Browsing Category
Top Stories
ସମର୍ଥନ ଦେଉଥିବା ୯ ଏନସିପି ବିଧାୟକଙ୍କୁ ରାଜ୍ୟ ବାହାରକୁ ପଠାଇଲା ବିଜେପି
ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ରରେ ରାଜନୀତିରେ ଆଜି ସକାଳେ ବଡ ହେରାଫେରି ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ…
ପିଲାଙ୍କୁ ଛାଡି ପ୍ରେମିକ ସହ ମାଆ ଫେରାର
କଟକ,୨୩ ।୧୧(ଓଡିଶା ଭାସ୍କର): ରାସ୍ତା କଡରେ ୨ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଛି ମାଆ । ଏଭଳି ଏକ ଅଭାବନୀୟ ଘଟଣା କଟକ ଚାଉଳିଆଗଞ୍ଜରେ ଆଜି ଦେଖିବାକୁ ମିଳିଛି । ଛାଡିଯାଇଥିବା ୮ ବର୍ଷର ଝିଅ ଓ ୪ ବର୍ଷ…
ଶହେ ଛୁଇଁଲା ପିଆଜ ଦର
କଟକ,୨୩ା୧୧(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ପରିବା ବଜାରରେ ସବୁଠାରୁ ମହଙ୍ଗା ଏବେ ପିଆଜ । କଟକରେ ଶହେ ଟଙ୍କା ପିଆଜ ଦର ଟପିଥିବା ସୂଚନା ମିଳିଛି । ୨୪ଘଣ୍ଟାରେ ପିଆଜ ଦର ୨୦ଟଙ୍କା…
ଅଜିତ ପାୱାରଙ୍କ ସହ ଯାଇଥିବା ୮ବିଧାୟକ ମଧ୍ୟରୁ ୫ଜଣ ଫେରିଲେ: ସଞ୍ଜୟ ରାଉତ
ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରେ ମୋଡ଼ ଏବେ ବଦଳିଯାଇଛି । ବିଜେପିକୁ ସମର୍ଥନ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ମହାରାଷ୍ଟ୍ର ରାଜନୀତି ନେଇ ଶିବସେନା ନେତା ସଞ୍ଜୟ ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି…
ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରି ବସ୍
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଇଲେକ୍ଟ୍ରି ବସ୍ ଚଳାଚଳ ପାଇଁ ଚାଲିଛି ବିଡ୍ ପ୍ରକ୍ରିୟା । ଆଜି ପରୀକ୍ଷାମୂଳକ ଭାବେ ରାଜଧାନୀରେ ଗଡିଛି ଇଲେକ୍ଟ୍ରି ବସ୍ । ଜଣେ ବିଡର ୧୦ ଦିନ ପାଇଁ…
ଅଜିତଙ୍କ ନିଷ୍ପତ୍ତି ସମର୍ଥନରେ ଏନସିପି ନାହିଁ: ଶରଦ ପାୱାର
ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରେ ମୋଡ଼ ଏବେ ବଦଳିଯାଇଛି । ବିଜେପିକୁ ସମର୍ଥନ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ଏନେଇ ଶିବସେନା ଓ ଏନସିପି ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ଉଦ୍ଧବ…
ଉତ୍କଳ ବିଶ୍ୱବିଦ୍ୟାଳୟ @ ୭୫, ପ୍ଲାଟିନମ୍ ଜୁବିଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୧୧(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବିଲି ଉତ୍ସବ ପାଳନ ହୋଇଛି । ଏହା ୫ଦିନ ପାଳନ ହେବ ।ଏନେଇ ବାଣୀବିହାର ପରିସର ବେଶ ଜାକଜମକରେ ସଜେଇ ହୋଇଛି ।…
ଆଜିଠୁ ଦୁଇ ଦିନିଆ ରାଜ୍ୟପାଳ ସମ୍ମିଳନୀ
ନୂଆଦିଲ୍ଲୀ,୨୩ା୧୧: ରାଷ୍ଟ୍ରପତି ଭବନରେ ଆଜିଠୁ ରାଜ୍ୟପାଳ ସମ୍ମିଳନୀ ଦୁଇ ଦିନିଆ ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହି ସମ୍ମିଳନୀରେ ୫ଟି ଗ୍ରୁପ ଅଫ୍ ଗଭର୍ଣ୍ଣରସ…
ଅଜିତଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଥିଲା, ଏନସିପିର ନୁହେଁ: ଶରଦ ପାୱାର
ମହାରାଷ୍ଟ୍ର,୨୩ା୧୧: ଆଜି ମହାରାଷ୍ଟ୍ରରେ ମହାନାଟକର ପୂର୍ଣ୍ଣଛେଦ ପଡ଼ିଛି । ସେଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ପଡ଼ନଭିସ । ଏହାସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଜିତ ପାୱାର । ବିଜେପିକୁ…
ମହାରାଷ୍ଟ୍ରରୁ ହଟିଲା ରାଷ୍ଟ୍ରପତି ଶାସନ
ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରୁ ଆଜି ରାଷ୍ଟ୍ରପତି ଶାସନ ହଟିଆ ହୋଇଛି । ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିଛନ୍ତି ରାଷ୍ଟ୍ରପତି । ଗତ ୧୨ତାରିଖରୁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ସେଠାରେ ସରକାର ଗଠନ…