Browsing Category

Top Stories

କାଲିଠୁ ଖୋଲିବ ଇଂଜିନିୟରିଂ କଲେଜ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର) ଆସନ୍ତା ୧୦ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ  ।  ରାଜ୍ୟର ସମସ୍ତ ଇଂଜିନିୟରିଂ, ଆଇଟିଆଇ, ପଲିଟେକନିକ କଲେଜ ଆସନ୍ତାକାଲି ଖୋଲିବ  । ସମସ୍ତ ପ୍ରଫେସନାଲ କୋର୍ସ…

ଏ ବର୍ଷ ହେବନି ଖଣ୍ଡଗିରି ମେଳା

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କରୋନା  ମହାମାରୀ କୁ ଦୃଷ୍ଟି ଦେଇ ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି । କେବଳ ପରମ୍ପରା ପାଳନ  ପାଇଁ ବିଏମସି  ନିଷ୍ପତ୍ତି ନେଇଛି । କୋଭିଡ ଗାଇଡ…

ବଡ ଖବର : ୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ଦେଇପାରିବେ ମ୍ୟାଟ୍ରିକ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର):୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ପିଲା ମ୍ୟାଟ୍ରିକ ପରୀକ୍ଷା ଦେଇପାରିବା ନେଇ ସରକାର ଘୋଷଣା କରିଛନ୍ତି । ୨୦୨୧ ମେ…

୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମିଳିଲା ମଞ୍ଜୁରୀ, ଆସନ୍ତା ୨୨ରେ ଉପସ୍ଥାପିତ ହେବ ବିଧାନସଭାରେ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ମନ୍ତ୍ରୀପରିଷଦ…

ଜଳିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଜଳିଯିବା ଦ୍ୱାରା ୩୦ ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବସଟି ଓଡ଼ିଆ ଶ୍ରମିକମାନଙ୍କୁ ନେଇ ବିଶାଖାପାଟଣା ଯାଉଥିବା…

ପାଞ୍ଚ ଶହ ଟଙ୍କା ହେଲା କାଳ: ବ୍ୟବସାୟୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର

ବୈତୁଲ, ୯ା୨: ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଟଙ୍କା ପାଇଁ ହତ୍ୟା କରାଯାଇଛି । ମଜଦୁରୀ ପଇସାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟାନକ ପରିଣତି ଦେଖିବାକୁ ମିଳିଛି । ତେବେ ମୃତଦେହ ଏକ…

ମୂଳପୋଛ ହେବ ମାଓ ସଂଗଠନ: ନୂତନ କ୍ୟାମ୍ପ ନିର୍ମାଣ କଲା ବିଏସଏଫ୍

ଖଇରପୁର, ୯ା୨ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରେ ପ୍ରତିଷ୍ଠା କରାଯାଇଛି ବିଏସଏଫର ଏକ କ୍ୟାମ୍ପ । ଜିଲ୍ଲାର ମୁଦୁଲିପଡ଼ାରେ ମାଓ ସଂଗଠନକୁ ମୂଳପୋଛ କରିବା ଉଦ୍ଦେଶ୍ୟରେ ଏହି କ୍ୟାମ୍ପ ନିର୍ମାଣ…