Browsing Category

Top Stories

ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଜଗତସିଂହପୁର , ୧୫/୮(ଓଡ଼ିଶା ଭାସ୍କର) ଜଗତସିଂହପୁର ବାଲିକୁଦା ଥାନା ନାରଦିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ପିକ୍‌ଅପ ଭ୍ୟାନ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଏନେଇ…

୨ ଛାତ୍ରଙ୍କ ସଲୀଳସମାଧି

ଜଗତସିଂହପୁର,୧୫/୮(ଓଡିଶା ଭାସ୍କର): ରାଜ୍ୟର ସବୁଆଡେ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ଜଗତସିଂହପୁରରୁ ଆସିଛି ଏକ ଦୁଃଖଦ ଘଟଣା। ଟ୍ୟୁସନରୁ ଫେରୁଥିବା ବେଳେ ପୋଖରୀରେ ବୁଡ଼ି ୨ ଛାତ୍ରଙ୍କର ମୃତ୍ୟୁ…

ଓଡ଼ିଶା ଭାସ୍କର ପକ୍ଷରୁ ‘ମା’ ତୁଝେ ସଲାମ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୫ା୮(ଓଡ଼ିଶା ଭାସ୍କର) : ଆଜି ସାରା ଦେଶବ୍ୟାପୀ ପାଳନ ହେଉଛି ୭୪ତମ ସ୍ୱାଧୀନତା ଦିବସ । ଏନେଇ ସାରା ଦେଶ ତଥା ରାଜ୍ୟରେ ଉତ୍ସାହ ଦେଖାଦେଇଛି । କରୋନା ମହାମାରୀ ସତ୍ତେ୍ୱ ସାମାଜିକ ଦୂରତ୍ୱକୁ ବଜାୟ ରଖି ସାରା…

ରାଜ୍ୟରେ ଆଉ ୯ ଜୀବନ ନେଲା କରୋନା

ଭୁବନେଶ୍ୱର, ୧୫।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୪୯୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ ୪,କଟକ ରୁ ୨ ଗଞ୍ଜାମ, ନୟାଗଡ଼, କେଉଁଝରରୁ ଜଣେ  ଲେଖାଏଁ…

ଆଜି ରାଜ୍ୟରୁ ସର୍ବାଧିକ ୨୪୯୬ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ସର୍ବାଧିକ ୨୪୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯୧ ଜଣ ଓ…

ଦିନକରେ ୯୯୬ ପ୍ରାଣ ନେଲା କରୋନା

ନୂଆଦିଲ୍ଲୀ,୧୫ ।୮:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୯ ହଜାର ୦୩୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୯୬ ଜଣ…

ଜଳେଶ୍ୱର ଥାନା ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜି

ବାଲେଶ୍ୱର,୧୫ ।୮(ଓଡିଶା ଭାସ୍କର): ବାଲେଶ୍ୱରରେ ପୋଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲାରେ ଆଜି ଜଳେଶ୍ୱର ଥାନା ଆଇଆଇସି ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଧନେଶ୍ୱରଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ…

ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର, ୧୫ା୮(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହୋଇଛି । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ…

ସ୍ୱାଧୀନତା ଦିବସରେ ନ୍ୟାସନାଲ ଡିଜିଟାଲ ହେଲଥ୍ ମିଶନର ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫ା୮: ଆଜି ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ସେ ନ୍ୟାସନାଲ ଡିଜିଟାଲ ହେଲଥ ମିଶନର ଘୋଷଣା…

ଆଜି ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ,୧୫/୮: ଆଜି ସାରା ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ…