fbpx
BSKY SKY
BSKY SKY
Browsing Category

ଖବର

ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ।…

ବନ୍ୟାରେ ଭାସିଯାଇଥିଲା ୮୭ କାର୍, ନୂଆ କରିକି ବିକିଦେଲେ !

ଆପଣ ଅନେକ ସମୟରେ ଦେଖିଥିବେ ଯେ ଚୋରମାନେ ଗାଡ଼ି ଚୋରି କରି ଏହାକୁ ବିଭିନ୍ନ ଉପାୟରେ ବିକ୍ରି କରିଦେଇଥାନ୍ତି । କିନ୍ତୁ ଏବେ ପଞ୍ଜାବରେ ଏକ ଏଭଳି ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିଲେ ଆପଣ ମୁଣ୍ଡରେ ହାତଦେଇଦେବେ ।…

ଅବକାରୀ ନୀତି ଘୋଟାଲାରେ ମନୀଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ: CBI

ନୂଆଦିଲ୍ଲୀ: ଅବକାରୀ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଏହି ମାମଲାରେ ଆଜି ସିବିଆଇ ତାଙ୍କ ବାସଭବନରେ ରେଡ କରିଛି । ଜଣେ ସରକାରୀ ଅଧିକାରୀଙ୍କ ଘରେ ମଧ୍ୟ ରେଡ୍…

ମଙ୍କିପକ୍ସ ରୋଗ ହେଲେ ଶରୀରରେ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ କ’ଣ ଏହି ରୋଗ…

ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ(Monkeypox) ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂଯାୟୀ ଏପର୍ଯ୍ୟନ୍ତ ୮୦ ଦେଶରେ ୨୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ତେବେ କ'ଣ…

ବଢ଼ୁଛି ବିପଦ ! ମଙ୍କିପକ୍ସ ମଣିଷଙ୍କ ଠାରୁ ଡେଉଁଛି ପଶୁଙ୍କୁ, ଫ୍ରାନ୍ସରୁ ଆସିଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ବିଶ୍ୱରେ ମଙ୍କିପକ୍ସ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଙ୍କ ଠାରୁ କୁକରକୁ ମଙ୍କିପକ୍ସ ସଂକ୍ରମିତ ହେଉଥିବା ମାମଲା…

ମଧ୍ୟାହ୍ନ ଭୋଜନ ଖାଇ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ, ୬ ଗୁରୁତର…

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ୫୦ରୁ ଅଧିକ ଛାତ୍ରଛାତ୍ରୀ । ଏମାନଙ୍କ ମଧ୍ୟରୁ ୬ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି…

ନୂଆଖାଇ ପାଇଁ ହେଲା ଲଗ୍ନ ସ୍ଥିର, ଜାଣନ୍ତୁ କେଉଁ ସମୟରେ ମାଆ ସମଲେଶ୍ବରୀଙ୍କ ପାଖରେ ଲାଗି ହେବ ନବାନ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସ୍ଥିର ହୋଇଛି ଲଗ୍ନ । ସ୍ଥିର ହୋଇଥିବା ଲଗ୍ନରେ ମା' ସମଲେଶ୍ୱରୀଙ୍କ ଠାରେ ଲାଗୁହେବ ନବାନ୍ନ । ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୂଯାୟୀ ଭାଦ୍ରବ ମାସ ପଞ୍ଚମୀ ତିଥି ତୁଳା…

1.35 କୋଟି ମହିଳାଙ୍କୁ ମାଗଣାରେ ମିଳିବ ସ୍ମାର୍ଟଫୋନ୍, ଏହି ସରକାର କରିଛନ୍ତି ଘାଷଣା

ଦେଶର ତିନି ପ୍ରମୁଖ ଦୂରସଂଞ୍ଚାର କମ୍ପାନୀ ରାଜସ୍ଥାନ ସରକାରଙ୍କ ମୁଖ୍ୟମନ୍ତ୍ରୀ ଡିଜିଟାଲ ସେବା ଯୋଜନାରେ ରୁଚି ଦେଖାଇଛନ୍ତି । ଏହି ଯୋଜନା ଅନୂଯାୟୀ ରାଜ୍ୟରେ ୧.୩୫ କୋଟି ମହିଳାଙ୍କୁ ସ୍ମାର୍ଟଫୋନ୍ ଦିଆଯିବ ।…

ଚାଇନା ଔଷଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଲାଗିବ ଏହି ଟ୍ୟାକ୍ସ

ନୂଆଦିଲ୍ଲୀ: ଭାରତ ସରକାର ଚୀନ ଔଷଧକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଘରୋଇ ଔଷଧ କମ୍ପାନୀଙ୍କ ହିତକୁ ଦେଖି, ବିଭିନ୍ନ ପ୍ରକାର ସଂକ୍ରମଣର ଉପଚାର ପାଇଁ ବ୍ୟବହୃତ ହେଉଥିବା…

ରାଷ୍ଟ୍ରପତିଙ୍କ ସଚିବ ହେଲେ ଓଡ଼ିଶା କ୍ୟାଡର IAS, ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ଆଇଏଏସ ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ସଚିବ ଭାବରେ ନିଯୁକ୍ତ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ଭାବରେ ସୂଚନା ଦିଆଯାଇଛି । ରାଜେଶ ବର୍ମା ୧୯୮୭ ବ୍ୟାଚର…