Browsing Category

ଖବର

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କ ହାଣିଲେ ଦୁର୍ବୁତ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନଦ୍ୱିପ୍ରହରରେ ରାଜଧାନୀ ଛାତି ଉପରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୁତ୍ତ । ଜୟଦେବ ବିହାର ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ସୂଚନା ଅନୂଯାୟୀ, ନୟାପଲ୍ଲୀ…

ପୁଣି ବଢ଼ିଲା Amul Milk ର ରେଟ୍, ଜାଣନ୍ତୁ କେତେ ବଢ଼ିଲା ରେଟ୍

ନୂଆଦିଲ୍ଳୀ: ଗତ ମାସରୁ ଦୁଗ୍ଧ ଜାତୀୟ ଉତ୍ପାଦ ଉପରେ ଜିଏସଟି ଲାଗୁର ପ୍ରଭାବ ଦେଖିବାକୁ ମିଳିଛି । ଆଉ ଏବେ ଦେଶର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୂଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ବୁଧବାର ଠାରୁ ଅମୂଲ…

ଅଧା ରହିଗଲା ବାହା ହେବା ଇଚ୍ଛା, ଏୟାରପୋର୍ଟରୁ ହିଁ ଗାଏବ ହୋଇଗଲା କନ୍ୟା

ଆପଣ ଅନେକ ସମୟରେ ଏଭଳି ଖବର ଶୁଣିଥିବେ ଯେ, କନ୍ୟା ବିବାହ ପରେ ଘରେ କଳାକନା ବୁଲାଇଦେଇଛି । କିମ୍ବା ଖରୁ ସବୁ ଲୁଟି ନେଇ ଫେରାର ହୋଇଯାଇଛି । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବିବାହ ପରେ…

(Video) ପ୍ରଦୀପ ପାଣିଗ୍ରାହୀଙ୍କ ପତାକା ଉତ୍ତୋଳନକୁ ବିରୋଧ: ଧସ୍ତାଧସ୍ତି ହେଲେ ବିଜେଡିକର୍ମୀ-ବିଧାୟକ

ଗଞ୍ଜାମ: ବିଧାୟକଙ୍କୁ ବିରୋଧ... ସ୍ୱାଧୀନତା ଦିବସ ପାଳନବେଳେ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି କର୍ମୀଙ୍କ ବିରୋଧ । ପ୍ରଦୀପଙ୍କୁ ବିରୋଧ ପ୍ରଦର୍ଶନ କରିବା ସହ ଠେଲାପେଲା କରିଥିଲେ…

OLA ଇଲେକ୍ଟ୍ରିକ୍ କାର୍ ର ପ୍ରଥମ ଲୁକ୍: ୪ ସେକେଣ୍ଡରେ ପହଞ୍ଚିବ ୧୦୦ ସ୍ପିଡ୍ ରେ 

ନୂଆଦିଲ୍ଲୀ: ସ୍ୱତନ୍ତ୍ରତା ଦିବସ ଅବସରରେ ଓଲା ଇଲେକ୍ଟ୍ରିକ୍ ଆଜି ବଡ଼ ଘୋଷଣା କରିଛି । କମ୍ପାନୀ ନିଜର ପ୍ରଥମ ଇଲେକ୍ଟ୍ରିକ୍ କାର୍ ର ଏକ ଝଲକ ଦୁନିଆକୁ ଦେଖାଇଛି । ଏହା ସହ କମ୍ପାନୀ ନୂଆ ସ୍କୁଟର ଓଲା ଏସ-୧ ମଧ୍ୟ ଲଞ୍ଚ…

(Video) ଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ… 

ଲଘୁଚାପ ଯୋଗୁଁ ଅସାନ୍ତ ହୋଇପଡ଼ିଥିଲା ସମୁଦ୍ର, ଭୟଙ୍କର ଗର୍ଜନ, ଆଉ ସେହି ଶବ୍ଦ ମଧ୍ୟରୁ ଭାସିଆସୁଥିଲା ବଞ୍ଚାଅ ବଞ୍ଚାଅ । ମୁଁ ବୁଡି ଯାଉଛି, କିଏ ହେଲେ ମତେ ଟିକେ ବଂଚାଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

Google କରିବ କର୍ମଚାରୀଙ୍କ ଛଟେଇ, ବୈଶ୍ୱିକ ମାନ୍ଦାବସ୍ଥା ମଧ୍ୟରେ ଏହି କାରଣରୁ ଚିନ୍ତାରେ କମ୍ପାନୀ 

ନୂଆଦିଲ୍ଳୀ: ଦୁନିଆର ସବୁଠୁ ବଡ଼ ଟେକ୍ କମ୍ପାନୀ ମଧ୍ୟରୁ ଗୋଟିଏ ଗୁଗଲ ଏବେ ଚିନ୍ତାରେ । ଗୁଗଲ ବଡ଼ ଆକାରରେ ଏହାର କର୍ମଚାରୀଙ୍କୁ କାମରୁ ବାହାର କରିଦେବା ପାଇଁ ଚେତାବନୀ ଦେଇଛି । କମ୍ପାନୀ କହିଛି ଯେ ଯଦି କର୍ମଚାରୀ ନିଜ…

(Video) ବିଦେଶରେ ବି ପାଳନ ହେଉଛି ‘ହର ଘର ତିରଙ୍ଗା’, Flash Dance ରେ ଝୁମିଲେ ଦୁବାଇବାସୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୂଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଛି…

ଆଶ୍ଚର୍ଯ୍ୟ ! ଜୀବନ୍ତ ଜୀବଙ୍କୁ ବ୍ୟାଗରେ ପୂରାଇ ବିମାନରେ ନେଇ ଆସିଲେ ଯାତ୍ରୀ

ଅନେକ ସମୟରେ ଏୟାରପୋର୍ଟରେ ଯାତ୍ରୀଙ୍କ ଠାରୁ ଅବୈଧ ସାମଗ୍ରୀ ଜବତ ହୋଇଥିବାର ନଜିର ରହିଛି । ଏମାନେ ବିଭିନ୍ନ ଉପାୟରେ କୌଣସି ନା କୌଣସି ଅବୈଧ ସାମଗ୍ରୀ ନେଉଥିବାବେଳେ ଧରାପଡ଼ିଥାନ୍ତି । କିନ୍ତୁ ବର୍ତ୍ତମାନ ଏକ…

ସମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ସମ୍ଭଲପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୧ ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ଜିଲ୍ଲାପାଳଙ୍କ ସୂଚନା

ସମ୍ଭଲପୁର: ହୀରାକୁଦ ଜଳଭଣ୍ଡାରରୁ ୩୪  ଟି ଗେଟ୍ ଖୋଲିବା ପରେ ସମ୍ବଲପୁର ସହରର ତଳି ଅଞ୍ଚଳରେ ବନ୍ୟା ପରିସ୍ଥିତି ସଷ୍ଟି ହୋଇଛି । ଫଳରେ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ…