Browsing Category
Top Stories
ଏହି ଦିନ ଲାଗିବ ୨୦୨୫ର ପ୍ରଥମ ସୂର୍ଯ୍ୟ ଗ୍ରହଣ, ଘଟିବାକୁ ଯାଉଛି ବଡ଼ ପରିବର୍ତ୍ତନ
ଓଡ଼ିଶା ଭାସ୍କର: ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଖୁବ୍ ଶୀଘ୍ର ଲାଗିବାକୁ ଯାଉଛି । ଧାର୍ମିକ ଦୃଷ୍ଟିରୁ ସୂର୍ଯ୍ୟ ଗ୍ରହଣର ବହୁତ ମହତ୍ୱ ରହିଛି ।
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଆସନ୍ତା ମାର୍ଚ୍ଚ ମାସରେ…
୨୧ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର; ଫେବୃଆରୀ ନ ସରୁଣୁ ଏବେ ତାପମାତ୍ରା ଉପରମୁହାଁ । ଗୋଟିଏ ଦିନ ପରେ ଗୋଟିଏ ସହରର ପାରଦ ୩୪ ଡିଗ୍ରୀ ଡେଇଁବାରେ ଲାଗିଛି। ସୋମବାର ମଧ୍ୟ ୧୧ ସହରର ସର୍ବୋର୍ଚ୍ଚ ତାପମାତ୍ରା ୩୫ ଡିଗ୍ରୀ ଥିଲା। ତେବେ, ଏହାରି…
ଏହି ଅଭ୍ୟାସ କରିଦେବ ଆପଣଙ୍କର ବ୍ରେକଅପ୍, ଆଜିଠୁ ସୁଧୁରି ଯାଆନ୍ତୁ
ଆଜିର ସମୟରେ ଲଭ ବ୍ରେକଅପ୍ ଏକ ସାଧାରଣ କଥା । ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିବା ବହୁ ସମୟରେ ନଜର ଆସୁଛି । ବର୍ତ୍ତମାନ ସମୟରେ କେହି କାହାରି କଥା ଶୁଣିବା, ସହିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରତ୍ୟେକ କଥାରେ ମିଛ…
Breaking: ଶଳା-ଭିଣୋଇଙ୍କୁ ଗୁଳିମାଡ଼, ଜଣଙ୍କ ପେଟରେ ଓ ଅନ୍ୟଜଣଙ୍କ ଜଙ୍ଘରେ ବାଜିଛି ଗୁଳି
ଭୁବନେଶ୍ବର: ଅନୁଗୁଳରେ ଅଭାବନୀୟ ଘଟଣା । କହ୍ନେଇ ନଗରରେ ଶଳା, ଭିଣୋଇଙ୍କୁ ଗୁଳିମାଡ଼ । ଜଣଙ୍କ ପେଟରେ ଓ ଅନ୍ୟଜଣଙ୍କ ୨ ଜଙ୍ଘରେ ବାଜିଛି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ…
ସିଟ୍ କଭର ତିଆରି କାରଖାନାରେ ହଠାତ୍ ଲାଗିଗଲା ନିଆଁ, ବାଥରୁମ୍ ନିକଟରୁ ଉଦ୍ଧାର ହେଲା 2 କର୍ମଚାରୀଙ୍କ ମୃତଦେହ
ନୂଆଦିଲ୍ଲୀ: ପଞ୍ଜାବ ଲୁଧିଆନାର ଧୁରୀ ରେଳ କ୍ରସିଂ ନିକଟରେ ଥିବା ଏକ ସାଇକେଲ ସିଟ୍ କଭର ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ । ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବରେ…
‘ଆମେ ଏହି ମାମଲାରେ କରିପାରିବୁନି ଶୁଣାଣି’, ସୁପ୍ରିମକୋର୍ଟ ମୁଖ୍ୟବିଚାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଦିନ Places of Worship Act ସମ୍ବନ୍ଧୀୟ ସମସ୍ତ ମାମଲାର ଶୁଣାଣି ଏପ୍ରିଲର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚିଫ୍ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ସଞ୍ଜୟ କୁମାରଙ୍କ…
ବଢିଲା ବିଧାୟକଙ୍କ ଏମଏଏଲଏ ପାଣ୍ଠି, ବଜେଟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ବଜେଟ ଉପସ୍ଥାପନା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଢିଲା ବିଧାୟକଙ୍କ ଏମଏଏଲଏ ପାଣ୍ଠି । 5 କୋଟି ଟଙ୍କା ଘୋଷଣା କରିଛନ୍ତି ସରକାର । ପୂର୍ବରୁ 3 କୋଟି ରହିଥିବା ବେଳେ ଏହାକୁ ବର୍ତ୍ତମାନ 5…
ପରୀକ୍ଷା ପାଇଁ ବାକିଥିଲା 20 ମିନିଟ୍, ରାସ୍ତାଜାମ୍ ଥିବାରୁ ଉଡ଼ି ଉଡ଼ି ଗଲେ ଛାତ୍ର
ନୂଆଦିଲ୍ଲୀ: ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଛାତ୍ରର ପରୀକ୍ଷା ଥିଲା ଏବଂ ରାସ୍ତା ଜାମ୍ ଥିବାରୁ କେନ୍ଦ୍ରରେ ପହଞ୍ଚିବାକୁ ବହୁତ ସମୟ ଲାଗିବାର ଥିଲା ।
ଏପରି…
ଏଥର ହୋଲିରେ ଚନ୍ଦ୍ରଗ୍ରହଣ, କରନ୍ତୁନି ଏହି ଭୁଲ, ନଚେତ ପଡ଼ିବ ଖରାପ ପ୍ରଭାବ
ଓଡ଼ିଶା ଭାସ୍କର: ଖରାପ ଉପରେ ଭଲର ବିଜୟକୁ ହୋଲିର ସଂକେତ ବୋଲି ବିବେଚନା କରାଯାଏ। ହେଲେ ଚଳିତ ଥର ରଙ୍ଗର ଉତ୍ସବରେ ଚନ୍ଦ୍ରଗ୍ରହଣ ପଡୁଛି। ଏହା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ।
ଏହି ସମୟରେ ଏଭଳି ଭୁଲ କାର୍ଯ୍ୟଠାରୁ…
Odisha Budget: ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ 30 ହଜାର ଦେବେ ସରକାର
ଭୁବନେଶ୍ବର: ଆର୍ଥିକ ବର୍ଷ 2025-26 ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ତେବେ ଚଳିତ ବର୍ଷ ବଜେଟରେ ଓଡ଼ିଆ ଅସ୍ମିତାକୁ ସ୍ଥାନ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗାମୀ ଆର୍ଥିକ ବର୍ଷ ପାଇଁ ସରକାର…