CHARIDHAM
Browsing Category

ଖବର

ଜଣେ ଇନକମ୍ ଟ୍ୟାକ୍ସ ଅଫିସରଙ୍କ ଦରମା କେତେ, ଆପଣ ଜାଣିଲେ ଉଡ଼ିଯିବ ହୋସ୍?

ନୂଆଦିଲ୍ଲୀ: ଚାକିରି ସରକାରୀ ହେଉ କି ବେସରକାରୀ। ଦରମାକୁ ନେଇ ପ୍ରଶ୍ନ ସବୁବେଳେ ସମସ୍ତଙ୍କ ମନରେ ରହିଥାଏ।  ଦେଶରେ ବହୁ ସଂଖ୍ୟାକ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି। ଏହି ଚାକିରିଗୁଡ଼ିକ…

ଭାରତୀୟ ଖେଳାଳିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ICC ଲଗାଇଲା ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି  ICC। ଭାରତୀୟ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଯାଇ ଟି-୨୦ ସିରିଜକୁ ୩-୨ରେ ଜିତିଥିଲା। ଏହା ପରେ ଦଳ ODI ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ଚାରି…

ବେଦାନ୍ତ ଆଲୁମିନିୟମର ଅର୍ଗାନାଇଜେସନ୍ ମେଗା ମଲ୍ଟି-ସ୍ପେଶାଲିଟି ଦ୍ୱାରା କଳାହାଣ୍ଡିରେ ହେଲ୍ଥକ୍ୟାମ୍ପର ଆୟୋଜନ

କଳାହାଣ୍ଡି: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ପ୍ରମୁଖ ସ୍ୱାସ୍ଥ୍ୟସେବା-କେନ୍ଦ୍ରିତ CSR ହସ୍ତକ୍ଷେପ, ପ୍ରୋଜେକ୍ଟ ଆରୋଗ୍ୟ ଅଧୀନରେ ଏକ ମେଗାମଲ୍ଟି-ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର…

୧୩ ହଜାରରୁ ଅଧିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

ମଧ୍ୟପ୍ରଦେଶ: ସରକାରୀ ଶିକ୍ଷକ ପାଇଁ ବାହାରିଲା ନିଯୁକ୍ତି। ହଜାରେ କି ଦୁଇ ହଜାରେ ନୁହେଁ, ଏକାଥରେ ୧୩ ହଜାର ଶିକ୍ଷକ ପାଇଁ ବାହାରିଲା ନିଯୁକ୍ତି।  ଆରମ୍ଭ ହେଲାଣି ଆବେଦନ। ଆପଣ ଯଦି ସରକାରୀ ଶିକ୍ଷକ ଚାକିରି ପାଇଁ…

ବାରମ୍ବାର ଶୋଷ ଲାଗୁଥିଲେ ହୋଇପାରେ ଏହି ବଡ଼ ରୋଗ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ମଧୁମେହ ଏକ ଗମ୍ଭୀର ରୋଗ। ହେଲେ ଯତ୍ନ ନେଲେ ଏହାକୁ କଂଟ୍ରୋଲ କରାଯାଇପାରିବ। ଏବେ ଘରେ ଘରେ ମଧୁମେହ ରୋଗୀ। ଯଦି ଏହାକୁ ସମୟ ମଧ୍ୟରେ ଚିହ୍ନଟ କରାଯାଏ, ତେବେ ଏହାକୁ ଏଡାଯାଇପାରିବ। ପ୍ରି-ଡାଇବେଟିସ୍ ହେଉଛି…

ଜସ୍ ବଟଲରଙ୍କ ବଡ଼ ସଫଳତା, ଟି-୨୦ କ୍ରିକେଟରେ କୋହଲି-ଗେଲଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ: ଇଂଲଣ୍ଡର ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ଏବଂ ଟି-୨୦ ବ୍ଲାଷ୍ଟରେ, ଜୁଲାଇ ୧୭ ତାରିଖରେ ୟର୍କସାୟାର ଦଳ ବିପକ୍ଷରେ ମ୍ୟାଚ୍ ଖେଳି ଜସ୍ ବଟଲର୍ ନିଜ କ୍ୟାରିୟରରେ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଛନ୍ତି।…

କୁକୁରକୁ ଗାଳି ଦେବା ପଡ଼ିଲା ମହଙ୍ଗା, ଯୁବକଙ୍କ ନାକ କାଟିଦେଲେ କୁକୁର ମାଲିକ

ଉତ୍ତରପ୍ରଦେଶ: କୁକୁରକୁ ଗାଳି ଦେବା ବ୍ୟକ୍ତିଙ୍କ ଉପରେ ପଡ଼ିଲା ମହଙ୍ଗା। କୁକୁରର ମାଲିକ ଆସି ନିର୍ଧୁମ ଛେଚିବା ସହ କାଟିଦେଲା ନାକ। ଏପରିକି ପିଡୀତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ନିର୍ଧୁମ ଛେଚିଲେ ଅଭିଯୁକ୍ତ। ତେବେ ଏହି…

ହାଏରେ ବ୍ୟବସ୍ଥା.. ବ୍ୟବଚ୍ଛେଦ ପାଇଁ ନେଲାନି ପୋଲିସ, ଟ୍ରଲିରେ ଝିଅ ଶବକୁ ନେଲା ବାପା

ବାଲେଶ୍ୱର: ଅର୍ଥ ସାଜିଲା ବାଧକ, ଝିଅର ଶବକୁ ଟ୍ରଲିରେ ବୋହିଲେ ବାପା। ଆମ୍ବୁଲାନ୍ସ କରି ବ୍ୟବଚ୍ଛେଦ ପାଇଁ ନେବାକୁ ଟଙ୍କା ନଥିବାରୁ ଟ୍ରଲି ମାଗି ଝିଅର ଶବକୁ ୬ କିଲୋମିଟର ବୋହି ନେଲା ବାପା। ବାଲେଶ୍ୱର ବାଲିଆପାଳରେ…

ଟ୍ରମ୍ପଙ୍କୁ ହେଇଛି ଏହି ବଡ଼ ରୋଗ, ହାତ ଗୋଡ଼ ହୋଇଗଲାଣି ଏମିତି, ଡାକ୍ତର କହିଲେ ଖୁବଶୀଘ୍ର…

ଆମେରିକା: ରାଷ୍ଟ୍ରପତିଙ୍କୁ ହୋଇଛି ବଡ଼ ରୋଗ। ଯାହାକି ଏକ ବିରଳ ରୋଗ ବୋଲି ଡାକ୍ତର କହୁଛନ୍ତି। ଯାହା ଫଳରେ ତାଙ୍କ ଦେହ ଅସୁସ୍ଥ ଆଡକୁ ଗତି କରୁଥିବା ଖବର ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ତେବେ ଆମେରିକା…

ଘର ବାହାରେ ବନ୍ୟାପାଣି, ଗାଁ ଦାଣ୍ଡରେ ବୁଲୁଛି କୁମ୍ଭୀର

କେନ୍ଦ୍ରାପଡ଼ା: ଗାଁ ଦାଣ୍ଡରେ ବୁଲୁଛନ୍ତି କୁମ୍ଭୀର। ଚାରିଆଡେ ବନ୍ୟାପାଣି। ଘରେ ମଧ୍ୟ ବନ୍ୟା ପାଣି ପସିଯାଇଛି। ରାସ୍ତାରେ ବେକେ ଉଚ୍ଚର ପାଣି ବହୁଛି। ବନ୍ୟା ବିଭୀଷିକା ଭିତରେ କେନ୍ଦ୍ରାପଡ଼ାରେ ଲୋକଙ୍କୁ ଘାରିଛି…