ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦଙ୍କ ଘରେ ସିବିଆଇ ଚଢ଼ଉ । ସିବିଆଇ ରେଡ୍ ନେଇ ମିଡିଆ ଆଗରେ ମୁହଁ ଖୋଲିଲେ ବିଷ୍ଣୁପଦ ।
ମୋ ନାଁରେ କୌଣସି ଏଫଆଇଆର୍ ନାହିଁ । ମୁଁ ୩୦ ବର୍ଷ ଧରି ସ୍ୱଚ୍ଛଳ ଭାବେ କାମ କରୁଛି ।
ଚଞ୍ଚଲ ମୁଖାର୍ଜୀଙ୍କ ସହ ସମ୍ପର୍କ ନାହିଁ ବୋଲି କହିଲେ ବିଷ୍ଣୁପଦ । ସକାଳ ୭ଟାରୁ ଚାଲିଛି ମାରାଥନ୍ ରେଡ୍ ।
ସିବିଆଇର ୮ ଜଣିଆ ଟିମ୍ କରୁଛନ୍ତି ପଚରାଉଚରା । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ ଅନୁକମ୍ପା ଦେଖାଇଥିଲେ ବିଷ୍ଣୁପଦ ।