CHARIDHAM
Browsing Category

Top Stories

ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ରାୟଗଡା, ୧୮/୮(ଓଡ଼ିଶା ଭାସ୍କର): କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ପ୍ରକାଶ…

କାନବିନ୍ଧା ହେଉଥିଲେ ଆପଣାନ୍ତୁ କିଛି ଘରୋଇ ଉପଚାର

ସମସ୍ତେ ପ୍ରାୟେ କେବେ ନା କେନେ କାନ ବିନ୍ଧାର ଶିକାର ହୋଇଥାନ୍ତି। ଏହି କାନ ବିନ୍ଧା ଅନେକ କାରଣରୁ ହୋଇଥାଏ। କାନରେ ପାଣି ଜମାହେବା କାରଣରୁ ମଇଳା ଜମା ହୋଇଯାଏ। ଏହି କାରଣରୁ ସଂକ୍ରମଣ ସମସ୍ୟା ଓ ଟନ୍ସିଲ୍‌ ବଢିଯାଇ…

ଖୁସି ଖବର: ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୭୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କମିସନରେଟ ପୋଲିସରେ ଅଦଳ ବଦଳ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): କମିସନରେଟ ପୋଲିସରେ ଅଦଳ ବଦଳ ହୋଇଛି । ଅତିରିକ୍ତ ଡ଼ିସିପି, ଇନ୍ସପେକ୍ଟର ଓ ଏସଆଇ ସ୍ତରରେ ଅଦଳ ବଦଳ ହୋଇଛି । ମୋଟ ୨୬ ଜଣ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଅତିରିକ୍ତ ଡ଼ିସିପି…

ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁଶାନ୍ତଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରି…

ଏକାମ୍ର କ୍ଷେତ୍ର ପାଇଁ ବଡ଼ ଯୋଜନା, ଏକସଙ୍ଗେ ୨ଲକ୍ଷ ଲୋକ ଦେଖିବେ ଶିବରାତ୍ରି

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକାମ୍ରକ୍ଷେତ୍ର ଯୋଜନାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ପରିମିତ ଜମି ଉପରେ ଏହି…

ପରଲୋକରେ ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତ

ନୂଆଦିଲ୍ଲୀ, ୧୭ା୮: ବଲିଉଡ଼ ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ଆଜି ପରଲୋକ ଘଟିଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୫୦ବର୍ଷ ବୟସ ହୋଇଥିଲା । ବଲିଉଡ଼ ଫିଲ୍ମ ସହ ବହୁ ମରାଠୀ ଚଳଚ୍ଚିତ୍ରରେ ବି ସେ…