Browsing Category

Top Stories

କଳାହାଣ୍ଡିରେ ଓଲଟିଲା ବସ୍, ୪୦ ଆହତ

କଳାହାଣ୍ଡି,୧୩ ।୧୨(ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଆମପାଣିର ବଡକେନ୍ଦୁଗୁଡା ନିକଟରେ ଘଟିଛି ବଡ ଅଘଟଣ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୪୦ରୁ ଅଧିକ ଯାତ୍ରୀ ଆହତ…

ଆଉ ବୁଢ଼ା ହେବେନି ମଣିଷ: ବୈଜ୍ଞାନିକଙ୍କ ସଫଳ ପରୀକ୍ଷଣ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଆଜିକାଲି ଯୁଗରେ ମଣିଷ ବିଜ୍ଞାନ ସାହାଯ୍ୟରେ ବହୁ ଅସମ୍ଭବ କାର୍ଯ୍ୟକୁ ସମ୍ଭଵରେ ପରିଣତ କରି ପାରିଛି । ଚନ୍ଦ୍ର ପୃଷ୍ଠରେ ବି ପାଦ ଥାପିବା ସହ ଅନେକ କ୍ଷେତ୍ରରେ ଅନେକ ସଫଳତା ପାଇଛି ମଣିଷ । କିନ୍ତୁ ମୃତ୍ୟୁକୁ ଜୟ…

ଭୁବନେଶ୍ୱରରୁ ଆଜି ପୁଣି ୪୧ ପଜିଟିଭ, ୨୬ ସୁସ୍ଥ

ଭୁବନେଶ୍ୱର,୧୩ ।୧୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୪୧ କରୋନା…

ବେବୀ ଡଲ୍ ହେବା ଚକ୍କରରେ ବିଗିଡିଗଲା ପୁରା ଚେହେରା

ବେବୀ ଡଲ୍ ହେବା ଚକ୍କରରେ ଜଣେ ମହିଳା ନିଜ ଓଠକୁ ୪ ଗୁଣା ବଡ ସାରିଛନ୍ତି । ବୁଗ୍ଲେରିୟାର ଏଣ୍ଡ୍ରିୟା ଇବାନୋବେ ନାମକ ଏହି ମହିଳା ନିଜ ଓଠରେ ୧୭ ଏସିଡ୍ ଇଞ୍ଜେକ୍ସନ ମଧ୍ୟ ଲଗାଇଛନ୍ତି । ଏତିକିରେ ଶାନ୍ତ ନ ହୋଇ ସେ ପୁଣି…

କାଲି ଚାଷୀଙ୍କ ଅନଶନ

ନୂଆଦିଲ୍ଲୀ,୧୩ ।୧୨: ଦେଶରେ ଲାଗୁ ହୋଇଥିବା କୃଷି ଆଇନ ପ୍ରତ୍ୟାହାର ଦାବିରେ କାଲି କରିବେ ଆନ୍ଦୋଳନରତ ଚାଷୀ । ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏ ଚାଷୀମାନେ ଅନଶନ କରିବେ । ସବୁ ଜିଲ୍ଲାର ସଦର ମହକୁମାରେ ଧାରଣା ଦେବେ…

ଆଜି ରାତି ୧୨ଟା ୩୦ରୁ ୨୪ ଘଣ୍ଟିଆ ହେବ RTGS ସେବା, ଏବେ ସବୁ ବେଳେ କରି ପାରିବେ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ, ୧୩ା୧୨:  ଅନ୍‌ଲାଇନ୍‌ ମନି ଟ୍ରାନ୍ସଫର ସେବା ଆରମ୍ଭ ନେଇ RBI ର ବଡ ଘୋଷଣା। ଏଣିକି ବର୍ଷର ସବୁଦିନ ସବୁ ସମୟରେ ମିଳିବ ଏହି ମନି ଟ୍ରାନ୍ସଫର ସେବା । ପୂର୍ବରୁ କେବଳ କାର୍ଯ୍ୟ ଦିବସରେ ସକାଳ ୭ରୁ ସଂଧ୍ୟା…

‘raees’ଅଭିନେତ୍ରୀ ମାହିରା ଖାନ୍ କରୋନା ପଜିଟିଭ୍

ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ମାହିରା ଏବେ ଆଇସୋଲେସନରେ ରହିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ ମାହିରା…

ନକଲି ପରୀକ୍ଷାର୍ଥୀଙ୍କୁ ରୋକିବା ପାଇଁ ଓପିଏସସିର ଡିଜିଟାଲାଇଜେସନ ପଦ୍ଧତି

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ତରଫରୁ ଏକ ନୂଆ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଖୁବଶୀଘ୍ର ଓପିଏସସି ଡିଜିଟାଲାଇଜେସନ ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯାଉଛି । ଏନେଇ ଓପିଏସସିର…

ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କୋରୋନା ପଜିଟିଭ୍

ନୂଆଦିଲ୍ଲୀ,13/12: ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା କୋରୋନା ପଜିଟିଭ୍‌ ଚିହ୍ନଟ । କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ବିଟ୍‌ କଲେ ନଡ୍ଡା । ଗତ କିଛି ଦିନରେ ସଂସ୍ପର୍ଶରେ ଆସିଥିବା…

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ସବୁକିଛି ବଦଳେଇ ଦେଇଛି । କାହାକୁ ଅଧିକ କାମ ପ୍ରେସର ଅଛି ତ ଆଉ କାହା ପାଖରେ ଚାକିରିଟିଏ ନାହିଁ । ଫଳରେ ଲୋକମାନେ ଅଧିକ ଚାପରେ ରହିବାକୁ ଲାଗିଛନ୍ତି । ଯଦି ଆପଣ ବି ଏହି ଚାପରେ ରହିଛନ୍ତି, ତେବେ ଆପଣାନ୍ତୁ…