fbpx

ଓଏସଆରଟିସି ସିଏମଡି ଭାବରେ ଦୀପ୍ତେଶ ପଟ୍ଟନାୟକଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ପରିବହନ ବିଭାଗ(ଓଆରସିଟିସି)ର ପରିଚାଳନା ନିର୍ଦ୍ଦେଶକ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଜେଲ୍ କାରାଗାର ବିଭାଗର ଆଇଜି ରହିଥିବା ଦୀପ୍ତେଶ ଅତିରିକ୍ତ ଭାବରେ ଓଏସ୍ଆରଟିସି ସିଏମଡି ଭାବରେ ଦାୟିତ୍ୱ ଗ୍ରହଣ କରିବେ ।

Get real time updates directly on you device, subscribe now.