ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍ ପଢିଲେ ସବୁ ମନୋସ୍କାମନା ପୂର୍ଣ୍ଣ ହେବ, ରହିବନି ଅଭାବ
ଲକ୍ଷ୍ମୀ ମାଙ୍କ ଏହି ମନ୍ତ୍ର ଜପିଲେ ମିଳିବ ଶୁଭଫଳ
ଓଡ଼ିଶା ଭାସ୍କର: ଆଜି ଗୁରୁବାର। ସାଧାରଣତଃ ହିନ୍ଦୁଧର୍ମରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଆସନ୍ତୁ ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍ ବିଷୟରେ ଜାଣିବା। ଏହାକୁ ପଢିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏ।
ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍:
ଓଁ ଶ୍ରୀଗଣେଶାୟ ନମଃ ॥
ଅଥ ମହାଲକ୍ଷ୍ମ୍ୟଷ୍ଟକମ୍ ।
ଇନ୍ଦ୍ର ଉବାଚ ।
ଓଁ
ନମସ୍ତେଽସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ ।
ଶଙ୍ଖଚକ୍ରଗଦାହସ୍ତେ ମହାଲକ୍ଷ୍ମି ନମୋଽସ୍ତୁତେ ॥ ୧॥
ନମସ୍ତେ ଗରୁଡାରୂଢେ କୋଳାସୁରଭୟଙ୍କରି ।
ସର୍ବପାପହରେ ଦେବି ମହାଲକ୍ଷ୍ମି ନମୋଽସ୍ତୁତେ ॥ ୨॥
ସର୍ବଜ୍ଞେ ସର୍ବବରଦେ ସର୍ବଦୁଷ୍ଟଭୟଙ୍କରି ।
ସର୍ବଦୁଃଖହରେ ଦେବି ମହାଲକ୍ଷ୍ମି ନମୋଽସ୍ତୁତେ ॥ ୩॥
ସିଦ୍ଧିବୁଦ୍ଧିପ୍ରଦେ ଦେବି ଭୁକ୍ତିମୁକ୍ତିପ୍ରଦାୟିନି ।
ମନ୍ତ୍ରମୂର୍ତ୍ତେ ସଦା ଦେବି ମହାଲକ୍ଷ୍ମି ନମୋଽସ୍ତୁତେ ॥ ୪॥
ଆଦ୍ୟନ୍ତରହିତେ ଦେବି ଆଦ୍ୟଶକ୍ତିମହେଶ୍ୱରି ।
ଯୋଗଜେ ଯୋଗସମ୍ଭୂତେ ମହାଲକ୍ଷ୍ମି ନମୋଽସ୍ତୁତେ ॥ ୫॥
ସ୍ଥୂଳସୂକ୍ଷ୍ମମହାରୌଦ୍ରେ ମହାଶକ୍ତିମହୋଦରେ ।
ମହାପାପହରେ ଦେବି ମହାଲକ୍ଷ୍ମି ନମୋଽସ୍ତୁତେ ॥ ୬॥
ପଦ୍ମାସନସ୍ଥିତେ ଦେବି ପରବ୍ରହ୍ମସ୍ୱରୂପିଣି ।
ପରମେଶି ଜଗନ୍ମାତର୍ମହାଲକ୍ଷ୍ମି ନମୋଽସ୍ତୁତେ ॥ ୭॥
ଶ୍ୱେତାମ୍ବରଧରେ ଦେବି ନାନାଳଙ୍କାରଭୂଷିତେ ।
ଜଗତ୍ସ୍ଥିତେ ଜଗନ୍ମାତର୍ମହାଲକ୍ଷ୍ମି ନମୋଽସ୍ତୁତେ ॥ ୮॥
ମହାଲକ୍ଷ୍ମ୍ୟଷ୍ଟକଂ ସ୍ତୋତ୍ରଂ ଯଃ ପଠେଦ୍ଭକ୍ତିମାନ୍ନରଃ ।
ସର୍ବସିଦ୍ଧିମବାପ୍ନୋତି ରାଜ୍ୟଂ ପ୍ରାପ୍ନୋତି ସର୍ବଦା ॥ ୯॥
ଏକକାଳେ ପଠେନ୍ନିତ୍ୟଂ ମହାପାପବିନାଶନମ୍ ।
ଦ୍ୱିକାଳଂ ଯଃ ପଠେନ୍ନିତ୍ୟଂ ଧନଧାନ୍ୟସମନ୍ୱିତଃ ॥ ୧୦॥
ତ୍ରିକାଳଂ ଯଃ ପଠେନ୍ନିତ୍ୟଂ ମହାଶତ୍ରୁବିନାଶନମ୍ ।