Browsing Category
Top Stories
ପଞ୍ଚମହାଭୂତରେ ବିଲୀନ ହେଲା ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର
ପାରଳାଖେମୁଣ୍ଡି, ୧୦ା୧(ଓଡ଼ିଶା ଭାସ୍କର): ପଞ୍ଚମହାଭୂତରେ ବିଲୀନ ହୋଇଛି ମହାରାଜା ଗୋପୀନାଥଙ୍କ ପାର୍ଥିବ ଶରୀର । ପାରଳାଖେମୁଣ୍ଡିରେ ମାହାରାଜା ଗୋପୀନାଥ ଗଜପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେଠାରେ ବାଚସ୍ପତି ଓ…
କଙ୍କଡାହାଡ ଏଏସଆଇ ନିଲମ୍ବିତ
ଢେଙ୍କାନାଳ,୧୦ ।୧(ଓଡିଶା ଭାସ୍କର): ଢେଙ୍କାନାଳ କଙ୍କଡାହାଡ ଥାନା ଏଏସଆଇ ଯଶୋବନ୍ତ ପୃଷ୍ଟି ନିଲମ୍ବିତ ହୋଇଛନ୍ତି । ଅଭିଯୋଗକାରୀଙ୍କ ଏତଲା ନରଖିବାରୁ ଯଶୋବନ୍ତଙ୍କୁ ନିଲମ୍ବନ କରିଛନ୍ତି ଏସପି ।
ବ୍ୟାଟିଂ କରିବ ଭାରତ
ପୁଣେ, ୧୦ା୧: ପୁଣେରେ ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଶ୍ରୀଲଙ୍କା ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି । ଦ୍ୱିତୀୟ ମ୍ୟାଚ ଜିତି ୧-୦ରେ ଆଗୁଆ ରହିଛି ଭାରତ । ବର୍ଷା ଯୋଗୁଁ ପ୍ରଥମ…
ନବୀନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର,୧୦ ।୧(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସଚେତନତା ରାଲି କରିଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟା । ଏହି ରାଲିରେ କେନ୍ଦ୍ରମନ୍ତ୍ରୀ ବାବୁଲ ମୁଖ୍ୟମନ୍ତ୍ରୀ ନବୀନ…
ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁଇ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି…
ବଳତ୍କାରୀ ବାପାକୁ ମିଳିଲା ଫାଶୀଦଣ୍ଡ
ଗୁଜୁରାଟ,୧୦ ।୧: କାମନା ଆଗରେ ନିଜ ଝିଅକୁ ବଳି ପକାଇଲା ପିତା । ଏନେଇ ଗୁଜୁରାଟର ସୁରତରେ ଓଡିଆ ବ୍ୟକ୍ତିକୁ ମିଳିଲା ଫାଶୀଦଣ୍ଡ । ଓଡିଆ ବ୍ୟକ୍ତି ଟୁକୁନା ଓରଫ ବୁଧିଆ ଦାସକୁ ଫାଶୀଦଣ୍ଡ ଶୁଣାଇଲେ ସୁରତ ଜିଲ୍ଲା କୋର୍ଟ ।…
ସର୍ବସାଧାରଣଙ୍କ ପାଇଁ ୫ଦିନ ଖୋଲିବ ଲୋକସେବା ଭବନ ଉଦ୍ୟାନ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାନୁଆରିରେ ୫ଦିନ ସର୍ବସାଧାରଣଙ୍କ ପାଇଁ ଲୋକସେବା ଭବନ ଉଦ୍ୟାନ ଖୋଲିବ । ଅପରାହ୍ନ ୩ଟାରୁ ୫ଟା ୩୦ଯାଏଁ ସର୍ବସାଧାରଣଙ୍କ ପାଇଁ ଏହା ଖୋଲା ରହିବ । ଜାନୁଆରି ୧୧,୧୨,୧୯,୨୫ ଓ ୨୬ରେ…
ହୋସଲା ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାତୀୟ ହୋସଲା ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା କରାଯାଇଛି । ସେମାନଙ୍କୁ କଳିଙ୍ଗ ଷ୍ଟାଡ଼ିଅମରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ମାର୍ଚ୍ଚ ୩୦କୁ ଘୁଞ୍ଚିଲା ବଂଶଧାରା ଶୁଣାଣି
ନୂଆଦିଲ୍ଲୀ, ୧୦ା୧: ବଂଶଧାରା ଟ୍ରିବ୍ୟୁନାଲରେ ଆନ୍ଧ୍ର-ଓଡ଼ିଶା ଜଳ ବିବାଦକୁ ନେଇ ମାମଲା ହୋଇଥିଲା । ସୁପ୍ରିମକୋର୍ଟରେ ଏହି ମାମଲା ବିଚାରଧୀନ ଥିବାରୁ ମାର୍ଚ୍ଚ ୩୦କୁ ଏହି ଶୁଣାଣି ଘୁଞ୍ଚିଛି । ସୁପ୍ରିମକୋର୍ଟରେ…
ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଯବାନ ସହିଦ
ଜମ୍ମୁ,୧୦ ।୧: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନର ଗୁଳିମାଡରେ ୨ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ପୁଞ୍ଛ…