Browsing Category
Top Stories
ଖଣି ଟଙ୍କାରେ ହେବ ପୁରୀର ବିକାଶ
ପୁରୀ,୧୪ ।୧୨(ଓଡିଶା ଭାସ୍କର): ପୁରୀକୁ ଐତିହ୍ୟ ସହର କରିବାରେ ଲାଗିପଡିଛନ୍ତିି ରାଜ୍ୟ ସରକାର । ଏଥିରେ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଆଗେଇ ଆସିଛି ଖଣି ଓ ଇସ୍ପାତ ବିଭାଗ । ଇସ୍ପାତ ବିଭାଗ ଦେଇଛି ୬ଟି ଖଣ୍ଡୋଲାଇଟ୍ ଖଣି…
ମୋଦି ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କରି ଦେଇଛନ୍ତି : ରାହୁଲ ଗାନ୍ଧି
ନୂଆଦିଲ୍ଲୀ, ୧୪ା୧୨: ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ କଂଗ୍ରେସ ପକ୍ଷରୁ ଭାରତ ବଞ୍ଚାଅ ରାଲି କରାଯାଇଛି । ସେହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି ରାହୁଲ ଗାନ୍ଧି । କୃଷକ ଓ…
ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପାଇଁ ପ୍ରତି ଘରୁ ଆସିବ ଗୋଟିଏ ଇଟା ଓ ୧୧ ଟଙ୍କା: ଯୋଗୀ
ଲକ୍ଷ୍ନୌ,୧୪ ।୧୨: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର କରିବା ପାଇଁ ପ୍ରତି ପରିବାର ଗୋଟିଏ ଇଟା ଓ ୧୧ଟଙ୍କା ଦେବାକୁ କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଝାରଖଣ୍ଡର ଗିରିଡିହ ନିର୍ବାଚନୀ ରାଲି କରିବା…
ଗଣଦୁଷ୍କର୍ମ ପରେ ହତ୍ୟା!
ନବରଙ୍ଗପୁର, ୧୪ା୧୨(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଆଜି ନବରଙ୍ଗପୁର କୋଷାଗୁମୁଡ଼ାରେ ଏକ ଅଭାବନୀୟ ଦୃଶ୍ୟ…
ଆସାମରେ କର୍ଫ୍ୟୁ କୋହଳ, କିନ୍ତୁ ଇଣ୍ଟରନେଟ୍ ଏବେବି ବନ୍ଦ
ଗୁଆହାଟୀ,୧୪ ।୧୨: ନାଗରିକତା ସଂଶୋଧନ ବିଲ୍ ବିରୋଧରେ ଆସାମ ସମେତ ଦେଶର ବିଭିନ୍ନ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆସାମ, ତ୍ରିପୁରାରେ ସେନା ଛାଉଣି ହୋଇ ରହିବା ସହିତ କର୍ଫ୍ୟୁ ବି ଲାଗୁ ହୋଇଛି ।…
ଫେବୃୟାରୀ ୧ରେ ହେବ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର,୧୪ ।୧୨(ଓଡିଶା ଭାସ୍କର): ପୁଣି ଘୁଞ୍ଚିଲା ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଆସନ୍ତା ଫେବୃୟାରୀ ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଉଭୟ ରାଜ୍ୟ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି…
କୋରାପୁଟ ଗସ୍ତରେ ଯିବେ ପୋଲିସ ଡିଜି
ଜୟପୁର,୧୪ ।୧୨(ଓଡିଶା ଭାସ୍କର): କୋରାପୁଟ ଗସ୍ତରେ ଯିବେ ନବାଗତ ପୋଲିସ ଡିଜି ଅଭୟ କୁମାର । ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ୬ଟି ଜିଲ୍ଲାର ଏସପିଙ୍କ ସହ ସେ ବୈଠକ କରିବେ । ଏନେଇ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ବୈଠକ…
ଦୁର୍ଘଟଣାରେ ପରେ ବଢିଲା ବିପଦ, ପୋଲିସର ସତର୍କତା
ସମ୍ବଲପୁର,୧୪ ।୧୨(ଓଡିଶା ଭାସ୍କର): ସମ୍ବଲପୁରରେ ଟ୍ରକ୍-ଟ୍ୟାଙ୍କର ଧକ୍କା ପରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣାଗ୍ରସ୍ତ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହେବାରେ ଲାଗିଛି । ଏନେଇ ବଡ ଧରଣର ଅଘଟଣର…
ଅମତି ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ
ନୂଆଦିଲ୍ଲୀ, ୧୩ା୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି । ଆସନ୍ତା ରବିବାର ଓ ସୋମବାରର ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ସିଲଂରେ ନର୍ଥ…
ନାଗରିକତା ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ପୋଡ଼ିଲେ ରେଲୱେ ଷ୍ଟେସନ
ପଶ୍ଚିମବଙ୍ଗ, ୧୩ା୧୨: ନାଗରିକତା ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନକାରୀ ପୋଡ଼ାଜଳା କରିଥିବା ସୂଚନା ମିଳିଛି । ମୂର୍ଶିଦାବାଦର ଏକ ରେଲୱେ ଷ୍ଟେସନରେ ନିଆଁ ଲଗାଇଛନ୍ତି…