Browsing Category
Top Stories
କିଛି ଭ୍ୟୁ ପାଇଁ ଜୀବନକୁ ବାଜି…ଟ୍ରେନରେ ଝୁଲି ରିଲ୍ସ କଲେ ଯୁବତୀ, Video ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନର ରିଲ୍ସ ଯୁଗରେ କିଛି ଲାଇକ୍ ଏବଂ ଫଲୋଅର୍ସ ପାଇଁ ଲୋକେ କିଛି ବି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ବେଳେବେଳେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖାଯାଇଥାଏ ଯାହାକି ସମସ୍ତଙ୍କୁ…
ବୁଧବାର ମହାପ୍ରଭୁଙ୍କର ବନକ ଲାଗି ନୀତି, ଏହି ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ
ଭୁବନେଶ୍ବର: ରାତି ପାହିଲେ ଫାଲଗୁନ ଷଷ୍ଠୀ । ଏହି ତିଥିରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ 5 ଘଣ୍ଟା ମହାପ୍ରଭୁଙ୍କର ଦର୍ଶନ ବନ୍ଦ ରହିବ ।
ଏହି ସମୟରେ ଦର୍ଶନ ବନ୍ଦ- ଦ୍ୱିତୀୟ ଭୋଗମଣ୍ଡପ…
ପାଖେଇ ଆସୁଛି ତାରିଖ: ଓଡ଼ିଶା ପୋଷ୍ଟାଲରେ ଚାକିରି ପାଇଁ ଶୀଘ୍ର କରନ୍ତୁ ଆବେଦନ
ଭୁବନେଶ୍ବର: ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ପୋଷ୍ଟାଲ ସର୍କଲ ତରଫରୁ ୧୧୦୧ଟି ପଦ ପୂରଣ ପାଇଁ ପ୍ରକାଶ ପାଇଁ ବିଜ୍ଞପ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରାମୀଣ ଡାକ ସେବକ…
ସିବିଆଇ ରେଡ୍ ପରେ IAS ପଦରୁ ବିଷ୍ଣୁପଦଙ୍କ ଇସ୍ତଫା ! ମୁଖ୍ୟ ଶାସନ ସଚିବଙ୍କୁ ଲେଖିଲେ ଚିଠି
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ପୁଣି ସିବିଆଇ ରେଡ୍ । ବୁଧବାର ସକାଳୁ ୮ ଜଣିଆ ସିବିଆଇ ଟିମ୍ ପହଞ୍ଚି ତଲାସୀ କରିଛି । ବିଷ୍ଣୁପଦଙ୍କ ସରକାରୀ କ୍ଵାର୍ଟର୍ସରେ ସିବିଆଇ ରୁଫ୍ ଆଣ୍ଡ ବ୍ରିଜ୍ ଲାଞ୍ଚ ମାମଲାରେ…
୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ବଡ଼ଧରଣର ଦୁର୍ନୀତି: ମନ୍ତ୍ରୀ ଧରାଇଲେ ଲିଷ୍ଟ
ଭୁବନେଶ୍ୱର:୨୦୨୫-୨୬ ଆର୍ଥିକ ବର୍ଷର ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୫ ବର୍ଷରେ…
ରଣବୀର ଆଲ୍ଲାବାଦିଆଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟଙ୍କ ରୋକ, କିନ୍ତୁ ଶୋ’ କରିବା ଉପରେ…
ନୂଆଦିଲ୍ଲୀ: ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ଶୋ ରେ ଅତିଥି ଆପିୟର୍ନ୍ସ ସମୟରେ ରଣବୀର ଆଲ୍ଲାବାଦିଆ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ସାରା ଭାରତରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏକାଧିକ ଏଫଆଇଆର୍ ସହିତ ଜଡିତ…
୨ ବର୍ଷରେ ଗଲାଣି ୨୦୭ ଦାଦନ ଶ୍ରମିକଙ୍କ ଜୀବନ: ଶ୍ରମମନ୍ତ୍ରୀଙ୍କ ବୟାନ
ଭୁବନେଶ୍ୱର: ଗତ ୨ ବର୍ଷ ମଧ୍ୟରେ ୨୦୭ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବାହାର ରାଜ୍ୟକୁ ଯାଇ ପ୍ରାଣ ହରାଇଛନ୍ତି ୨୦୭ ଦାଦନ । ସେହିପରି ୩ ବର୍ଷରେ ୨୬୨ ଦାନନଙ୍କ ଜୀବନ ଯାଇଛି । ଦାଦନମାନଙ୍କୁ ଫେରାଇ ଆଣିବାକୁ ସରକାର…
ସୁନା-ଅଳଙ୍କାର କିଣିବା ପାଇଁ କରୁଛନ୍ତି କି ପ୍ଲାନ ? ତେବେ ଜାଣନ୍ତୁ ଆଜି କେତେ ବଢ଼ିଲା ରେଟ୍
ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତକାଲି ସୁନାଦର ବୃଦ୍ଧି ହୋଇଥିବା ବେଳେ ଆଜି ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ଟେନସନ୍ ରେ ପକାଇଛି। ସୁନା ଦରର ଲଗାତର ବୃଦ୍ଧି କେବଳ ଗ୍ରାହକଙ୍କୁ ନୁହେ,…
Delta Plane Crash: ସାମ୍ନାକୁ ଆସିଲା ବିମାନ ଦୁର୍ଘଟଣାର ଭୟଙ୍କର Video, ମୃତ୍ୟୁକୁ ଛୁଇଁଦେଇ ଚାଲିଆସିଲେ ୮୦ ଯାତ୍ରୀ
ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କାନାଡାର ଟୋରଣ୍ଟୋରେ ହୋଇଥିବା ବିମାନ ଦୁର୍ଘଟଣାର ଭୟଙ୍କର ଚିତ୍ରଗୁଡ଼ିକ ପ୍ରମାଣ କରୁଛି ଯେ ଏହା କେତେ ଭୟଙ୍କର ଥିଲା। ଡେଲ୍ଟା ଏୟାରଲାଇନ୍ସର ଏକ…
ଝିଅ ବାହାଘର କରିବେ ସରକାର, ଲାଗୁହବ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’
ଭୁବନେଶ୍ୱର: ନାରୀ ସଶକ୍ତିକରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଚଳିତ ବଜେଟରେ ନାରୀଙ୍କୁ ଗୁରୁତ୍ୱ ଦିଆଯାଇଛି ।
ଏଥିପାଇଁ ସରକାର ଖୋଲି ଦେଇଛନ୍ତି ପାଣ୍ଠି । ରାଜ୍ୟ ମହିଳାଙ୍କୁ ସଶକ୍ତିକରଣକୁ…