fbpx

ସ୍କୁଲ ଫି’ ମାମଲାରେ ତୁଟିଲା ବିବାଦ

କଟକ, ୭ ।୧(ଓଡିଶା ଭାସ୍କର): ହାଇକୋର୍ଟରେ ସ୍କୁଲ ଫି’ ମାମଲା ପ୍ରସଙ୍ଗରେ ରାଜ୍ୟ ସରକାଙ୍କ ରିହାତି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ମାମଲାର ବିଚାର ହେବନି । କମିଟି ଆଧାରରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଗ୍ରହଣରେ କାହାର ଆପତ୍ତି ଥିଲେ ସାନି ରିଟ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.