fbpx

ଚିଲିକାରେ ଫସିଲା ଭସାପୋଲ, ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା

ଓଡ଼ିଶା ଭାସ୍କର: ଚିଲିକାରେ ଫସିଲା ଭସାପୋଲ । ଜହ୍ନିକୁଡ଼ାରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ମଝି ନଈରେ ଅଟକିଥିଲା ଭସାପୋଲ । ଭସା ପୋଲରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା । ଯାତ୍ରୀଙ୍କ ସମେତ ୨ଟି ୪ ଚକିଆ ଗାଡ଼ି ଏବଂ ୨୦ଟି ମଟରସାଇକେଲ ଥିବା ଜଣାପଡ଼ିଛି । ପାଣି କମ୍ ଥିବାରୁ ଭସାପୋଲ ଅଟକି ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.