କରାଚୀ: ସୋମବାର ପାକିସ୍ତାନରେ ୪.୦୬ ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିବା ଜଣାପଡ଼ିଛି ।
ନ୍ୟାଶନାଲ ସେଣ୍ଟର ଫର ସିସମୋଲୋଜିର ସୂଚନା ଅନୁସାରେ ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଭୂକମ୍ପ ହୋଇଥିଲା ।
ଧୀର ଭୂକମ୍ପ ଗଭୀର ଭୂକମ୍ପ ତୂଳନାରେ ଅଧିକ କ୍ଷତି କରିଥାଏ । ୧୦ କିଲୋମିଟର ଗଭୀରତା ଭୂକମ୍ପ ଅଧିକ ପ୍ରଭାବିତ ହୋଇଥାଏ ।
ଭୂକମ୍ପରେ କେସଣସି ଧନ ଜୀବନ ନଷ୍ଟ ହୋଇନାହିଁ । କିମ୍ବା ଧନ ସମ୍ପତି ନଷ୍ଟ ହେବାରେ କୌଣସି ସୂଚନା ନାହିଁ ।