Browsing Category

ଖବର

ନବୀନ ନିବାସରେ କ’ଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିରୋଧୀ ଦଳ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ମେଡିକାଲରୁ ଫେରିବା ପରେ ନବୀନଙ୍କୁ ଦେଖା କରିବାକୁ ଗଲେ ମୁଖ୍ୟମନ୍ତ୍ରୀ। ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା…

ମା’ କଅଁଳା ଶିଶୁଙ୍କ ପାଇଁ ଖୁସି ଖବର, ମନ୍ଦିର ପ୍ରଶାସନର ବଡ଼ ନିଷ୍ପତି, ଶ୍ରୀମନ୍ଦିର ପରିସରରେ ସ୍ତନ୍ୟପାନ କେନ୍ଦ୍ର

ପୁରୀ: ମହିଳା ଭକ୍ତମାନଙ୍କ ପାଇଁ ବଡ଼ ପଦକ୍ଷେପ। ଶ୍ରୀମନ୍ଦିର ପରିସରରେ ଶିଶୁମାନଙ୍କ ପାଇଁ ହେବ ସ୍ତନ୍ୟପାନ ଗୃହ। ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ପାଇଁ ବ୍ୟବସ୍ଥା କରାଯିବାକୁ ହୋଇଛି…

ଅନୀଲ ଅମ୍ୱାନୀଙ୍କୁ ଜୋରଦାର ଝଟକା, ଅମ୍ୱାନିଙ୍କ ଘର ସମେତ ୬ଟି ସ୍ଥାନରେ ED ପରେ CBIର ରେଡ୍

ମୁମ୍ୱାଇ: ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଘରେ ପଶିଲା CBI। ଇଡି ପରେ CBI ଚଢ଼ାଉକୁ ନେଇ ଚର୍ଚ୍ଚା ଜୋରଦାର। ୧୭,୦୦୦ କୋଟି ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଚଢ଼ାଉ। ଏକକାଳୀନ ମୁମ୍ୱାଇ ସମେତ ୬ଟି ସ୍ଥାନରେ CBIର ଚଢ଼ାଉ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଗଣେଶ ପୂଜାରେ ପଶିବ ପାଣି ! ଆଗାମୀ 5 ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ…

ରାତିସାରା ଜାଳିଲେ ଟଙ୍କା ବଣ୍ଡଲ, ଜଳନ୍ତା ଟଙ୍କା ପାଉଁଶରେ ଜାମ ହୋଇଗଲା ଡ୍ରେନ୍, ଚଢ଼ଉ ବେଳେ ଇଞ୍ଜିନିୟରଙ୍କ ଘରୁ ବାହାରିଲା…

ପାଟନା: ବାପା, ମା', ଭାଇ, ବନ୍ଧୁ, କୁଟୁମ୍ୱ ଟଙ୍କା ଆଗରେ ସବୁ ପର। ଏକଥା ଆପଣ ନିଶ୍ଚିତ ଭାବରେ ଶୁଣିଥିବେ।  କିନ୍ତୁ ଟଙ୍କାର ଲୋଭ କେତେବେଳେ ତୁମକୁ ବିପଦରେ ପକାଇଦେବ ତାହା ଆପଣ ଜାଣିପାରିବେ ନାହିଁ। ସେହିପରି…

ଏସିଆ କପ୍ ପୂର୍ବରୁ ବଡ଼ ଖବର, ଦଳରୁ ବାହାରିଲେ ଶୁଭମନ ଗିଲ୍ !

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଗିଲଙ୍କୁ ଏସିଆ କପ୍ 2025 ପାଇଁ ଭାରତୀୟ ଦଳର ଉପ-ଅଧିନାୟକ କରାଯାଇଛି, କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ ବଡ଼ ଝଟକା…

(video) ଖୁସି ଖବର ଦେଲା BCCI, ଅବସର ନେବେନି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମା

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଗୁଡ୍ ନ୍ୟୁଜ୍। ସନ୍ନାସ ନେବେନି ରନ୍ ମେସିନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା।  ଖୁସି ଖବର ଦେଲା BCCI। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ସମୟରେ, ଭାରତୀୟ ଦଳର…

ସୈନିକ ପୋଷାକରେ ସଲମାନ୍ ଖାନ୍, ଲଦାଖରୁ ସାମ୍ନାକୁ ଆସିଲା ସଲମାନଙ୍କ ପ୍ରଥମ ଫଟୋ

ଲଦାଖ: ସଲମାନ ଖାନ୍ ଆଜିକାଲି ଲଗାତାର ଭାବରେ ଖବରର ଶିରୋନାମାରେ ରହିଛନ୍ତି।  ଗୋଟିଏ ପଟେ ସଲମାନଙ୍କ ବିଗ୍ ବସ୍ ୧୯ ଆରମ୍ଭ ହେବାକୁ ଯାଉଛି, ଅନ୍ୟପଟେ ତାଙ୍କ ଆଗାମୀ ଫିଲ୍ମ ବ୍ୟାଟଲ୍ ଅଫ୍ ଗଲଓ୍ୱାନର ସୁଟିଂ ଆରମ୍ଭ…

ମଙ୍ଗଳ ଗ୍ରହରୁ ଡାଇନୋସର ଗଲେ କୁଆଡ଼େ ! ‘NASAର ରୋବରକୁ ମିଳିଲା ଡାଇନୋସର ଅଣ୍ଡା’

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ ସର୍ବଦା ଏହାର ରହସ୍ୟକୁନେଇ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରି ଆସିଛି। ଏଥର ମଧ୍ୟ ସେହିପରି କିଛି ଘଟିଛି। ନାସାର କ୍ୟୁରିୟୋସିଟି ରୋଭର ମଙ୍ଗଳ ଗ୍ରହରେ ଡାଇନୋସର ଅଣ୍ଡା ପାଇଛି । ବାସ୍ତବରେ,…

ସ୍ପଷ୍ଟ କଲେ ଭାରତ ସରକାର, TikTok ଆପ୍ ପାଇଁ ଭାରତର କବାଟ ବନ୍ଦ

ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଆଲୋଚନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସ୍ପଷ୍ଟ କଲେ ଭାରତ ସରକାର। ଗତକାଲି ଅର୍ଥାତ୍ ଅଗଷ୍ଟ ୨୨ ତାରିଖରେ ଯେଉଁଭଳି ଭାବରେ TikTok ଭାରତ ଫେରିବା ଖବର ସୋସିଆଲ ମିଡିଆରେ ଛାଇ ଯାଇଥିଲା। ତା ଉପରେ…