଦେଖିବାକୁ ମିଳିଛି ବିରୋଧୀଙ୍କ ଜୋରଦାର ହଙ୍ଗାମା । ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଆସନ୍ତାକାଲି…
ବଡ ଭାଇ ନାଁରେ ସେନାରେ ସାନ ଭାଇର ଚାକିରି
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବଡ ଭାଇ ନାଁରେ ସେନାରେ ଚାକିରି କରିଥିବା ସାନ ଭାଇ ଧରାପଡିଛି । ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି ଖାରବେଳ ନଗର ପୋଲିସ । ଫେକ୍ ଡକ୍ୟୁମେଣ୍ଟ ଦେଇ ଚାକିରି କରିବା ଅଭିଯୋଗରେ ସାନ…
କଳା ସାରଙ୍କ କାରନାମା: ଲକ-ଡାଉନରେ କରିଦେଲେ ଖେଳ
କଟକ,୧୯ ।୨(ଓଡିଶା ଭାସ୍କର): ରସିକିଆ କଳା ସାରଙ୍କ କାରନାମାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ପୃକ୍ତ ଶିକ୍ଷକ ଜଣେ କି ୨ଜଣ ନୁହେଁ, ବରଂ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।…
ସାବଧାନ୍! ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆସନ୍ତାକାଲି ଯାଏଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୧ଟି ଜିଲ୍ଲାଗୁଡିକ…
କୋଟିଆ ପରେ କାଶୀନଗରରେ ଚାଲିଛି ଆନ୍ଧ୍ରର ରାସ୍ତା ନିର୍ମାଣ
ଗଜପତି,୧୯ ।୨(ଓଡିଶା ଭାସ୍କର): କୋଟିଆ ପରେ ଏବେ ଗଜପତି କାଶୀନଗର ବ୍ଲକର ୬ ମାଇଲରେ ଦାଦାଗିରି ଚଳାଇଛି ଆନ୍ଧ୍ର । ଆନ୍ଧ୍ରର ଆଳତି ଗାଁ ନିକଟରେ ଓଡିଶା ସୀମାରେ ଚାଲିଛି ରାସ୍ତା ନିର୍ମାଣ । ରାସ୍ତା ନିର୍ମାଣ କାମ ବନ୍ଦ…
ପୁଣି ଆସିଲା ହ୍ୱାଟସଆପର ପ୍ରାଇଭେସି ପଲିସି: ମେ ୧୫ ସୁଦ୍ଧା ୟୁଜର କରିବେ ଗ୍ରହଣ
ନୂଆଦିଲ୍ଲୀ, ୧୯ା୨: ସୋସିଆଲ ମେଡ଼ିଆ ଚାଟିଂ ଆପ୍ ହ୍ୱାଟସଆପ ପୁଣି ଥରେ ବିବାଦୀୟ ପ୍ରାଇଭେସି ପଲିସି ଜାରି କରିଛି । ତେବେ ଏହି ପଲିସି ବିଜିନେସ୍ ଆକାଉଣ୍ଟ ପାଇଁ ଜାରି କରାଯାଇଛି । ଆସନ୍ତା ମେ ମାସ ୧୫ ତାରିଖ ସୁଦ୍ଧା…