fbpx
Browsing Category

ଖବର

ପାକିସ୍ତାନୀଙ୍କ ପାଇଁ ସ୍ୱପ୍ନ ହେଲାଣି ପୁରି ଖାଇବା, ଦରବୃଦ୍ଧି ଯୋଗୁଁ ଅସୁବିଧାରେ ଲୋକେ

ପୁରି, ଖାଇବାକୁ ଶସ୍ତା ସହ ଖୁବ୍ ସୁଆଦିଆ ମଧ୍ୟ ହୋଇଥାଏ । ଅନେକ ଲୋକ ସକାଳେ ଜଳଖିଆ ଭାବରେ ଖାଇଥାନ୍ତି ପୁରି । ତେବେ କେବଳ ଏହା ଆମ ଭାରତୀୟଙ୍କ ପସନ୍ଦ ନୁହେଁ, ପଡ଼ୋଶୀ ପାକିସ୍ତାନରେ ମଧ୍ୟ ପୁରି ବଡ଼ ଆଗ୍ରହର ସହ…

ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: AIIMS ଡାଇରେକ୍ଟର ଦେଲେ ବଡ଼ ଅପଡେଟ୍

ମୁମ୍ବାଇ: ଲୋକଙ୍କୁ ନିଜ କମେଡିରେ ହସାଇ ହସାଇ ବେଦମ କରୁଥିବା ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବ ଲଢ଼ୁଛନ୍ତି ଜୀବନ ଯୁଦ୍ଧ । ଜିମରେ ବ୍ୟାୟାମ କରୁଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ…

ଭରାନଦୀରେ ଭାସିଗଲା ଡଙ୍ଗା, ରହିଥିଲେ ୩୦ ଯାତ୍ରୀ

ପାଟକୁରା: ଭରାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା । ପ୍ରଖର ସ୍ରୋତରେ ଅଣାୟତ୍ତ ହୋଇ ଭାସିଗଲା ବୋଟ୍ । କେନ୍ଦ୍ରାପଡ଼ା ବାହାକୁଦ ଘାଟରେ ଘଟିଛି ଏଭଳି ଘଟଣା । ମହାନଦୀରେ ପାରାଦୀପରୁ ବାହାକୁଦ ଘାଟ ନିକଟରେ ଏକ…

ଭାରତରେ ବଢ଼ିଲା ‘ଟମାଟୋ ଫ୍ଲୁ’ ବିପଦ, ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କରୁଛି ସଂକ୍ରମିତ: ଲାନ୍ସେଟ ରିପୋର୍ଟ

ନୂଆଦିଲ୍ଳୀ: ଗୋଟିଏ ପଟେ ଧିରେ ଧିରେ ଦେଶ କରୋନା ଭାଇରସ ଠାରୁ ମୁକ୍ତ ହେଉଥିବାବେଳେ । ଅନ୍ୟପଟେ ମଙ୍କିପକ୍ସ ଭଳି ଭାଇରସ ଚିନ୍ତାର କାରଣ ପାଲଟିଛି । ତେବେ ବର୍ତ୍ତମାନ ଭାରତରେ ଏକ ନୂଆ ରୋଗ ଏହାର କାୟା ବିସ୍ତାର…

ଏମିତି କାରନାମା କେବେ ଶୁଣିନଥିବେ, ଟଙ୍କା ହଡ଼ପ ଖୋଲିଦେଲେ ନକଲି ଥାନା…

ପାଟଣା: ଆପଣ ନକଲି ପୋଲିସ କଥା ଶୁଣିଥିବେ, କେମିତି ଅନେକ ସମୟରେ କେହି ବ୍ୟକ୍ତି ନିଜକୁ ପୋଲିସ ଅଫିସର କହି ଲୋକଙ୍କୁ ଠକିଥାନ୍ତି ଏବଂ ଲୋକଙ୍କୁ ବର୍ଦ୍ଦିର ପାୱାର ଦେଖାଇ ଡରାଇଥାନ୍ତି । ଅନେକ ସମୟରେ ଏହି ନକଲି ପୋଲିସ…

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ୨ ବିଜେଡି ସାଂସଦ, ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଳୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ସଂସଦୀୟ ଦଳ ତରଫରୁ ସାଂସଦ ପିନାକୀ ମିଶ୍ର ଏବଂ ସସ୍ମିତ ପାତ୍ର…

ବସ୍ ରେ ମହିଳାଙ୍କୁ ଅନାଇଲେ ହେବେ ଗିରଫ ! ଏହି ସରକାର ଆଣିଲେ ନିୟମ

ଅନେକ ସମୟରେ ମହିଳାଙ୍କୁ ବସରେ ଦୁର୍ବ୍ୟବହାର ବା ଅସଦାଚରଣ ଶିକାର ହୋଇଥାନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ(Tamilnadu) ସରକାର ରୋମିଓଙ୍କ ଉପରେ ଆକ୍ସନ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁର…

ଏହି ଟିଭି କଳାକାର ଇଣ୍ଡଷ୍ଟ୍ରୀକୁ କହିଲେ ଅଲବିଦା, ୨୭ ବର୍ଷ କାମ କରିବା ପରେ ନେଲେ ସନ୍ୟାସ

ଟିଭି ଇଣ୍ଡଷ୍ଟ୍ରୀ ଭାରତରେ ବେଶ୍ ପୁରୁଣା ଏବଂ ସିରିଏଲରେ କାମ କରୁଥିବା ଅନେକ କଳାକାର ମଧ୍ୟ ବେଶ୍ ଫ୍ୟାନ୍ ରହିଛନ୍ତି । ଅନେକ ନୂଆ ନୂଆ କଳାକାର ଇଣ୍ଡଷ୍ଟ୍ରୀକୁ ଆସୁଛନ୍ତି, ଅନେକ ଇଣ୍ଡଷ୍ଟ୍ରୀରେ ପୂର୍ବରୁ ଏଠାରେ କାମ…

ନୂଆ ଟେକ୍ନୋଲୋଜୀ: ଯଦି ଚଲାଉଛନ୍ତି ଅଧିକ ସ୍ପିଡରେ କାର୍, ମନକୁ ମନ କମ୍ ହୋଇଯିବ slow

ନୂଆଦିଲ୍ଲୀ: ରାସ୍ତାରେ ଦ୍ରୃତ ଗତିରେ ଯାଉଥିବା ଗାଡ଼ିକୁ କାବୁ କରିବା ପାଇଁ ନୂଆ ଟେକ୍ନୋଲୋଜୀ ଆସୁଛି । ଏହି ଟେକ୍ନୋଲୋଜୀ ଦ୍ୱାରା କୌଣସି ଗାଡ଼ି ନିର୍ଦ୍ଧାରିତ ସ୍ପିଡ ଲିମିଟରୁ ଅଧିକରେ ଯାଇପାରିବ  ନାହିଁ । କାରଣ ଏହି…

ମୁଣ୍ଡୁଳିରେ କମୁଛି ଜଳସ୍ତର: ପ୍ରେସମିଟରେ ସୂଚନା ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବନ୍ୟା ସ୍ଥିତି ରହିଛି । ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି ଶହ ଶହ ଲୋକ । ବୁଡ଼ିଯାଇଛି ଗାଁ ଗଣ୍ଡା । ନଷ୍ଟ ହୋଇଛି ଚାଷବେଉସା । ଯାହାକୁ ନେଇ ଚିନ୍ତାରେ ବନ୍ୟା ପ୍ରଭାବିତ ।…