Big Breaking: ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି
ଏସଏଫଏସଏସ ପାଇଁ ୨୪୭ ନୂଆ ପଦବୀ
ନୂଆଦିଲ୍ଲୀ: ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ସର୍ଭିସ ସଂସ୍ଥା ପାଇଁ ୨୪୭ ନୂଆ ପଦବୀ ସୃଷ୍ଟି। ୨୪୭ ନୂଆ ପଦବୀ ସୃଷ୍ଟି ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏଥିସହ ଡାଇରେକ୍ଟୋରେଟ୍ ଅଫ୍ ପବ୍ଲିକ୍ ପ୍ରସିକ୍ୟୁସନ ପାଇଁ ୨୬୭ ନୂଆ ପଦବୀ ସୃଷ୍ଟି କରାଯିବ। ବିଏନଏସଏସ ଧାରା ୨୦ ଅନୁସାରେ ପଦବବୀ ସୃଷ୍ଟି ନେଇ ଗୃହ ବିବାଗର ସୂଚନା ରହିଛି।