• Likes
  • Followers
  • Subscribers
  • Followers
  • Android App
  • Tuesday, September 16, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

୧ ଘଣ୍ଟାରୁ ଅଧିକ ସମୟ ପରେ ଖୋଲିଲା ଫେସବୁକ

By Odisha Bhaskar Bureau On Mar 5, 2024 at 10:16 PM
Share

ଓଡ଼ିଶା ଭାସ୍କର: ଖୋଲିଲା ସୋସିଆଲ ନେଟୱାର୍କ ଫେସବୁକ । ୧ ଘଣ୍ଟାରୁ ଅଧିକ ସମୟ ପରେ ପୁଣିଥରେ ତାହା ସଚଳ ହୋଇଥିବା ଦେଖିବାକୁ ମିଳିଛି। ଫେସବୁକ ସହ ଇନଷ୍ଟାଗ୍ରାମ ମଧ୍ୟ ଖୋଲିଛି। ରାତି ପ୍ରାୟ ୮ଟା ୩୦ ସମୟରେ ହଠାତ ଫେସବୁକ ଓ ଇନଷ୍ଟାଗ୍ରାମ ଅଚଳ ହୋଇଯାଇଥିଲା । ଫଳରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ପ୍ରୟାସ କରିବା ପରେ ମଧ୍ୟ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ଲଗଇନ ହେଉନଥିଲା। ତେବେ ମେଟା ସର୍ଭର ଡାଉନ ଥିବାରୁ ଏହି ସମସ୍ୟା ଉପୁଜିଥିବା କୁହାଯାଉଥିବା ବେଳେ ଏନେଇ ମେଟା ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା ।

Share

Prev Post

(Video) Facebook-Instagram ଡାଉନ୍ ପରେ ପ୍ରଥମେ କ’ଣ କଲେ ୟୁଜର? ଟ୍ୱିଟରରେ ମିଳିଲା ସମାଧାନ… 

Next Post

ଭାରତରେ ପ୍ରଥମ ଥର ପାଇଁ ପାଣି ଭିତରେ ଟ୍ରେନ୍: କାଲି ଶୁଭାରମ୍ଭ

You might also like More from author
Featured

General Knowledge: ଜାଣନ୍ତି କି କେଉଁ ଦେଶ ପାଖରେ ଅଛି ଅଧିକ ହୀରା ? ତାଲିକା ଭିତରେ କିଏ ପ୍ରଥମ…

ଦେଶ

ଟ୍ରମ୍ପଙ୍କ ଟାରିଫ୍ ଯୋଗୁ ବିକ୍ରି ହେଉନି ଚିଙ୍ଗୁଡ଼ି: ୨୫୦୦୦ କୋଟିର କ୍ଷତି ସହିଲେ ଚିଙ୍ଗୁଡ଼ି…

Asia Cup

Asic Cup:ବାସ ସରିଲା ଆଉ ମ୍ୟାଚ ଖେଳିବନି ପାକିସ୍ତାନ ? ବୟକଟ ସହ ICCକୁ ଟୁର୍ଣ୍ଣାମେଣ୍ଟ ଛାଡିବାକୁ…

Top Stories

Trade Agreement; ଇଣ୍ଡିଆ- US ମଧ୍ୟରେ ହେବ ବଡ଼ ଆଲୋଚନନା, ହେବ କି ଏହି ବିବାଦର ଅନ୍ତ

Featured

Railway New Rule: ଟିକେଟ ବୁକିଂକୁ ନେଇ ବଡ଼ ଘୋଷଣା ; ୧ ଅକ୍ଟୋବରରେ ଲାଗୁ ହେବାକୁ ଯାଉଛି ବଡ଼…

Breaking News

Subhadra Yojana : ସୁଭଦ୍ରା କଲା ସ୍ୱାବଲମ୍ବୀ ; ଓଡ଼ିଶା ପାଳିବ “ଧନ୍ୟବାଦ ମୋଦୀ”…

Prev Next
Odisha Bhaskar

Recent Posts

General Knowledge: ଜାଣନ୍ତି କି କେଉଁ ଦେଶ…

Asia Cup: ଟିମ୍ ଇଣ୍ଡିଆ ଖେଳାଳିଙ୍କ ମିଳିବ…

Hero Splendor Plus ନା Bajaj Platina,…

ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟ ଶିବିର,…

ଟ୍ରମ୍ପଙ୍କ ଟାରିଫ୍ ଯୋଗୁ ବିକ୍ରି ହେଉନି…

Asic Cup:ବାସ ସରିଲା ଆଉ ମ୍ୟାଚ ଖେଳିବନି…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

General Knowledge: ଜାଣନ୍ତି କି କେଉଁ ଦେଶ…

ଟ୍ରମ୍ପଙ୍କ ଟାରିଫ୍ ଯୋଗୁ ବିକ୍ରି ହେଉନି…

Asic Cup:ବାସ ସରିଲା ଆଉ ମ୍ୟାଚ ଖେଳିବନି…

Trade Agreement; ଇଣ୍ଡିଆ- US ମଧ୍ୟରେ ହେବ…

Prev Next 1 of 28,479
© 2025 - TK Digital All Rights Reserved.