ଶୀତଦିନେ ଖାଆନ୍ତୁ ଏହି ସୁପର ଫୁଡ୍‌: ବଡ଼ ବଡ଼ ରୋଗରୁ ମିଳିବ ସୁରକ୍ଷା

ନୂଆଦିଲ୍ଲୀ : ପ୍ରାଚୀନ କାଳରେ ରାଜା ରାଣୀ ହସ୍ତରେଖା ଗଣନାକାରୀଙ୍କ ପାଖକୁ ଯାଇ ନିଜୟ ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ଆତୁର ହେଉଥିଲେ । ସେ ସମୟରେ ହସ୍ତରେଖା ଗଣନା କରୁଥିବା ଜ୍ୟୋତିଷଙ୍କର ବେଶ ଖାତିର ଥିଲା । ତାହା ଏବେ ବି ବଳବତ୍ତର ରହିଛି । ହସ୍ତରେଖା ମଣିଷର ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ ବୋଲି କୁହାଯାଏ । ହସ୍ତରେଖାରୁ ଭାଗ୍ୟ ଜାଣିବାର ଉତ୍କଣ୍ଠା ସାଙ୍ଗକୁ ନିଜର ବିବାହ ଯୋଗ, କ୍ୟାରିୟର, ଧନସମ୍ପତ୍ତି ଯୋଗ, ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବାକୁ ସମସ୍ତେ ଆଗ୍ରହୀ । ତେବେ ପୃଥିବୀରେ ମାତ୍ର ୩ଧ ଲୋଙ୍କର ହସ୍ତରେଖାରେ ବିରଳ ଚିହ୍ନ ରହିଥାଏ