Browsing Category

Top Stories

କରୋନା ଭାଇରସ୍: ହଜାରେ ଟପିଲା ଦେଶରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ, ୨୯ା୪: କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରଭାବ ବିଶ୍ୱରେ ପଡ଼ିଥିବା ବେଳେ ସେଥିରୁ ବାଦ ପଡ଼ିନାହିଁ ଭାରତ । ବର୍ତ୍ତମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୦୦୦କୁ…

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ:ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ I ରାଜ୍ୟର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ବାତ୍ୟାର ନାଁ କଣ ?

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ଫାଇଲିନ ,ହୁଡଡୁଡ ଫନି । ଏସବୁ ବତ୍ୟାର ନାଁ ଆମେ ଅଗରୁ ଶୁଣିଛେ । ପାଣିପାଗ ବିଭାଗ ଏହି ବାତ୍ୟା ସୃଷ୍ଟି ହେବାର ବହୁ ପୁର୍ବରୁ ହିଁ ଏହାର ନାମ କରଣ କରିଥାଏ । ଭାରତ ମହାସାଗର…

କରୋନା ମୁକାବିଲା ପାଇଁ ପୁରୁଷଙ୍କୁ ଦିଆଯିବ ମହିଳାଙ୍କ ହର୍ମୋନ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର): କରୋନା ମୁକାବିଲା ପାଇଁ ପୁରୁଷଙ୍କୁ ଦିଆଯିବ ମହିଳାଙ୍କ ହର୍ମୋନ । ଏହା ଦ୍ୱାରା କରୋନା ବ୍ୟାପକତା ଓ ମୃତ୍ୟୁ ହାର ଉପରେ ଅଙ୍କୁଶ ଲାଗିପାରିବ ବୋଲି ସ୍ପଷ୍ଟ କରିଛନ୍ତି ଆମେରିକାର…

ସୀମା ଘଳିଆ ପାଇଁ ରାଜ୍ୟରେ ୯ ଦିନରେ ଡବଲ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ରାଜ୍ୟରେ କାୟା ମେଲାଉଛି କରୋନା । ଗତ ୨୦ ତାରଖ ବେଳକୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ସିମୀତ ଥିଲା । ଲାଗୁଥିଲା ଆକ୍ରାନ୍ତ ବଢ଼ିବେନି ବରଂ ରୋଗୀ ସୁସ୍ଥ ହୋଇ ଘରକୁ…

ରାଜ୍ୟ ସୀମା ସିଲ ପରେବି ପଶି ଆସିଲେ ଶ୍ରମିକ ,ପୋଲିସ ଦ୍ୱାରା ଅଟକ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):କରୋନା ସଂକ୍ରମଣ ରୋକିବା ପାଇଁ ସୀମାସିଲ କରିଛି ଜିଲ୍ଲାପ୍ରଶାସନ। ପ୍ରହରା ଦେଇ ପୋଲିସ ଜଗିଛି ସୀମା। ହେଲେ ବିଭିନ୍ନ ସମୟରେ ବାହାରୁ ଆସୁଥିବା ଶ୍ରମିକ ପଶିଆସି ପୋଲିସ ହାବୁଡ଼ରେ…

ଜଳପଥରେ ଓଡିଶାକୁ ଆସୁଛି ଚୋରା ମଦ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ମୃତ୍ୟୁର କାୟା ମେଲାଇ ବିଶ୍ୱ ପାଇଁ ମହାମାରୀ ସାଜିଥିବା କରୋନା ସଂକ୍ରମଣ ରୋକିବାପାଇଁ ସାରାଦେଶରେ ଲାଗୁହୋଇ ବଳବତ୍ତର ରହିଛି ଲକଡାଉନ। ଏପରିସ୍ଥିତିରେ ଗାଁ ଠୁ ସହର ଦେଶୀ ହେଉକି…

ବ୍ୟକ୍ତିଗତ ସୁରକ୍ଷା ଉପକରଣ ନମିଳିବାରୁ ଉଲଗ୍ନ ହେଲେ ଡାକ୍ତର

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ବ୍ୟକ୍ତିଗତ ସୁରକ୍ଷା ଉପକରଣ ନମିଳିବାରୁ ଉଲଗ୍ନ ହେଲେ ଡାକ୍ତର । ଖାଲି ଉଲଗ୍ନ ହେଲେନି ବରଂ ଉଲଗ୍ନ ହୋଇଥିବା ଫଟୋ ସୋସିଆଲ ମିଡିଆରେ ସେୟାର କଲେ । କିଏ ନିଜ ପ୍ରାଇଭେଟ ପାର୍ଟ କୁ…

ରୋଗୀ ସମ୍ପର୍କିୟଙ୍କୁ ହସ୍ପିଟାଲ ମନା, ପ୍ରିୟଜନଙ୍କୁ ଭିଡିଓ କଲରେ ଦେଖିବେ ସମ୍ପର୍କୀୟ

ଭୁବନେଶ୍ୱର:୨୯ ।୪(ଓଡିଶା ଭାସ୍କାର):ନିଜ ଆପଣାର କିଏ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଲେ ମେଡିକାଲକୁ ସମ୍ପର୍କୀୟଙ୍କ ଧାଡି ଲାଗିଥାଏ । କିଏ ସମାବେଦନା ଜଣାଇବାକୁ ଆସେ ତ ଆଉ କିଏ ସାହାଯ୍ୟର ପ୍ରତିଶୃତି ଦେବାକୁ…

ଜାଣନ୍ତୁ ବିଏମସିର ନିର୍ଦ୍ଦେଶନାମା ଅନୁଯାୟୀ ରାଜଧାନୀରେ କାଲିଠୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): ବିଏମସି ପକ୍ଷରୁ ନୂଆ ଗାଇଡ଼ ଲାଇନ ଜାରି ହୋଇଛି । ଇଲେକଟ୍ରୋନିକ୍ସ ଉପକରଣ ମରାମତି ଓ ସର୍ଭିସ ଦୋକାନ ଖୋଲା ରହିବ । ସେହିପରି ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ…