Browsing Category
Top Stories
ଭାରତୀୟ ବୈଜ୍ଞାନିକଙ୍କୁ ବଡ ସଫଳତା: ପ୍ରଥମଥର ପାଇଁ ମାଇକ୍ରୋସ୍କୋପରେ କଏଦ୍ ହେଲା କରୋନା ଭାଇରସର ଚିତ୍ର
ନୂଆଦିଲ୍ଲୀ,୨୮ ।୩: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଏହାରି ମଧ୍ୟରେ ଭାରତୀୟ ବେଜ୍ଞାନିକମାନଙ୍କୁ ବଡ ସଫଳତା ମିଳିଛି ।…
କରୋନାରେ କାହିଁକିି ହେଉଛି ମୃତ୍ୟୁ ?
କରୋନାରେ କିଭଳି ହେଉଛି ମୃତ୍ୟୁ । ଏବେ ସଭିଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ । ଶରୀରର କେଉଁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅଚଳ କରୁଛି କରୋନା ? ସାରାବିଶ୍ୱରେ ତିନି ମାସ ଧରି ତାଣ୍ଡବ କରୁଥିବା ଏହି ମହାମାରୀ ବାବଦରେ…
କରୋନାକୁ ହରାଇଲେ ୧୦୧ ବର୍ଷୀୟ ବୃଦ୍ଧ
ସାରା ବିଶ୍ୱରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ବୟସ୍କଙ୍କ ଅନୁପାତ ଅଧିକ । ୬୦ ବର୍ଷରୁ ଅଧିକ ବୟସ୍କ ଲୋକେ ବହୁ ଶୀଘ୍ର ଏଥିରେ ଆକ୍ରାନ୍ତ ହେଉଛନ୍ତି ।ଏଭଳି ଅବସ୍ଥାରେ ଇଟାଲୀରୁ ଆସିଥିବା ଏକ ଖବର…
ଜଣଙ୍କଠୁ ୧୧୦୦ ଲୋକଙ୍କୁ ଡେଇଁଲା କରୋନା
ବିଶ୍ୱରେ ଏବେ ମହାମାରୀର ରୂପ ନେଇଛି କରୋନା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀ ଏବେ ବିଶ୍ୱର ୧୯୦ରୁ ଉଦ୍ଧ୍ୱର୍ ଦେଶକୁ ବ୍ୟାପିଲାଣି । ୫ଲକ୍ଷରୁ ଅଧିକ ଲୋକେ ଏବେ ଏହି ମହାମାରୀରେ ଆକ୍ରାନ୍ତ ଥିବା ବେଳେ…
ସୁସ୍ଥ ହେଉଛନ୍ତି ରାଜ୍ୟର ଦ୍ୱିତୀୟ କରୋନା ରୋଗୀ
ଭୁବନେଶ୍ୱର,୨୮ ।୩(ଓଡିଶା ଭାସ୍କର): ରାଜ୍ୟର ଦ୍ୱିତୀୟ କରୋନା ରୋଗୀ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି । ଏନେଇ AIIMS ଡାଇରେକ୍ଟର ସୂଚନା ଦେଇଛନ୍ତି । ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ଡକ୍ଟର ଗୀତାଞ୍ଜଳି…
ବିଧାନସଭା ମେଡ଼ିକାଲ ଅଫିସର ନିଲମ୍ବିତ
ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): ବିଧାନସଭା ମେଡ଼ିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହାସହ ସେ ନିଲମ୍ବନ ଅବଧିରେ…
ଓଡ଼ିଶାକୁ ୧୮୦କୋଟିର କେନ୍ଦ୍ରୀୟ ସହାୟତା
ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ରାଜ୍ୟ । ଏନେଇଏନଡ଼ିଆରଏଫ୍ ଅଧୀନରେ ଓଡ଼ିଶାକୁ ୧୭୯.୬୪ କୋଟିର କେନ୍ଦ୍ରୀୟ ସହାୟତା ମିଳିଥିବା ସୂଚନା ମିଳିଛି । ୨୦୧୮-୧୯ ପାଇଁ…
ଡ୍ରିମ୍ସ କଲେଜ ହେବ ସ୍ୱତନ୍ତ୍ର କରୋନା ହସ୍ପିଟାଲ
କଟକ, ୨୭ା୩(ଓଡ଼ିଶା ଭାସ୍କର): କଟକ ଟାଙ୍ଗୀର ଡ୍ରିମ୍ସ କଲେଜ ସ୍ୱତନ୍ତ୍ର କରୋନା ହସ୍ପିଟାଲ ହେବ ବୋଲି ସୂଚନା ମିଳିଛି । ଏନେଇ ପୁରା କଲେଜ କ୍ୟାମ୍ପସକୁ ପ୍ରଶାସନ ନିଜ ଅଧୀନକୁ ନେଇଛି । ହସ୍ପିଟାଲରେ ୫ଶହ ଶଯ୍ୟା ସହ ୧୦୦…
ଓଡ଼ିଆ ସଂଗଠନକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, ୨୭ା୩(ଓଡ଼ିଶା ଭାସ୍କର): କରୋନା ନେଇ ଦେଶ ଲକ୍ ଡ଼ାଉନ ରହିଛି । ଏନେଇ ରାଜ୍ୟ ବାହାରେ କାମ କରୁଥିବା ଓଡ଼ିଆମାନେ ଫସି ରହିଛନ୍ତିି । ସେ ନିଜ ରାଜ୍ୟକୁ ଓ ଆତ୍ମୀୟସ୍ୱଜନଙ୍କ ପାଖକୁ ଫେରି ଆସିବାକୁ ଚାତୁର ଭଳି…
ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ କରୋନା ପଜିଟିଭ୍
ଲଣ୍ଡନ,୨୭ ।୩: ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ…