Browsing Category
ଖବର
ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର
ରାୟଗଡ଼ା: ସାଧାରଣ ଲୋକଙ୍କୁ ମାଗଣା ସେବା ଯୋଗାଉଛି ବେଦାନ୍ତ ଆଲୁମିନିୟମ୍। ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହିତ ମିଶି…
DPLରେ ନୀତିଶ ରାଣାଙ୍କ ତୋଫାନ, ୪୨ ବଲରେ ଶତକ, ୧୫ଟି ଛକା ମାରି ସୃଷ୍ଟି କଲେ ହଙ୍ଗାମା
ନୂଆଦିଲ୍ଲୀ: ଦିଲ୍ଲୀ ପ୍ରିମିୟର ଲିଗ୍ (DPL) ୨୦୨୫ ଏଲିମିନେଟର ମ୍ୟାଚରେ ଓ୍ୱେଷ୍ଟ ଦିଲ୍ଲୀ ଲାୟନ୍ସ ଅଦିନାୟକ ନୀତିଶ ରାଣାଙ୍କ ପ୍ରଦର୍ଶନ ଧୁଆଁଦାର ଥିଲା। ସେ ସାଉଥ୍ ଦିଲ୍ଲୀ ସୁପରଷ୍ଟାର୍ସ ବିପକ୍ଷରେ ମାତ୍ର ୪୨ ବଲରେ…
ଆରମ୍ଭ ହେବାକୁ ଯାଉଛି Flipkart Big Billion Days, ଶସ୍ତାରେ ମିଳିବ ଏହିସବୁ ସ୍ମାର୍ଟଫୋନ୍
ନୂଆଦିଲ୍ଲୀ: ଲୋକଙ୍କ ପାଇଁ ଖୁସି ଖବର। ଫ୍ଲିପକାର୍ଟରେ ବର୍ଷର ସବୁଠାରୁ ବଡ଼ ବିଗ୍ ବିଲିୟନ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। କମ୍ପାନୀ ଏହାକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି।
ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ…
ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ଖେଳାଳି, ଟି-୨୦ କ୍ରିକେଟରେ କଲେ କମାଲ
ନୂଆଦିଲ୍ଲୀ: ଟ୍ରାଇ ସିରିଜର ପ୍ରଥମ ମ୍ୟାଚ୍ରେ ପାକିସ୍ତାନୀ ଦଳ ଆଫଗାନିସ୍ତାନକୁ ୩୯ ରନ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଶାହିନ ଆଫ୍ରିଦି ପାକିସ୍ତାନୀ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ ଏବଂ ଦଳକୁ ବିଜୟୀ…
(video)୧୭ ବର୍ଷ ତଳେ ଶ୍ରୀସନ୍ଥଙ୍କୁ ପଡ଼ିଆ ମଝିରେ ଚାପୁଡ଼ା ମାରିଥିଲେ ହରଭଜନ, ଭିଡ଼ିଓ ଭାଇରାଲ୍ ପରେ ଗାଳି କଲେ ଶ୍ରୀସନ୍ଥଙ୍କ ସ୍ତ୍ରୀ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସର ସବୁଠାରୁ ବଡ଼ ବିବାଦ ମଧ୍ୟରୁ ଗୋଟିଏ ହେଉଛି ହରଭଜନ ସିଂହ ତାଙ୍କ ଜୁନିଅର ସାଥୀ ଏସ୍ ଶ୍ରୀସନ୍ଥଙ୍କୁ ଚାପୁଡ଼ା ମାରିଥିବା ଘଟଣା। ଯାହାର ଭିଡ଼ିଓ ପ୍ରଥମ ଥର ପାଇଁ ବିଶ୍ୱ…
ଦୀର୍ଘ ୯ ବର୍ଷ ପରେ ଏହି ଦଳ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିବ ପାକିସ୍ତାନ, ପ୍ଲେଇଂ ୧୧ରେ ରହିପାରନ୍ତି ଏମାନେ
ନୂଆଦିଲ୍ଲୀ: ଟ୍ରାଇ ସିରିଜ୍ ୨୦୨୫ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନୀ ଦଳ ଆଫଗାନିସ୍ତାନକୁ ୩୯ ରନ୍ରେ ପରାସ୍ତ କରିଥିଲା। ଏବେ ଏହାର ଦ୍ୱିତୀୟ ମ୍ୟାଚ୍ ଅଗଷ୍ଟ ୩୦ ଅର୍ଥାତ୍ ଆଜି UAE ଦଳ ବିପକ୍ଷରେ ହେବ।
ଏହି ମ୍ୟାଚ୍…
ଅଧରାତିରେ ପ୍ରକୃତିର ତାଣ୍ଡବ, ପୁଣି ବାଦଲଫଟା ବର୍ଷା, ୩ ଜଣଙ୍କ ମୃତ୍ୟୁ, ମାଟି ତଳେ ଚାପି ହୋଇ ଅନେକ ନିଖୋଜ
ଜମ୍ମୁକାଶ୍ମୀର: ପୁଣି ତାଣ୍ଡବ ରଚିଲା ପ୍ରକୃତି। ଅଧରାତିରେ ବାଦଲଫଟା ବର୍ଷା। ମାଟି ତଳେ ଚାପି ହୋଇ ମରିଗଲେ ସାଧାରଣ ଲୋକ। ଏବେବି ଅନେକ ଲୋକ ନିଖୋଜ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଦଳ।…
ମନ୍ଦିରରେ ରକ୍ତର ଛିଟା, ସେବାୟତ ଓ ଭକ୍ତଙ୍କ ମଧ୍ୟରେ ମାରପିଟ୍, ଶ୍ରଦ୍ଧାଳୁଙ୍କ ମାଡ଼ରେ ପୂଜାରୀ ମୃତ
ନୂଆଦିଲ୍ଲୀ: ମନ୍ଦିରରେ ହାଇଡ୍ରାମା। ପୂଜାରୀ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଜୋରଦାର ମାରପିଟ୍। ଫଳରେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ପୂଜାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣାଟି ୨୯ ତାରିଖ ରାତିରେ ଦିଲ୍ଲୀର…
ସଂସଦରେ ରହିବ ୩ ଠାକୁରଙ୍କ ୩ ରଥ ଚକ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପ୍ରସ୍ତାବକୁ ଗ୍ରହଣ କଲେ ଲୋକସଭା ବାଚସ୍ପତି
ପୁରୀ: ସଂସଦରେ ଶୋଭା ପାଇବ ୩ ରଥ ଚକ। ଏଣିକି ସଂସଦରେ ରହିବ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ, ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଚକ।
ସଂସଦରେ ତିନି ଠାକୁରଙ୍କ ରଥର ଚକ ରଖିବା ପାଇଁ…
ଆଜି ଏହି ୩ ରାଶିଙ୍କ ଉପରେ ରହିବ ଶନିଙ୍କ କୋପ ଦୃଷ୍ଟି, ରୁହନ୍ତୁ ସତର୍କ, ଉଭେଇ ଯିବ ଧନଧାନ୍ୟ, ଭାଙ୍ଗିଯିବ ସମ୍ପର୍କ
ଓଡ଼ିଶାଭାସ୍କର: ଆଜି ଶନିବାର ଭାଦ୍ରବ ଶୁକ୍ଳ ପକ୍ଷର ସପ୍ତମୀ ତିଥି। ସପ୍ତମୀ ତିଥି ଆଜି ରାତି ୧୦:୪୭ ପର୍ଯ୍ୟନ୍ତ ରହିବ। ଆଜି ଇନ୍ଦ୍ର ଯୋଗ ଅପରାହ୍ନ ୩:୧୦ ପର୍ଯ୍ୟନ୍ତ ରହିବ।
ଏହା ସହିତ ବିଶାଖା ନକ୍ଷତ୍ର ଆଜି…