Browsing Category
ଖବର
ବ୍ୟବହାର ହେବନି ଆଉ ହରିଜନ ଶବ୍ଦ, ରେକର୍ଡ ପତ୍ରରେ ରହିବ ଅନୁସୂଚିତ ଜାତି
ଭୁବନେଶ୍ୱର: ବ୍ୟବହାର ହେବନି ଆଉ ହରିଜନ ଶବ୍ଦ। ଏସ୍ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଚିଠି। ସମସ୍ତ ବିଭାଗୀୟ ସଚିବଙ୍କୁ ଲେଖାଗଲା ଚିଠି।
ଏହା ସହ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନକୁ ଚିଠି ଲେଖାଯାଇଛି। ସମସ୍ତ…
ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ; 3ଦିନ ପ୍ରବଳ ବର୍ଷିବ, 40 କିମି ବେଗରେ ବହିବ ପବନ
ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତକାଲି ବା ୧୩ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ତ୍ସଲଗ୍ନ…
ଲଭ୍ ନା ଆରେଞ୍ଜ ମ୍ୟାରେଜ ? କେମିତି ହେବ ବିବାହ, ଆପଣଙ୍କ ହାତ ରେଖାରୁ ଜାଣନ୍ତୁ…
ଓଡ଼ିଶା ଭାସ୍କର: ପ୍ରାୟତଃ ଅନେକ ଲୋକ ଜାଣିବାକୁ ଚାହାଁନ୍ତି, ସେମାନଙ୍କର ଲଭ୍ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ ହେବ । ପ୍ରେମ ବିବାହର ଅନେକ ସଙ୍କେତ ଥାଇପାରେ, ଯାହା ସାମୁଦ୍ରିକ ଶାସ୍ତ୍ର ଏବଂ ହସ୍ତରେଖା ଶାସ୍ତ୍ରରେ…
ଯୁକ୍ତ ୩ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ହଷ୍ଟେଲରେ ଝୁଲି ପଡ଼ିଲେ ଛାତ୍ରୀ!
ଭଦ୍ରକ: ହଷ୍ଟେଲରେ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଅଘଟଣ । ଛାତ୍ରୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।
ମୃତ ଛାତ୍ରୀ ଜଣଙ୍କ ଭଦ୍ରକ…
ମୋହନଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେମିତି ଉତ୍ତର ରଖିବେ ରାଜ୍ୟ ସରକାର…
ଓଡିଶା ଭାସ୍କର: ମୋହନ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ପ୍ରକାଶଥାଉ ଯେ, ରାଜ୍ୟରେ ମୋଟ୍ କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦ ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟ ଦାଖଲ…
24 ଘଣ୍ଟା ରାଜ୍ୟକୁ ବେହାଲ କରିବ ବର୍ଷା, ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି….
ଓଡିଶା ଭାସ୍କର: ପୁଣି ରାଜ୍ୟକୁ ଘାଣ୍ଟିବ ତୁହାକୁ ତୁହା ବର୍ଷା । ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଲଘୁଚାପରେ ବେହାଲ ହେବ । ପ୍ରକାଶଥାଉ ଯେ, ଆସନ୍ତା ୧୩ରେ ଉତ୍ତର ପଶ୍ଚିମ ତଥା ଏହାର ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ…
“ଶବକୁ ୫ ଦିନ ପାଣିରେ ବୁଡ଼ାଇ ରଖ, ପୁନର୍ଜୀବନ ପାଇ ମଲା ଲୋକ ଉଠି ବସିବ”!
ଉତ୍ତରପ୍ରଦେଶ: ମରିଯାଇଛି ତ କିଛି ଚିନ୍ତା କରନାହିଁ। ପୁଣିଥରେ ବସିବ ଶବ। ତାକୁ ପାଣି ଭିତରେ ୫ ଦିନ ଯାଏଁ ବୁଡ଼େଇକି ରଖ ଦେଖିବ ଶବବି ଜୀବନ ଦାନ ପାଇବ। ଆଉ ଉଠି ବସିବ।
ଏସବୁ ଆମେ କହୁନାହୁଁ ଏପରି କିଛି ଘଟଣା ଏବେ…
ବୁର୍ଲାରେ ଆଖି ବୁଜିଲେ ସକାଳେ ଆତ୍ମାହୁତି ଦେଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ
ସମ୍ୱଲପୁର: ବଞ୍ଚେଇ ପାରିଲେନି ଡାକ୍ତର। ସକାଳେ ଅଧା ଜଳିଥିଲେ ଆଉ ହସ୍ପିଟାଲରେ ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା। ହଁ ଆଜ୍ଞା ଆମେ କହୁଛୁ ବରଗଡ଼ରେ ଆଜି ସକାଳେ ପେଟ୍ରୋଲ ଢ଼ାଳିହୋଇ ଜଳି ଯାଇଥିବା ଅଷ୍ଟମ ଶ୍ରେଣୀ…
ପାକିସ୍ତାନରେ ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ, ବିସ୍ଫୋରଣରେ ୬ଟି ବଗି ଲାଇନଚ୍ୟୁତ
ପାକିସ୍ତାନ: ପୁଣି ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍। ପାକିସ୍ତାନରେ ପୁଣି ତରେ ଜାଫର ଏକ୍ସପ୍ରେସକୁ ଟାର୍ଗେଟ୍ କରାଯାଇଛି। ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ଏହି ଘଟଣା…
ସରକାରଙ୍କ ବଡ଼ ଘୋଷଣା, ଜମିହରାଙ୍କୁ ଜମି ଦେବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ତରଫରୁ ବଡ଼ ଘୋଷଣା। ଜମି ହରାଇଥିବା ଲୋକଙ୍କୁ ଜମି ଦେବେ ସରକାର। ପ୍ରାକୃତିକ ବିପର୍ଯ୍ୟୟରେ ଜମିହରାଙ୍କୁ ଜମି ଦେବେ ସରକାର। ଏପରି କିଛି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ…