Browsing Category
Top Stories
ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ନେଲାଣି କରୋନା
ନୂଆଦିଲ୍ଲୀ, ୨ା୪: ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୂତାଣୁ ଯୋଗୁଁ ବିଶ୍ୱରେ ପାଖାପାଖି ୫୦ହଜାର ମୁଣ୍ଡ ଗଲାଣି । ସରକାରୀ ହିସାବରେ ୪୭ହଜାର ୧୯୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା…
ଓଡ଼ିଶାରେ ପଞ୍ଚମ କରୋନା ରୋଗୀ ଚିହ୍ନଟ
ଭୁବନେଶ୍ୱର, ୧ ।୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ପଞ୍ଚମ…
ସୁସ୍ଥ ହୋଇ ଘରକୁ ଫେରିଲେ ଓଡ଼ିଶାର ଦ୍ୱିତୀୟ କରୋନା ରୋଗୀ
ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏମସ୍ ହସ୍ପିଟାଲରୁ ଡିସଚାର୍ଯ ହୋଇ ଘରକୁ ଫେରିଛନ୍ତି । ତାଙ୍କୁ ଡିସଚାର୍ଯ…
କରୋନା ଭାଇରସ୍: କେତେଦିନ ପରେ ନିଶ୍ୱାସରେ କଷ୍ଟ ହୁଏ, ଜାଣନ୍ତୁ ସମସ୍ତ ଲକ୍ଷଣ
କରୋନା ଭାଇରସ୍ ଅଧିକ ସାଙ୍ଘାତିକ, କାରଣ ଏହାର ଲକ୍ଷଣକୁ କେହି ସହଜରେ ବୁଝିପାରନ୍ତି ନାହିଁ । କୋଭିଡ୍-୧୯ର ଲକ୍ଷଣ ସାଧାରଣ ଥଣ୍ଡା ସହ ସମାନ । ଯଦି ଆପଣ ରୋଗୀର ଖରାପ ଅବସ୍ଥାକୁ ଅତି ନିକଟରୁ ଦେଖିବା ଆରମ୍ଭ କରନ୍ତି,…
ନିୟମ ନମାନି ନିର୍ବାହୀ ଅଧିକାରୀ ନିଲମ୍ବିତ
ଗଞ୍ଜାମ,୧ ।୪(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି । ଲକ୍-ଡାଉନ୍ ବେଳେ ସାମାଜିକ ଦୂରତା ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ…
କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା
ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀମାନଙ୍କୁ ଟଙ୍କା…
କରୋନା ବିରୋଧରେ ଗୁଜବ ପ୍ରଚାର କଲେ ୧ ବର୍ଷ ଜେଲ୍
କରୋନା ଭାଇରସର ସଂକ୍ରମଣ ଫଳରେ ଦେଶରେ ହାହାକାର ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୫୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ରୋକିବା ପାଇଁ ସରକାର…
ଚତୁର୍ଥ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ଜଣ: ସୁବ୍ରତ ବାଗଚୀ
ଭୁବନେଶ୍ୱର , ୧ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନାକୁ ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧୦ଟି ନମୁନା ପରୀକ୍ଷା ହୋଇଛି । ସେମାନଙ୍କ…
୪ର୍ଥ କରୋନା ରୋଗୀଙ୍କ ଗସ୍ତ ବିବରଣୀ
ଭୁବନେଶ୍ୱର, ୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ୪ର୍ଥ କରୋନା ଆକ୍ରାନ୍ତଙ୍କ ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ଆଜି ଜଣାପଡ଼ିଛି । ୧୮ମାର୍ଚ୍ଚ ରେ ସେ ବିମାନରେ ଦୁବାଇରୁ କୋଲକତା ଆସିଥିଲେ । ସେହିଦିନ କୋଲକାତା ବିମାନବନ୍ଦରରୁ…
କରୋନାରେ ଆଉ ଏକ ହଲିଉଡ୍ ଷ୍ଟାରଙ୍କ ମୃତ୍ୟୁ
କରୋନା ଭାଇରସ୍ ଯୋଗୁଁ ବିଶ୍ୱରେ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହି ଭାଇରସର ମୁକାବିଲା ପାଇଁ ସମଗ୍ର ବିଶ୍ୱ ଚେଷ୍ଟା କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ଉପାୟ ମିଳିପାରିନାହିଁ । ହଲିଉଡର ବହୁ ଅନେକ…