Browsing Category
Top Stories
ଲିଙ୍ଗରାଜ ପାଇଁ ସରକାରଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମନ୍ଦିର ଚାରିପାଖର ଉନ୍ନତି ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି । ୬୬ ଏକର…
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆରବିଆଇ ଗଭର୍ଣ୍ଣର
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆଜି ଲୋକସେବା ଭବନରେ ପହଞ୍ଚିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶଶିକାନ୍ତ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ଭାବେ ସେଠାରେ ସାକ୍ଷାତ କରିଛନ୍ତି ଶଶିକାନ୍ତ…
ଡିସେମ୍ବର ୧୫ରୁ ତୋଷାଳି ମେଳା
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ଆସନ୍ତା ୧୫ ତାରିଖରୁ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ମେଳା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଛି ଏହି ଜାତୀୟ ହସ୍ତଶିଳ୍ପ ମେଳା ।…
ରାଜ୍ୟରେ ହେବ ୪ଟି ନୂଆ ଫ୍ୟାମିଲି କୋର୍ଟ
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ଫ୍ୟାମିଲି ବା ପରିବାର କୋର୍ଟ । ଅନୁଗୁଳ, ରାୟଗଡ, ବୌଦ୍ଧ ଓ ଜଗତସିଂହପୁରରେ ହେବ ନୂଆ ଫ୍ୟାମିଲି କୋର୍ଟ । ଚଳିତ ଆର୍ଥିକ…
ଅଯୋଧ୍ୟା ମାମଲା: ସମସ୍ତ ପୁନର୍ବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨ ।୧୨: ଅଯୋଧ୍ୟା ବିବାଦ ମାମଲାରେ ସମସ୍ତ ପୁନର୍ବିଚାର ଆବେଦନକୁ ଆଜି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ…
ଆସନ୍ତାକାଲି କୋର୍ଟରେ ହାଜର ହେବେ ନିର୍ଭୟା ଦୋଷୀ, ହୋଇପାରେ ଫାଶୀଦଣ୍ଡ !
ନୂଆଦିଲ୍ଲୀ,୧୨ ।୧୨: ନିର୍ଭୟା ଗଣଦୁଷ୍କର୍ମର ୪ ଅଭିଯୁକ୍ତ ଆସନ୍ତାକାଲି ପଟିଆଲା ହାଉସ କୋର୍ଟରେ ହାଜର ହେବେ । ଦୋଷୀଙ୍କୁ ଭିସି ଜରିଆରେ ହାଜର କରାଯିବ । ନିର୍ଭୟାର ୪ ଦୋଷୀଙ୍କ ଓକିଲ କାଲି ପଟିଆଲା ହାଉସ କୋର୍ଟରେ…
ବାରବାଟୀରେ ହେବ ପିଙ୍କ ବଲ୍ ଟେଷ୍ଟ!
କଟକ,୧୨ ।୧୨(ଓଡିଶା ଭାସ୍କର): କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ । ଦିବାରାତ୍ର ଟେଷ୍ଟ ମ୍ୟାଚ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖିଲା ଓସିଏ ।
ତେବେ ୨୦୨୧ରେ…
ବଜ୍ରକାପ୍ତା ଚୋରା ଚାଲାଣ : ଓଡିଶାରେ ଡବ୍ଲୁସିସିବିର ଟିମ୍
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ବଜ୍ରକାପ୍ତା ଚୋରା ଚାଲାଣ ଘଟଣାରେ ଓଡିଶାରେ ପହଞ୍ଚିଲା ଡବ୍ଲୁସିସିବିର ଟିମ୍ । ବଜ୍ରକାପ୍ତା ଚୋରା ଚାଲାଣ ଉପରେ ତଦନ୍ତ କରିବ ଏହି ୱାଲ୍ଡ ଲାଇଫ୍ କଣ୍ଟୋଲ ବ୍ୟୁରୋର ଟିମ୍ ।…
ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ନିର୍ବାଚନ: ୧ଟା ସୁଦ୍ଧା ୪୫.୧୪% ମତଦାନ
ଝାଡଖଣ୍ଡ,୧୨ ।୧୨: ଝାଡଖଣ୍ଡର ୧୭ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି । ଅପରାହ୍ନ ୧ଟା ସୁଦ୍ଧା ୪୫.୧୪% ମତଦାନ ସରିଛି । ୩୨ ମହିଳାଙ୍କ ସମେତ ନିର୍ବାଚନ ଲଢୁଛନ୍ତି ୩୦୯ ଜଣ ପ୍ରାର୍ଥୀ । ୮ଟି ଜିଲ୍ଲାର…
ଦକ୍ଷିଣ ଓଡିଶାରେ ହେବ ହସ୍ତୀ ଅଭୟାରଣ୍ୟ
ଭୁବନେଶ୍ୱର,୧୨ ।୧୨(ଓଡିଶା ଭାସ୍କର): ହାତୀଙ୍କ ସୁରକ୍ଷା ପାଇଁ ନୂଆ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର ଦକ୍ଷିଣ ଓଡିଶାରେ ହେବାକୁ ଯାଉଛି ହସ୍ତୀ ଅଭୟାରଣ୍ୟ । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟବର୍ତ୍ତୀ ଅଞ୍ଚଳରେ…