fbpx

କ୍ରୁଜ୍ ମିଶାଇଲ ‘ନିର୍ଭୟ’ ପରୀକ୍ଷଣ

ବାଲେଶ୍ୱର: କ୍ରୁଜ୍ ମିଶାଇଲ ‘ନିର୍ଭୟ’ର ଅତ୍ୟାଧୁନିକ ସଂସ୍କରଣର ପରୀକ୍ଷଣ । ଚାନ୍ଦିପୁର ଆଇଟିଆର ୩ ନମ୍ବର ଲଞ୍ଚପ୍ୟାଡରୁ ଅପରାହ୍ନ ୩ ଟା ୮ରେ ପରୀକ୍ଷଣ । ଭୁପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦର କ୍ଷମତା ବିଶିଷ୍ଟ କ୍ରୁଜ ମିଶାଇଲ ହେଉଛି ନିର୍ଭୟ ।

ଏହି ମିଶାଇଲ ପରୀକ୍ଷଣ ପାଇଁ ଚାନ୍ଦିପୁର ଅଞ୍ଚଳରୁ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ୮ଟି ଗାଁର ପ୍ରାୟ ୬ ହଜାର ଲୋକଙ୍କୁ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ତରଫରୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.