fbpx

BIG BREAKING…କଟକ; ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ, ୨୦ରୁ ଅଧିକ ଆହତ

କଟକ: (ଓଡ଼ିଶା ଭାସ୍କର) ତେଲେଙ୍ଗା ପେଣ୍ଠ ନିକଟରେ ବଡ଼ ଧରଣର ଦୁର୍ଘଟଣା । ମୋ ବସକୁ ପଛରୁ ଧକ୍କା ଦେଲା ଦୁଇଟି ଟ୍ରକ । ୨୦ରୁ ଅଧିକ ଆହତ ଲୋକ ଆହତ ହୋଇଥିବା ସୂଚନା । ଦୁର୍ଘଟଣାରେ ଭାଙ୍ଗିଯାଇଛି ମୋ ବସର ପଛପଟ । କଟକ ଟୋୟଟା ସୋରୁମ୍ ନିକଟରେ ଟ୍ରକ-ବସ୍ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି ।

Get real time updates directly on you device, subscribe now.