Browsing Category

ଖବର

ବଡ଼ ଖବର, ଅଗଷ୍ଟ ୧୨ ତାରିଖରେ ମୋଦୀ-ନଡ୍ଡା ଘୋଷଣା କରିବେ ଉପରାଷ୍ଟ୍ରପତିଙ୍କ ନାମ!

ନୂଆଦିଲ୍ଲୀ: ଏବେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। କିଏ ହେବେ ଉପରାଷ୍ଟ୍ରପତି ତାକୁ ନେଇ କଷା ଚାଲିଛି ଗଣିତ।  ଆଉ ସମସ୍ତଙ୍କ ନଜର ଏବେ ମୋଦୀଙ୍କ ଉପରେ କି ପ୍ରଧାନମନ୍ତ୍ରୀ କାହାକୁ…

ରାସ୍ତା ଉପରେ ମହିଳାଙ୍କ ହାଇଡ୍ରାମା, ସାଲାରୀ କଟିବାରୁ କ୍ଲର୍କଙ୍କୁ ଜୋତାରେ ନିର୍ଧୁମ ସେକିଲେ

ଉତ୍ତରପ୍ରଦେଶ: ରାସ୍ତା ଉପରେ ହାଇଡ୍ରାମା କଲେ ମହିଳା। ସାଲାରୀ କଟିବାରୁ ରାଗିଯାଇ କ୍ଲର୍କଙ୍କୁ ଚପଲରେ ସେକିଦେଲେ। ଯେତେ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ଅଟକିଲେନି ମହିଳା। ଯାହାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ…

ଆଉ ରାସ୍ତାରେ ଗଡ଼ିବନି ରିକ୍ସା, ୬ ମାସ ଭିତରେ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଉ ମଣିଷକୁ ଟାଣିବନି ମଣିଷ। ସବୋର୍ଚ୍ଚ ନ୍ୟାୟଳୟ ରିକ୍ସା ଟଣା ଉପରେ ଲଗାଇଲେ ରୋକ। ଏହି କଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି…

ଆତଙ୍କବାଦୀ ଟାର୍ଗେଟରେ ରାଜଧାନୀ, ଅଗଷ୍ଟ ୧୫ ଅବସରରେ ହୋଇପାରେ ହମଲା, ଏବେଠୁ ହାଇଆଲର୍ଟ

ନୂଆଦିଲ୍ଲୀ: ଆଗକୁ ଆସୁଛି ସ୍ୱାଧୀନତା ଦିବସ।  ଆଉ ମାତ୍ର ଗୋଟେ ସପ୍ତାହର ଅପେକ୍ଷା। ତାପରେ ଅଗଷ୍ଟ ୧୫ ତାରିଖ ଦିନ ପୁରା ଦେଶରେ ପାଳନ କରାଯିବ ସ୍ୱାଧୀନତା ଦିବସ। ହେଲେ ଏହି ଦିନରେ ଟାର୍ଗେଟ୍ କରିବାକୁ ଯୋଜନା କରିଛନ୍ତି…

ରକ୍ଷା ବନ୍ଧନ ଦିନ ଏହି ସବୁ ରାଜ୍ୟରେ ମହିଳାମାନଙ୍କ ପାଇଁ ଫ୍ରି ହେଲା ବସ୍ ସେବା

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। ତାପରେ ଅଗଷ୍ଟ ୯ ତାରିଖରେ ପୁରା ଦେଶରେ ପାଳନ କରାଯିବ ପବିତ୍ର ରକ୍ଷା ବନ୍ଧନ ଉତ୍ସବ।  ହେଲେ ଏହି ଅବସରରେ ମହିଳାମାନଙ୍କ ପାଇଁ ଏକ ଖୁସି ଖବର ରହିଛି।  ରକ୍ଷା ବନ୍ଧନକୁ…

ବିଲରେ କାମ କରିବା ହେଲା କାଳ, ବଜ୍ରାଘାତରେ ଚାଲିଗଲା ଜୀବନ

ପୁରୀ: ପୁରୀ ଜିଲ୍ଲା କୋଣାର୍କରେ ବଜ୍ରାଘାତ ନେଲା ଜୀବନ। ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଟଳି ପଡ଼ିଥିବା ସୂଚନା ମିଳିଛି। କନ୍ତିମାଳ ଗାଁର ଚାଷୀ ବିଲରେ କାମ କରୁଥିବା ସମୟରେ ହୋଇଥିଲା ବଜ୍ରାଘାତ।…

ଚତୁର୍ଥୀ ପରେ ବରକୁ କୋଠରୀରେ କଲା ବନ୍ଦ…ଫେରାର ହେବା ପାଇଁ ବାଲକୋନିରୁ ଡେଇଁଲା, ଭାଙ୍ଗିଲା ଦୁଇ ଗୋଡ଼

ରାଜସ୍ଥାନ: ଯୋଧପୁରରେ ଜଣେ ମହିଳା ଏଭଳି ଏକ କାଣ୍ଡ କରିଛନ୍ତି, ଯାହା ଶୁଣିଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବିବାହର ମାତ୍ର ଦୁଇ ଦିନ ପରେ ସେ ବରକୁ କୋଠରୀରେ ବନ୍ଦ କରି ଦେଇଥିଲେ କନିଆଁ । ଆଉ ସେଠୁ ଖସି ପଳାଇବା…

ନାବାଳିକାକୁ ଗଣଦୁଷ୍କର୍ମ; 3 ଗିରଫ, ମାସକ ଭିତରେ ଭିନ୍ନ ଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ

ଉଦଳା: ପୁଣି ଲଜ୍ଜା । ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ଯରେ ଜଣେ ନାବାଳକ ଓ 2 ଯୁବକ…

୨୯୭ ବର୍ଷ ପରେ ରକ୍ଷାବନ୍ଧନରେ 6 ଗ୍ରହଙ୍କର ବିରଳ ସଂଯୋଗ, ସୁନା ପରି ଚମକିବ ଏହି 3 ରାଶିଙ୍କ ଭାଗ୍ୟ

ଓଡ଼ିଶା ଭାସ୍କର: ଏହି ବର୍ଷ ରକ୍ଷାବନ୍ଧନରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେଉଛି । ସେଥିମଧ୍ୟରୁ ଗୋଟିଏ ସଂଯୋଗ ଦୀର୍ଘ 297 ବର୍ଷ ପରେ ସୃଷ୍ଟି ହେଉଛି । ଜ୍ୟୋତିଷ ବିଶେଷଜ୍ଞଙ୍କ ଅନୁସାରେ, ଏହି ସଂଯୋଗ ସହିତ ୩ଟି ରାଶିର…

ସରକାରୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ୮ ଜଣଙ୍କର ମୃତ୍ୟୁ

ଘାନା: ପୁଣି ଏକ ବଡ଼ ଦୁର୍ଘଟଣା। ଘାନାରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ନେଇ ସୂଚନା ମିଳିଛି। ଏହି ହେଲିକପ୍ଟର ଦୁର୍ଘଟଣାରେ ଘାନାର ପ୍ରତିରକ୍ଷା ଏବଂ ପରିବେଶ ମନ୍ତ୍ରୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ସେନା…